Browsing Tag

bollywood

ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଲେ କରଣବୀର ଓ ପୁନମ ପାଣ୍ଡେ, ଟ୍ରୋଲ୍‌ କରି ଫ୍ୟାନ୍ସ କହିଲେ- ଛାଡ଼ପତ୍ର ହେବ କିଛି…

ଗତ କିଛି ଦିନ ହେବ ଟିଭି ଅଭିନେତା କରଣବୀର ବୋହରା ଏବଂ ବୋଲ୍‌ଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ଉଭୟଙ୍କ ‘ତେରେ ଜିସ୍‌ମ ସେ’ ନାମରେ ଏକ ଅପ୍‌କମିଂ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଥିବା‌ ବେଳେ ସେମାନେ ଏହାର ପ୍ରମୋସନ ପାଇଁ ଅଧିକାଂଶ…

ମୋ ଲୁକ କପି କରୁଛନ୍ତି କହିଲେ ଗୁଲସନ୍‌ ଗ୍ରୋଭର, ଚୁପ୍ ରହିଛନ୍ତି ତୃତୀୟ ଖାନ୍

ବଲିଉଡର ଖତରନାକ ଖଳନାୟକ ଗୁଲସନ୍‌ଙ୍କୁ କିଏବା ନ ଜାଣେ। ଏହି ହେଣ୍ଡସମ୍‌ ଭିଲେନ ହିନ୍ଦୀ ସିନେମା ଜଗତକୁ ବହୁତ ସୁପରହିଟ୍‌ ସିନେମା ଦେଇଛନ୍ତି। ତାଙ୍କର ସୁପରହିଟ ଫିଲ୍ମ ରକି,ସଦ୍‌ମା,ଖତ୍‌ରୋ କେ ଖିଲାଡ଼ି, ରାମ ଲଖନ,ସୌଦାଗର, କୁର୍ବାନ,ଅନାଡ଼ି,ରାଜା ବାବୁ, ମୋହରା ଏମିତି ଅନେକ ଫିଲ୍ମ…

ସାମନ୍ଥାଙ୍କ ଫିଲ୍ମ ‘ୟଶୋଦା’ ପାଇଁ ଆସିଲା ରିଲିଜ୍ ଡେଟ୍, ଆଜି ରିଲିଜ୍ ହେଲା ହିନ୍ଦୀ ଟ୍ରେଲର

ଆଜି ସାଉଥ କୁଇନ ସାମନ୍ଥାଙ୍କ ଫିଲ୍ମ 'ୟଶୋଦା' ର ହିନ୍ଦୀ ଟ୍ରେଲର ଲଞ୍ଚ ହୋଇଛି। ଏହା ପୂର୍ବରୁ ଏହି ଚଳଚ୍ଚିତ୍ରର ନିର୍ମାତା ଦର୍ଶକଙ୍କୁ ଏହି ଫିଲ୍ମର ଦମଦାର ଟ୍ରେଲର ଦେଖାଇଥିଲେ। ଯେଉଁଥିରେ ସେ ଜଣେ ଗର୍ଭବତୀ ମହିଳାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପୁଣି ଏହା ସହିତ ଅନେକ ସଂଘର୍ଷ ରହିଥିବା…

ଭାରତର ଦମ୍‌ଦାର ବିଜୟରେ ଖୁସିରେ ଝୁମି ଉଠିଲା ପୂରା ବଲିଉଡ୍‌! ଦେଖନ୍ତୁ ସେଲିବ୍ରିଟିମାନଙ୍କ ପ୍ରତିକ୍ରିୟା

ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ଦମ୍‌ଦାର ବିଜୟ ପରେ ସାରା ବିଶ୍ୱରେ ଥିବା ଭାରତୀୟ ଫ୍ୟାନ୍‌ମାନେ ଉତ୍ସବ ପାଳନ କରୁଛନ୍ତି। ଟିମ୍‌ ଇଣ୍ଡିଆର ଶାନ୍‌ଦାର ବିଜୟର ତୁରନ୍ତ ପରେ ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଖୁସିରେ ଝୁମି ଉଠିଥିବାର ନଜର ଆସିଛନ୍ତି। ଅନେକ ସେଲିବ୍ରିଟି ନିଜର ଖୁସି ସୋସିଆଲ…

ସୁଟିଂ କରୁଥିବା ବେଳେ ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ। ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ…

ଏବେ ତାମିଲ୍‌ ଫିଲ୍ମରେ କାମ କରିବେ ସଞ୍ଜୟ ଦତ୍ତ, କହିଲେ ବଲିଉଡ ଇଣ୍ଡଷ୍ଟ୍ରୀକୁ ସାଉଥ ସିନେମାରୁ କିଛି ଶିଖିବା ଉଚିତ୍

ବଲିଉଡ୍‌ର ମୁନ୍ନା ଭାଇ ହେଉଛନ୍ତି ସଞ୍ଜୟ ଦତ୍ତ । ସେ ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି। କେଜିଏଫ ଚାପ୍ଟର ୨ରୁ କନ୍ନଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ଏବେ ସଞ୍ଜୟ ଦତ୍ତ ଫିଲ୍ମ ଥଲାପତି ୬୭ ଜରିଆରେ ତାମିଲ୍‌ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି। ଅନ୍ୟପକ୍ଷେ ତାଙ୍କର…

ବଲିଉଡ଼ରେ ତିଆରି ହେବାକୁ ଯାଉଛି ସୁଶାନ୍ତ ପଣ୍ଡାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଉଲଝନପୁର…

ବଲିଉଡରେ ନିଜର ନୂଆ ୱେବ୍ ସିରିଜ୍ ତିଆରି କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ ସୁଶାନ୍ତ ପଣ୍ଡା। ଅନେକ ଓଡ଼ିଆ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଅନେକ ଫିଲ୍ମ କରୁଛନ୍ତି। ଯାହାକୁ ନେଇ ଓଡ଼ିଶା ଗର୍ବିତ। ତେବେ ଓଡ଼ିଆ ପୁଅ ସୁଶାନ୍ତ ପଣ୍ଡା ମଧ୍ୟ ଅନେକ ଓଡ଼ିଆ ଓ ହିନ୍ଦୀ ପ୍ରୋଜେକ୍ଟ କରି…

ସଲମାନ ଓ କ୍ୟାଟ୍ରିନାଙ୍କ ଟାଇଗର-୩ ପୋଷ୍ଟର ରିଲିଜ୍‌, ଏଥର ଇଦ୍‌ ନୁହେଁ ଦୀପାବଳିରେ କରିବେ ଧମାଲ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’କୁ ଦର୍ଶକମନେ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଫିଲ୍ମର ନିର୍ମାତା ସଂସ୍ଥା ଏହାର ପୋଷ୍ଟର ଏବଂ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଏହା ଭିତରେ କାଟ୍ରିନା…

SIIMA ଆୱାର୍ଡ଼ ‘ଶୋ’ ରେ ଭାବ ବିହ୍ୱଳ ହେଲେ ବିଜୟଦେବର କୋଣ୍ଡା, କହିଲେ ମୁଁ ଏଠାକୁ ଆସିବାକୁ ଚାହୁଁ…

ଲାଇଗର ବିଫଳତାକୁ ନେଇ SIIMA ଆୱାର୍ଡ଼ 'ଶୋ' ରେ ଭାବ ବିହ୍ବଳ ହୋଇଛନ୍ତି ବିଜୟଦେବର କୋଣ୍ଡା। ସେ କହିଛନ୍ତି ଯେ ମୁଁ ଏଠାକୁ ଆସିବା ପାଇଁ ଚାହୁଁନଥିଲି। ବିଜୟ ଦେଭରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଲାଇଗର୍, ଅଗଷ୍ଟ ୨୫ ରେ ରିଲିଜ୍ ହେବା ପରେ ବକ୍ସ ଅଫିସରେ ଏତେ ଭଲରେ କାମ କରି ପାରି…

ଏହି ଚଳଚ୍ଚିତ୍ରଗୁଡ଼ିକ Big B ଙ୍କୁ ବଲିଉଡରେ କରିଛି ଶେହେନ୍ସା, ତାଙ୍କ ଅଭିନୟକୁ ଦେଖି ପାଗଳ ହୋଇଥିଲେ ଫ୍ୟାନ

ଗତକାଲି ଅମିତାଭ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। କହିବାକୁ ଗଲେ ତାଙ୍କ ଅଭିନୟ ସହିତ କୌଣସି ଅଭିନେତା ତାଳ ମିଶାଇ ପାରିବେ ନାହିଁ। ଆଜି ତାଙ୍କର ଜବରଦସ୍ତ ଅଭିନୟ ସହିତ ସେ ଅନେକ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଛନ୍ତି ଯାହା କେବେ ବି ଲିଭାଯାଇପାରିବ ନାହିଁ। ହିନ୍ଦୀ ସିନେମାର…

କୋର୍ଟରେ ପହଞ୍ଚିଲା ଆଦିପୁରୁଷ ଫିଲ୍ମ ମାମଲା, ଭଗବାନ ରାମ ଓ ହନୁମାନ ଚରିତ୍ରକୁ ଭୁଲ ଭାବେ କରାଯାଇଛି ପ୍ରଦର୍ଶନ

ନୂଆଦିଲ୍ଲୀ : ଅଭିନେତା ପ୍ରଭାସ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ପିଲ୍ମ ‘ଆଦିପୁରୁଷ’ କୁ ନେଇ ଲାଗିଥିବା ବିବାଦ ଏବେ ତିଶ ହଜାରୀ ଅଦାଲତରେ ପହଞ୍ଚିଛି । ଫିଲ୍ମର ରିଲିଜ ଓ ଏହାର ଟିଜରରେ ଆପତ୍ତିଜନକ ଭାଗକୁ ହଟାଇବା ପାଇଁ ୟୁଟୁବ ଓ ଇଣ୍ଟରନେଟ ମିଡିଆକୁ ନିର୍ଦ୍ଦେଶ ଦେବାକୁ ରାଜ ଗୌରବ…

‘ଆଦି ପୁରୁଷ’ ଫିଲ୍ମକୁ ନେଇ ବଢ଼ିଲା ବିବାଦ, ଭୀଷ୍ମ ମୁକେଶ ଖାନ୍ନା ରାଗି ଯାଇ କହିଲେ ରାମାୟଣ ଚରିତ୍ରକୁ ବଦଳାଇବାର ସାହସ…

ଅଯୋଧ୍ୟାରେ ରିଲିଜ୍ ହୋଇଛି ପ୍ରଭାସ, ସୈଫଅଲି ଖାନ୍ ଓ କ୍ରିତି ସାନନଙ୍କ ଫିଲ୍ମ 'ଆଦି ପୁରୁଷ'ର ଟିଜର ଲଞ୍ଚ ହୋଇଥିଲା। ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ…