Browsing Tag

Berhampur

ବ୍ରହ୍ମପୁର ରାଗିଂ ଘଟଣାରେ ପିଲାଙ୍କୁ କଲେଜରୁ ବହିଷ୍କାର କଲେ ସେମାନଙ୍କ ଭବିଷ୍ୟତ କଣ ହେବ? ଅଭିଭାବକ କଲେ ପ୍ରଶ୍ନ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ମଙ୍ଗବାର ରାଗିଙ୍ଗ କରାଯାଇଥିବା ଘଟଣାରେ ବଡ଼ବଜାର ଥାନା ପୋଲିସ ୫ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଭାଇରାଲ ଭିଡ଼ିଓରେ ଥିବା ପୀଡିତା ଛାତ୍ରୀ ବାଦେ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ବହିଷ୍କାର…

ମୂଳାଷ୍ଟମୀରୁ ଗଞ୍ଜାମ ଜିଲ୍ଲା ମା’ ତାରା ତାରିଣୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ଆରମ୍ଭ ହୋଇଛି ମା ତାରାତାରୀଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମି ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ପୂଜା ଉପଚାର । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରାରୀଣିଙ୍କ ର ଗତ କାଲି ସଂଧ୍ୟାରେ ମାଁଙ୍କୁ ଜଳାଭିଶେକ କରାଯାଇଛି । ମା ଶୟନକୁ ଚାଲି…

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ଦାବିରେ ପାଞ୍ଚଦିନ ଧରି ପ୍ରେମିକ ଦୁଆରେ ମହିଳାଙ୍କ ଧାରଣା

ବ୍ରହ୍ମପୁର(କେନ୍ୟୁଜ୍): ସ୍ତ୍ରୀର ମାନ୍ୟତା ଦାବିରେ ପାଞ୍ଚ ଦିନ ପ୍ରେମିକର ଘର ଆଗରେ ମହିଳାଙ୍କ ଧାରଣା। ବ୍ରହ୍ମପୁର ଦେଶୀବେହେରା ସାହିରେ ଧାରଣାରେ ବସିଛନ୍ତି ମହିଳା ଜଣକ। ଦେଶୀବେହେରା ସାହିର ଦୀନେଶଙ୍କ ସହ ୨୦୨୦-୨୧ରେ ସଂପର୍କରେ ଆସିଥିଲେ ଆଙ୍କୁଲି ଅଞ୍ଚଳର କେ.ଦୀପିକା। ପରେ ଦୀପିକା ଏକ…

ସାନଖେମୁଣ୍ଡିରେ ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ୍‌ ଓ ମକା ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ, ପ୍ରତ୍ୟକ୍ଷ…

ବ୍ରହ୍ମପୁର (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲରେ ମିଶନ ଶକ୍ତି ସହାୟତାରେ ଝାଡୁ ତିଆରି ୟୁନିଟ୍‌ ଓ ମକା ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ୟୁନିଟ୍‌କୁ ଉଦ୍‌ଘାଟନ କରିଛନ୍ତି । ଉନ୍ନତମାନର ଝାଡୁ ତିଆରି ପାଇଁ…

ଦିଗପହଣ୍ଡି : ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ପୁଣି ଗଲା ଜଣଙ୍କ ଜୀବନ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ଘଟିଥିବା ମର୍ଡର ଘଟଣାରେ ତଦନ୍ତ କରିବା ପାଇଁ ପୋଲିସ ଜାରୀ ରଖିଥିବା ବେଳେ ଆଜି ବ୍ରହ୍ମପୁର ଏସପି ପହଞ୍ଚି…

ଗୋପାଳପୁର ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ, ଦୁଇ ଦେଶୀ ପିସ୍ତଲ ସହ ଛଅ ଅଫୁଟା ଗୁଳି ଜବତ 

ବ୍ରହ୍ମପୁର(କେନ୍ୟୁଜ୍): ଗୋପାଳପୁର ଥାନା ପୋଲିସ ଦ୍ୱାରା  ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି  । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ…

ଅଫିସ୍‌ ଭିତରେ ଆଟାକ୍‌ : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାରି ମୁହଁ ଫଟାଇ ଦେଲେ

ବ୍ରହ୍ମପୁର (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିନିତା ସେନାପତିଙ୍କୁ କାର୍ଯ୍ୟାଳୟ ଭିତରେ ଆକ୍ରମଣ । ଆଜି ଅପରାହ୍ନରେ ଶିକ୍ଷା ଅଧିକାରୀ ନିଜ କୋଠରୀରୁ ବାହାରି କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁହଁରେ ଆଘାତ…

ଚୈତ୍ର ମାସର ଶେଷ ପାଳିରେ ଉତ୍ସବ ମୁଖର ହୋଇ ଉଠିଥିଲା ତାରାତାରିଣୀଙ୍କ ପୀଠ, ମନସ୍କାମନା ପୂର୍ଣ୍ଣ ପାଇଁ ମୁଣ୍ଡନ…

ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ହେଉଛନ୍ତି ମାଁ ତାରାତାରିଣୀ । ଦେଶର ଥିବା ବିଭିନ୍ନ ଆଦିଶକ୍ତି ପୀଠ ମଧ୍ୟରୁ ତାରାତାରିଣୀ ଅନ୍ୟତମ । ଏହି ପୀଠରେ ପ୍ରତିବର୍ଷ ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ ଚୈତ୍ରମେଳା । ଗତ କାଲି ଥିଲା ଚୈତ୍ର ମାସର ଶେଷ ମଙ୍ଗଳବାର। ତେଣୁ ମାଆଙ୍କ…

ବ୍ରହ୍ମପୁର: ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର ଓ ୭ ଆହତ 

ବ୍ରହ୍ମପୁର (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହାତ ହୋଇଥିବା ବେଳେ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ପୋଲସରା ଅଞ୍ଚଳର କିଛି ବ୍ୟକ୍ତି…

ପୋଲିସ ଚାକିରି କରି ପୁଣି ଲୋଭ: ନକଲି ମଦ ଫ୍ୟାକ୍ଟ୍ରୀ ଚଳାଇଥିବା କନେଷ୍ଟବଳକୁ ଗିରଫ କଲା ବ୍ରହ୍ମପୁର ବଡ଼ ବଜାର…

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗରହଣ୍ଡି ଅଞ୍ଚଳରେ ଏକ କୁକୁଡ଼ା ଫାର୍ମ ହାଉସରେ ତିଆରି ହେଉଥିଲା ଡୁପ୍ଲିକେଟ୍ ମଦ  । ଆଉ ଏହି ମଦ ବିକ୍ରି ହେଉଥିଲା ବ୍ରହ୍ମପୁର ସହରର ବଡ଼ ବଜାର ଅଞ୍ଚଳରେ  । ନକଲି ମଦ ପ୍ରସ୍ତୁତ କରି ସାରିବା ପରେ ଏକ ଅଟୋ ଯୋଗେ ବିକ୍ରି କରିବା ଲାଗି ବ୍ରହ୍ମପୁର…

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ହିଞ୍ଜିଳି ବିଜେପିର ଟାଣୁଆ ନେତା ଦେବାନନ୍ଦ ମହାପାତ୍ର, ପାଲଟିଗଲେ ନବୀନ ପ୍ରେମୀ

ବ୍ରହ୍ମପୁର(କେନ୍ୟୁଜ୍):  ପଞ୍ଚାୟତ, ପୌର ନିର୍ବାଚନ ସରୁ ସରୁ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି । ଆରମ୍ଭ ହେଲାଣି ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯିଏ ବିଜେପିରୁ ଳଢୁଥିଲେ। ସେ ଏବେ ନବୀନ ପ୍ରେମୀ। ସାମିଲ ହୋଇଛନ୍ତି ବିଜେଡିରେ। ହିଞ୍ଜିଳି…

ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା “ଦିବ୍ୟାଙ୍ଗଜନ ସମାଧାନ”

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଏକ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା “ଦିବ୍ୟାଙ୍ଗଜନ ସମାଧାନ”ର ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ସବ-ଡିଭିଜନ କାର୍ଯ୍ୟାଳୟ ଓ ବ୍ରହ୍ମପୁର ମହାନଗର…