ମୁଣ୍ଡ ଉପରେ ଥିଲା ପୁଅର ପରୀକ୍ଷା, ରାତାରାତି ୮୦୦ କିମି ପାର କରି ଦିଲ୍ଲୀରୁ ପହଞ୍ଚିଲେ ଇନ୍ଦୋର
ମୁଣ୍ଡ ଉପରେ ଥିଲା ପୁଅର ପରୀକ୍ଷା । ଦିଲ୍ଲୀରୁ ଇନ୍ଦୋର ଯାଇଥାନ୍ତା ପୁଅ । ହଠାତ ବାତିଲ ହେଲା ବିମାନ । ସେତିକି ବେଳେ ବଡ଼ ନିଷ୍ପତି ନେଲେ ବାପା । ସନ୍ତାନ ପାଇଁ ସବୁ ବନ୍ଧ ବାଡ଼ ପାର୍ କରିବାକୁ ପ୍ରସ୍ତୁତ ଥାଆନ୍ତି ବାପା ମା’ । ଯେତେ ବଡ଼ ବିପଦ ଆସୁ ନା କାହିଁକି ବାପା ମା’ ସବୁବେଳେ…