Browsing Tag

blast

ନାଇଜେରିଆରେ ବଡ଼ ଦୁର୍ଘଟଣା, ତୈଳ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ, ୧୦ ଆହତ

ଦକ୍ଷିଣ ନାଇଜେରିଆରେ ଏକ ଫୁଏଲ୍ ଟ୍ୟାଙ୍କର ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଦକ୍ଷିଣ-ପୂର୍ବ ରାଜ୍ୟ ଏନୁଗୁର ଏନୁଗୁ-ଓନିଟଶା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିବା ନାଇଜେରିଆର ଫେଡେରାଲ ସଡ଼କ ସୁରକ୍ଷା କର୍ପସ ସୂଚନା ଦେଇଛି । ଏଠାରେ ଗ୍ୟାସୋଲିନ…

ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୫ ମୃତ

ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଗୋଳାବାରୁଦ କାରଖାନାରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳୁଛି କାରଖାନା । ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଫସିଥିବା ସୂଚନା ମିଳିଛି । ସକାଳ ପ୍ରାୟ ୧୦ ଟା ୩୦ ମିନିଟ୍ ରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ…

ଭୂତଳ ଗ୍ୟାସ ଓ ତୈଳ ସନ୍ଧାନ ପାଇଁ ଚାଲିଛି ସର୍ଭେ, ବିନା ନୋଟିସରେ କରାଯାଉଛି କାମ

ଭୂତଳ ଗ୍ୟାସ ଓ ତୈଳ ସନ୍ଧାନ ପାଇଁ ଏଠାରେ ଚାଲିଛି ସର୍ଭେ । ବିନା ନୋଟିସରେ କରାଯାଉଛି କାମ । ବୈତରଣୀ ନଦୀ ଓ ତାର ଆଖପାଖ ଜନବସତି ନିକଟରେ କରାଯାଉଛି ବ୍ଲାଷ୍ଟିଂ । ବିସ୍ପୋରଣରେ ଥରୁଛି ମାଟି ଆଉ ଫାଟୁଛି ଘର । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବୈତରଣୀ ନଦୀକୂଳବର୍ତ୍ତି ଜନବସତି ଅଞ୍ଚଳରେ…

ଜୟପୁର ସିଏନଜି ଟ୍ୟାଙ୍କର ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିଲା, ମୃତଦେହର ମିଳୁନି ପରିଚୟ, ହେବ ଡିଏନଏ…

ଜୟପୁରର ଭାଙ୍କରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ୮୦ ପ୍ରତିଶତ ଜଳିଯାଇଛି । କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଆଗକୁ ମୃତ୍ୟୁ…

ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି କଲା ନିଜକୁ ଦାୟୀ

ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି…

ବାଦଶାହଙ୍କ ନାଇଟ୍‌ କ୍ଲବ୍‌ ବାହାରେ ବିସ୍ଫୋରଣ,  ଭୋରୁ ଭୋରୁ ଫୋପଡାଗଲା ଦେଶୀ ବୋମା

ସକାଳୁ ସକାଳୁ ନାଇଟ୍‌ କ୍ଲବ୍‌ ବାହାରେ ବିସ୍ଫୋରଣ । ଚଣ୍ଡିଗଡ ସେକ୍ଟର-୨୬ ସ୍ଥିତ ଦୁଇଟି ନାଇଟ୍‌ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ନାଇଟ୍‌ କ୍ଲବ ବଲିଉଡ ସିଙ୍ଗର ତଥା ରାପର୍‌ ବାଦଶାହଙ୍କର ବୋଲି ଜଣାପଡିଛି । ବିସ୍ଫୋରଣ ପରେ ସ୍ଥାନୀୟ ଲୋକ ଭୟଭୀତ ରହିଛନ୍ତି । ପୋଲିସ…

ଜବଲପୁର ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବିସ୍ଫୋରଣ : ୨ ମୃତ, ୧୦ରୁ ଅଧିକ ଗୁରୁତର

ମଧ୍ୟପ୍ରଦେଶ ଜବଲପୁରରେ ଏକ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଦୁଇ କର୍ମଚାରୀଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ରହିଛନ୍ତି । କମ୍ପାନୀର ସେକ୍ସନ ୬ରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଏକ ବିଲିଡିଂ ଧ୍ୱସ୍ତ ହୋଇଯାଇଛି । ମାଟି ତଳେ ଅନେକ କର୍ମଚାରୀ ଦବିଥିବା…

ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ, ଭାଙ୍ଗିଲା ସ୍କୁଲ ପାଚେରୀ

ଦିଲ୍ଲୀରେ ରୋହିଣୀ ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ପୋଲିସ ଛାନଭିନ କରୁଛି । ଆଜି ସକାଳ ପ୍ରାୟ ୭ଟା ୪୭ ମିନିଟରେ ବିସ୍ଫୋରଣ ନେଇ ଦିଲ୍ଲୀ ପୋଲିସ ସୂଚନା ପାଇଥିଲା । ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ଘଟଣା…

ଲେବାନନରେ ପେଜର ବ୍ଲାଷ୍ଟ: ୯ ମୃତ ୩୦୦୦ରୁ ଅଧିକ ଆହତ, ବଢ଼ିପାରେ ମୃତ୍ୟୁସଂଖ୍ୟା

ଲେବାନନ ଏବଂ ସିରିୟାର କିଛି ସ୍ଥାନରେ ପେଜର ବିସ୍ଫୋରଣ । ପେଜର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ପ୍ରାୟ ୩, ୦୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।  ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି…

ଆନ୍ଧ୍ର ଫାର୍ମା କମ୍ପାନୀ ପ୍ଲାଣ୍ଟ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି, ମୃତକ ଏବଂ ଆହତଙ୍କୁ ସହାୟତା ରାଶି…

ଆନ୍ଧ୍ର ପ୍ରଦେଶର ଅଚୁତାପୁରମରେ ଏକ ଫାର୍ମା କମ୍ପାନୀ ରିଆକ୍ଟରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏଥିରେ ୩୩ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ…

ଆନ୍ଧ୍ର: ଫାର୍ମା କମ୍ପାନୀ ପ୍ଲାଣ୍ଟରେ ବିସ୍ଫୋରଣ; ୨ ମୃତ, ୧୫ରୁ ଅଧିକ ଆହତ

ଆନ୍ଧ୍ର ପ୍ରଦେଶରେ ଏକ ଫାର୍ମା କମ୍ପାନୀ ପ୍ଲାଣ୍ଟରେ ରିଆକ୍ଟର ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଅନକାପଲ୍ଲୀ ଏନ୍‌ଟିଆର୍‌ ହସ୍ପିଟାଲ ଏବଂ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି…

ବେଙ୍ଗାଲୁରୁରେ ବିସ୍ଫୋରଣ, ୨ ଆହତ; ତଦନ୍ତ କରୁଛି NIA ଟିମ୍‌

ବେଙ୍ଗାଲୁରୁର ଜେପି ନଗରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଏନ୍‌ଆଇଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ କମିଶନର କହିଛନ୍ତି ଯେ ଏହା କୌଣସି ଆଇଇଡି ବିସ୍ଫୋରଣ ନୁହେଁ । ପ୍ରେସର କୁକର୍‌ରେ ବ୍ଲାଷ୍ଟ୍‍ ହୋଇଛି । ଏନ୍‌ଆଇଏର ଅଧିକାରୀମାନେ…