Browsing Tag

brajarajnagar

ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ, ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ

ଝାରସୁଗୁଡ଼ା(କେନ୍ୟୁଜ୍):   ଶେଷ ପର୍ଯ୍ୟାୟରେ ବ୍ରଜରାଜନଗର ପ୍ରଚାର ଲଢ଼େଇ । ଆଜି ସଂଧ୍ୟାରେ ଥମିବ ପ୍ରଚାର। ନିର୍ବାଚନମଣ୍ଡଳୀରେ ଶେଷ ଦମ୍‌ ଦେଖାଉଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ। ଷ୍ଟାର କ୍ୟାମ୍ପେନରଙ୍କ ସହ ବୁଲୁଛନ୍ତି ମାଳମାଳ ନେତା, ହେଭିୱେଟ । କମ୍ପୁଛି ଗାଁଗଣ୍ଡା, ଗଳିକନ୍ଦି ଓ…

ସମଗରମ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ଡେରା ପକାଇଛନ୍ତି ବିଭିନ୍ନ ଦଳର ମାଳମାଳ ନେତା

ଝାରସୁଗୁଡା(କେନ୍ୟୁଜ୍):  ମଇଦାନରେ ଯୋଦ୍ଧା । ସମଗରମ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର । ଡେରା ପକାଇଛନ୍ତି ବିଭିନ୍ନ ଦଳର ମାଳମାଳ ନେତା । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଗାଁ ଠୁ ସହର । କମ୍ପୁଛି ବ୍ରଜରାଜନଗର ନିର୍ବାଚନଣ୍ଡଳୀ । ଷ୍ଟାର କ୍ୟାମ୍ପେନର ବି ମଙ୍ଗ ଧରିଲେଣି । ବିଜେଡିର…

ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ: ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧୧ ପ୍ରାର୍ଥୀ…

ବ୍ରଜରାଜନଗର(କେନ୍ୟୁଜ୍‌): ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମୈଦାନ ପ୍ରସ୍ତୁତ । ଉପନିର୍ବାଚନ ପାଇଁ ମୋଟ ୧୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ୩ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୧୧ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା, ପ୍ରଚାର ମଙ୍ଗ ଧରିଲେ ବିଜେଡି…

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡିର ସମରସଜା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରକାଶ କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ଉପନିର୍ବାଚନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳ…

ବ୍ରଜରାଜନଗର ବ୍ୟାଟେଲ: ବିଜେପିର କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ହେଭି ୱେଟ ନେତା ଧରିବେ ପ୍ରଚାର ମଙ୍ଗ

କେନ୍ୟୁଜ୍(ବ୍ୟୁରୋ):  ବ୍ରଜରାଜନଗର ବାଜି କିଏ ମାରିବ। ପ୍ରଚାର ଜୋରଦାର ହେବା ପୂର୍ବରୁ, ମୈଦାନରେ ରଣନୀତି ପ୍ରସ୍ତୁତ ଚାଲିଛି। ବିଭିନ୍ନ ଦଳର ହେଭିୱେଟ୍‌ ନେତା କର୍ମୀଙ୍କୁ ଉତ୍ସାହିତ କରିବାକୁ ସଭାସମିତ କରୁଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ବେଲପାହାଡରେ…

ବ୍ରଜରାଜନଗର ଲଢେଇ ପାଇଁ ମୈଦାନ ପ୍ରସ୍ତୁତ, କାହାର ଦମ୍‌ କେତେ? ଫଳାଫଳରୁ ସ୍ପଷ୍ଟ ହେବ

କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ମୈଦାନରେ ତିନି ଯୋଦ୍ଧା, ଅଳକା-ରାଧାରାଣୀ-କିଶୋର। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ପର୍ଯ୍ୟବେକ୍ଷକଙ୍କଠାରୁ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ,ନିର୍ବାଚନ ସୂଚୀ ସମ୍ପର୍କରେ…

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି । ଏହି ଅବସରରେ ନିର୍ବାଚନ ସୂଚୀ ସମ୍ପର୍କରେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ ।…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଅଳକା ମହାନ୍ତିଙ୍କୁ ମନୋନୟନ କରିଛି ଦଳ

ବ୍ରଜରାଜନଗ (କେନ୍ୟୁଜ):ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ସ୍ୱାମୀଙ୍କ ଅଧୁରା…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର…

କେନ୍ୟୁଜ୍(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଆସନର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୨ରେ…

ବାଜିଲା ବିଗୁଲ: ମେ ୩୧ରେ ବ୍ରଜରାଜନଗର ଉପନିର୍ବାଚନ, ଜୁନ୍‍ ୩ରେ ହେବ ଗଣତି

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ'୩୧ରେ ଭୋଟିଂ ହେବ। ଜୁନ ୩ ତାରିଖରେ ଗଣତି ରହିଛି। ଉପନିର୍ବାଚନ ପାଇଁ ୪ ମେ'ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ' ୧୧। ପ୍ରାର୍ଥିପତ୍ର ଯାଞ୍ଚ ୧୨ ମେ'ରେ ରହିଛି। ୧୭…