ଅଭିନେତ୍ରୀ ଶିଳ୍ପା ଏବଂ ରାଜଙ୍କୁ ଫୁକେଟ୍ ଯାତ୍ରା ପାଇଁ ମନା କଲେ ବମ୍ବେ ହାଇକୋର୍ଟ
ବମ୍ବେ ହାଇକୋର୍ଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାକୁ ଏକ ଛୋଟ ପାରିବାରିକ ଯାତ୍ରା ପାଇଁ ଥାଇଲ୍ୟାଣ୍ଡର ଫୁକେଟ୍ ଯାତ୍ରା କରିବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହି ଦମ୍ପତି ଅକ୍ଟୋବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପରିବାର ସହିତ ଫୁକେଟ୍ ଯାତ୍ରା…