Browsing Tag

bike

ଲଞ୍ଚ ହେଲା ହୋଣ୍ଡାର CB300R ନିଓ ସ୍ପୋର୍ଟସ କ୍ୟାଫେ ରୋଡଷ୍ଟର ବାଇକ୍‌, ଜାଣନ୍ତୁ କେତେ ରହିଛି ଦାମ

ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଦେଶରେ OBD2A ଭଳି ୨୦୨୩ CB300R ନିଓ ସ୍ପୋର୍ଟସ କ୍ୟାଫେ ରୋଡଷ୍ଟର ଲଞ୍ଚ କରିଛି । ଦିଲ୍ଲୀରେ ଏହାର ଏକ୍ସ ସୋରୁମ ଦାମ୍‌ ୨.୪୦ ଲକ୍ଷ ଟଙ୍କା ରହିଛି । ୨୦୨୩ ହୋଣ୍ଡା CB300Rର ବୁକିଂ ବର୍ତ୍ତମାନ ବିଗୱିଙ୍ଗ ଡିଲରସିପ୍ ନେଟୱାର୍କରେ କରାଯାଇପାରିବ ।…

ଖୁବଶୀଘ୍ର ଲଞ୍ଚ ହେବ ରୟାଲ ଏନଫିଲ୍ଡର ହିମାଲୟାନ 452, ଡିଜାଇନ୍‌ ବି ରହିଛି ଦମଦାର

ରୟାଲ ଏନଫିଲ୍ଡ ନିଜର ହିମାଲୟାନ 452 ଆଡଭେନ୍ଚର ମୋଟର ସାଇକେଲକୁ ୧ ନଭେମ୍ବର ୨୦୨୩ରେ ସାମ୍ନାକୁ ଆଣିବ । ନଭେମ୍ବର ୭ରୁ ଏହା ଦେଶରେ ବିକ୍ରି ହେବ ବୋଲି ଆଶା କରାଯାଉଛି । କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ଏହା ବିଷୟରେ ଅଫିସିଆଲ ଘୋଷଣା କରି ନାହିଁ । ଅଫିସିଆଲ ଲଞ୍ଚ ପୂର୍ବରୁ ରୟାଲ ଏନଫିଲ୍ଡ…

ଶସ୍ତାରେ କିଣି ନିଅନ୍ତୁ Hero Karizma XMR, ନହେଲେ ୧ ଅକ୍ଟୋବରରୁ ବଢ଼ିଯିବ ଦାମ

ହିରୋ ମୋଟୋକର୍ପ ନିକଟରେ Karizma XMR ଲଞ୍ଚ କରିଛି । ଏହି ବାଇକର ଆକର୍ଷଣୀୟ ଡିଜାଇନ୍‌, ଭଲ ଫିିଚର୍ସ ଏବଂ ଭଲ ପ୍ରଦର୍ଶନ ପାଇଁ ସବୁ ସ୍ଥାନରୁ ଏହାକୁ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଏହାର ଆରମ୍ଭ ମୂଲ୍ୟ ୧.୭୩ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍)ରେ ଅଣାଯାଇଥିଲା । କିନ୍ତୁ ବର୍ତ୍ତମାନ…

ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଲଞ୍ଚ ହେବ Bajaj Pulsar N150

ବଜାଜର ଲୋକପ୍ରିୟ ବାଇକ୍‌ Pulsar ଦୀର୍ଘ ଦିନ ଧରି ଆଡଭେନଚର୍ସ ରାଇଡର୍ସଙ୍କ ହୃଦୟରେ ରାଜ କରି ଆସୁଛି । ୨୦୦୧ରେ Pulsar 150 ଏବଂ Pulsar 180 ଆରମ୍ଭ ହୋଇଥିଲା । ସମୟ ଅନୁସାରେ Pulsar କୁ ପସନ୍ଦ କରୁଥିବା ବାଇକ ପ୍ରେମୀଙ୍କ ପାଇଁ କମ୍ପାନୀ କେବଳ ମଡେଲ୍ସର ଡିଜାଇନକୁ ଆକର୍ଷକ କରିଛି ତାହା…

ସୁପାରି ଦେଇ ପୁଅ ବାଇକରେ ନିଆଁ ଲଗାଇଲା ମା’, ଟଙ୍କା ପାଇଁ ଦୁବୃର୍ତ୍ତଙ୍କ ଆକ୍ରମଣ

ପିଲାମାନେ ବାପା ମା’ଙ୍କର ଅତି ଗେହ୍ଲା ହୋଇଥାନ୍ତି । ପିଲାମାନଙ୍କର ଅଝଟ ପୁରା କରିବା ପାଇଁ ବାପା ମା’ମାନେ ପରିଶ୍ରମ କରି ସବୁ ଇଚ୍ଛାକୁ ପୂରଣ କରନ୍ତି । କିନ୍ତୁ ପିଲାମାନେ ବଡ଼ ହେଲା ପରେ ତାଙ୍କର ଜିଦ୍‌ ବଢ଼ିଯାଏ । ସାଧାରଣତଃ ପୁଅମାନେ ବାଇକ କିଣିବା ପାଇଁ ଅଧିକ ଜିଦ୍‌ କରନ୍ତି । ଏବଂ ବାପା…

ହୋଣ୍ଡା ଲଞ୍ଚ କଲା CB200X ବାଇକ୍, ଜାଣନ୍ତୁ ଏଥିରେ କଣ ରହିଛି ଖାସ

ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ନିଜର 2023 CB200X ଆଡଭେନଚର ଟୁରର ମୋଟରସାଇକେଲକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଯାହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧,୪୬,୯୯୯ ଟଙ୍କା ରହିଛି । ଯେଉଁ ବାଇକ୍ ପ୍ରେମୀ ଏହାକୁ କିଣିବାକୁ ଚାହୁଁଥିବେ, ସେମାନେ ନିଜ ଆଖପାଖରେ ଥିବା ରେଡ୍ ୱିଙ୍ଗ୍…

ସାବଧାନ ! ଆପଣଙ୍କ ବାଇକ୍‌ ସିଟ୍‌ ତଳେ ମଧ୍ୟ ଲୁଚିଥାଇପାରେ ନାଗ, ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇ ଦୌଡି ପଳାନ୍ତି । ଆଉ ଯଦି ଏହି ସାପ ଆପଣଙ୍କ ଗାଡି ସିଟ୍‌ରେ ଲୁଚି ରହିଥାଏ, ତେବେ ଆପଣ କ’ଣ କରିବେ । ନିଶ୍ଚିତ ଭୟରେ ଛାନିଆ ହୋଇଯିବେ । ବର୍ଷାଦିନରେ ସାପ ଚାରିଆଡେ ବୁଲୁଥିବାର ଦେଖିଥିବେ । ଗାଡିର ହେଡଲାଇଟ କିମ୍ବା ବନେଟ ଭିତରେ ସାପ ପଶିଥିବା ଆପଣ…

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ 2023 Hero Karizma XMR 210, ଜାଣନ୍ତୁ କଣ ରହିଛି ଫିଚର୍ସ

ହିରୋ ଏହାର ଆଇକନିକ୍ ବାଇକ୍ ହିରୋ Karizma କୁ ଚଳିତ ମାସ ଶେଷରେ ନୂଆ ଏବଂ ଉନ୍ନତ ଫିଚର ସହିତ ଲଞ୍ଚ କରିବ । ପୂର୍ବରୁ Hero Karizma ଦେଶରେ ପୋଷ୍ଟର ବାଇକ୍ ଥିଲା, ଯାହା ବାଇକ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା । ତେବେ ବାଇକ ପ୍ରେମୀଙ୍କ ପାଇଁ ଏହାର ନୂଆ ଭର୍ସନ 2023 Hero Karizma XMR…

ଭାରତରେ ଲଞ୍ଚ ହେଲା ହୋଣ୍ଡା SP160, ଜାଣନ୍ତୁ କେତେ ରହିଛି ପ୍ରାଇସ

ବାଇକ ପ୍ରେମୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ନୂଆ ବାଇକ କିଣିବାକୁ ଚାହୁଛନ୍ତି ତେବେ ହୋଣ୍ଡା ଆପଣଙ୍କ ପାଇଁ ଏକ ଭଲ ଫିଚରର ବାଇକ ଆଣିଛି । ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ଆଜି ନୂଆ ହୋଣ୍ଡା SP160କୁ ୧, ୧୭,୫୦୦ ଟଙ୍କାରେ ଲଞ୍ଚ କରିଛି । ହୋଣ୍ଡା…

କିଣନ୍ତୁ 160ccର ପାଓ୍ଵାରଫୁଲ ଇଞ୍ଜିନର ବେଷ୍ଟ ବାଇକ, ରହିଛି ଭଲ ମାଇଲେଜ

ଭାରତୀୟ ବଜାରରେ ବାଇକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବାଇକ ପ୍ରେମୀମାନେ ବାଇକ କିଣିବା ପୂର୍ବରୁ ସବୁଠାରୁ ଭଲ ମଡେଲ କିଣିବା ପାଇଁ ଚିନ୍ତା କରିଥାନ୍ତି । ଯଦି ଆପଣମାନେ ମଧ୍ୟ ନିଜ ପାଇଁ ନୂଆ ବାଇକ କିଣିବାକୁ ପ୍ଲାନ କରୁଛନ୍ତି, ତାହା ପୁଣି 160ccର ପାଓ୍ଵାରଫୁଲ ଇଞ୍ଜିନ ସହିତ,…

କେବେ ଦେଖିଛନ୍ତି କି ଧୋନିଙ୍କ ଗ୍ୟାରେଜର ଭିଡିଓ, ବାଇକ କଲେକ୍ସନ ଦେଖି ଆପଣଙ୍କ ମୁଣ୍ଡ ଘୂରେଇଯିବ

କ୍ୟାପଟେନ କୁଲ ନାଁରେ ସମସ୍ତଙ୍କ ମନ ଜିତିଥିବା ଧୋନି ବାଇକ ଓ କାରକୁ ବହୁତ ଭଲ ପାଆନ୍ତି । ଏନେଇ ଅନେକ ଥର ଆମେ ଆପଣଙ୍କୁ ତାଙ୍କ ସଉକ ବିଷୟରେ ମଧ୍ୟ ଜଣାଇଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥାଏ । ଏହା ତାଙ୍କ କଲେକ୍ସନରୁ ସ୍ପଷ୍ଟ ବାରି ହୁଏ ।…

ଆସିଲା Xtreme 200R ଏବଂ 125R ସ୍ପାଏ ଶଟ, ଖୁବଶୀଘ୍ର ହେବ ଲଞ୍ଚ

ଜୟପୁରରୁ ଆସୁଥିବା ଦୁଇଟି ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ପାଏ ଶଟ ଆସିବା ପରେ ବାଇକ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ସେହି ବାଇକ ମଧ୍ୟରୁ ପ୍ରଥମ ଟେଷ୍ଟ୍ ମ୍ୟୁଲ ଏକ ସ୍ପୋର୍ଟି 125cc କମ୍ୟୁଟର ମଡେଲ୍ କୁ ସୋ’ କରୁଛି, ଯାହା ଟିଭିଏସ୍ ରାଇଡର୍ ଏବଂ ବଜାଜ ପଲସର 125 ଭଳି…