Browsing Tag

business news

ଭାରତର ନୂଆ ଏୟାରଲାଇନ ‘Akasa Air’ର ସଞ୍ଚାଳନ ଆରମ୍ଭ, ମୁମ୍ବାଇ-ଅହମ୍ମଦାବାଦ ପାଇଁ ଉଡ଼ିଲା ପ୍ରଥମ ବିମାନ

ଆକାସା ଏୟାର ରବିବାର ନିଜର ସେବା ଆରମ୍ଭ କରିଛି। ଏହାର ପ୍ରଥମ ବିମାନ ମୁମ୍ବାଇ-ଅହମ୍ମଦାବାଦ ପାଇଁ ଉଡ଼ାଣ ଭରିଛି, ଯାହାକୁ ଉଡ୍ଡୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତର ଏହି ନୂଆ ଏୟାରଲାଇନ ଖ୍ୟାତନାମା ନିବେଶକ ତଥା ଷ୍ଟକ୍‌ ବ୍ରୋକର ରାକେଶ…

ପ୍ରିମିୟମ୍‌ ତତ୍କାଳ ଟିକେଟ୍‌କୁ ନେଇ ରେଲୱେ ନେବାକୁ ଯାଉଛି ବଡ଼ ନିଷ୍ପତ୍ତି! ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ…

ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ମଝିରେ ମଝିରେ ଅନେକ ନିଷ୍ପତ୍ତି ନେଇଥାଏ। ଏହି କ୍ରମରେ ରେଲୱେ ପ୍ରିମିୟମ୍‌ ତତ୍କାଳ ଟିକେଟ୍‌ ବୁକିଂ ସେବାକୁ ସମସ୍ତ ଟ୍ରେନ୍‌ରେ ଆରମ୍ଭ କରିବା ଉପରେ ବିଚାର କରୁଛି। ବାସ୍ତବରେ, ରେଲୱେ ପ୍ରିମିୟମ୍‌ ତତ୍କାଳ ଯୋଜନା ଅଧୀନରେ କିଛି…

ଖୁସି ଖବର! ସ୍ୱାଧୀନତା ଦିବସରେ ଖାସ୍‌ ଅଫର୍‌ ଆଣିଛି Go First ଏୟାରଲାଇନ୍‌; ମିଳିବ ମାଗଣା ସିଟ୍‌ ଓ ଖାଦ୍ୟ

ଯଦି ଆପଣ ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ଭିତରେ ବିମାନ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଦେଶର ବଡ଼ ଏୟାରଲାଇନ କମ୍ପାନୀ ଗୋ ଫାର୍ଷ୍ଟ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍‌ ଅଫର ଆଣିଛି। ଯାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ମାଗଣା ମିଲ୍‌ ଓ…

BSNL ଲଞ୍ଚ୍‌ କଲା ୧୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌; ଫାଇଦା ଜାଣିଲେ ଅନ୍ୟ ୟୁଜରମାନଙ୍କୁ ହୋଇପାରେ ଜ୍ୱଳନ!

Reliance Jio, Airtel ଏବଂ Vodafone-Idea ନିଜ ୟୁଜରମାନଙ୍କ ପାଇଁ ଅନେକ ସୁଲଭ ପ୍ଲାନ୍‌ ଆଣିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକ କମ୍‌ ଦାମ୍‌ରେ ଅଧିକ ବେନିଫିଟ୍ସ ଦେବା ପାଇଁ ଲୋକପ୍ରିୟ। ଗତବର୍ଷ ୩ କମ୍ପାନୀ ନିଜ ପ୍ଲାନ୍‌ଗୁଡ଼ିକର ଦାମ୍‌ ବୃଦ୍ଧି କରିଛନ୍ତି। ଏମିତିରେ ୟୁଜରମାନଙ୍କ ପାଇଁ ଶସ୍ତା…

ନିଜ ବୃଦ୍ଧ ପତ୍ନୀଙ୍କ ସହ ଆରମ୍ଭ କଲେ ହେୟାର ଅଏଲ କମ୍ପାନୀ, ନୂଆ ଗାଡ଼ି କିଣି ୫୮ ବର୍ଷ ବୟସରେ ‘ନାନାଜୀ’…

ଆଜି ଆପଣଙ୍କୁ ଏମିତି ଜଣେ ବୃଦ୍ଧଙ୍କ ବିଷୟରେ କହିବାକୁ ଯାଉଛୁ ହୁଏତ ତାଙ୍କ କାହାଣୀ ଶୁଣିବା ପରେ ଆପଣ ମଧ୍ୟ ନିଜର ଅନେକ କିଛି ରହି ଯାଇଥିବା କାମକୁ ସାକାର କରିବା ପାଇଁ ଇଚ୍ଛା ପ୍ରକାଶ କରିବେ। କିଛି ଲୋକ ବଡ଼ ସ୍ୱପ୍ନ ଦେଖନ୍ତି ଏବଂ କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ସ୍ୱପ୍ନ ଦେଖିବା ପରେ…

୪୦୦ ଟଙ୍କାରୁ ବି କମ୍‌ ଦାମ୍‌ରେ କିଣନ୍ତୁ ଏହି ୪ଟି ସ୍ମାର୍ଟଫୋନ; ତୁରନ୍ତ ଉଠାନ୍ତୁ Flipkart Big Bachat Dhamaalର…

ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି, ଆଉ ତାହା ବି ଅତି ଶସ୍ତା ଦାମ୍‌ରେ? ତା’ ହେଲେ ଆଜି ଆମେ ଆପଣଙ୍କୁ କିଛି ଭଲ ଅପସନ ବିଷୟରେ କହିବୁ। ଫ୍ଲିପ୍‌କାର୍ଟରେ ଆଜିଠାରୁ ଅର୍ଥାତ୍‌ ଜୁନ୍‌ ୩ରୁ 'ବିଗ୍‌ ବଚତ୍‌ ଧମାଲ' ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଠି ଅନେକ ପ୍ରଡକ୍ଟକୁ ଶସ୍ତା ଦାମ୍‌ରେ…

ଶସ୍ତାରେ କିଣନ୍ତୁ ମିନି ଫ୍ରିଜ୍‌, ଦାମ୍‌ ୨,୫୦୦ ଟଙ୍କାରୁ ବି କମ୍‌! ମିଳିବ ଅନେକ ଭଲ ଫିଚର

ଏବେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଟାଣ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଏମିତି ସ୍ଥିତିରେ କେବଳ ଥଣ୍ଡା ପାନୀୟ ହିଁ ଆରାମ ଦେଇ ପାରିବ। ଏଥିପାଇଁ ଆପଣଙ୍କୁ ଦରକାର ପଡ଼ିବ ଏକ ରେଫ୍ରିଜେରେଟର। ଯେହେତୁ ଆଗକୁ ମୌସୁମୀ ଆସିବାର ଅଛି, ତେଣୁ ଆପଣ ଏହାକୁ କମ୍‌ ବ୍ୟବହାର କରି…

ହଜି ଯାଇଛି କି SBI କାର୍ଡ! ଏହି ପ୍ରକାର SMS ଦ୍ୱାରା କରି ପାରିବେ ବ୍ଲକ

ଦେଶରେ ବ୍ୟାଙ୍କ ଠକେଇ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଠକମାନେ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ଠକାମିର ଶିକାର ବନାଉଛନ୍ତି। ଆଜିକା ସମୟରେ ଯଦି ଆପଣ ସମାନ୍ୟ ବି ଅସାବଧାନ ରୁହନ୍ତି, କି ଛୋଟିଆ ଭୁଲ୍‌ କରି ବସନ୍ତି, ତା’ ହେଲେ ଆପଣଙ୍କୁ ବଡ଼ କ୍ଷତି ହୋଇପାରେ। ଆପଣ ଠକାମିର ଶିକାର ହୋଇ…

ଆପଣଙ୍କୁ ଟଙ୍କାର ଜରୁରୀ ଆବଶ୍ୟକ ଅଛି କି? ଅତି ସହଜରେ ନେଇ ପାରିବେ ସୁନା ଋଣ; ଏ ହେଉଛି ପୂରା ପ୍ରକ୍ରିୟା…

କୁହାଯାଏ, ଖରାପ ସମୟ କେବେ ବି କହିକି ଆସି ନ ଥାଏ। ଟଙ୍କାର ଆବଶ୍ୟକ କେତେବେଳେ ବି ମଣିଷକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ଖରାପ ସମୟରେ ଘରେ ରଖା ଯାଇଥିବା ସୁନା କାମରେ ଆସି ପାରିବ। ଘରେ ରଖାଯାଇଥିବା ସୁନାକୁ କେତେକ ଖାସ୍ ଉଦ୍ଦେଶ୍ୟରେ ଲଗା ଯାଇପାରିବ। ଆଜିକାଲି ଘରେ ଥିବା ସୁନା ମଧ୍ୟ…

ଚାଷୀ ଗଢ଼ିବେ ତାଙ୍କ ସ୍ୱପ୍ନର ଘର…! ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଋଣ ସୁବିଧା; ପରିଶୋଧ ପାଇଁ ପର୍ଯ୍ୟାପ୍ତ ସମୟ

ନୂଆ ବର୍ଷରେ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଦେଶର ଅଗ୍ରଣୀ ସରକାରୀ ବ୍ୟାଙ୍କ ମଧ୍ୟରୁ ଏବେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚାଷୀଙ୍କ ପାଇଁ ଜବରଦସ୍ତ ସୁବିଧା ଆଣିଛି। ବ୍ୟାଙ୍କ ଚାଷୀମାନଙ୍କ ପାଇଁ 'ଷ୍ଟାର କିସାନ ଘର' ନାମକ ସ୍ୱତନ୍ତ୍ର ଋଣ ଯୋଜନା ଆଣିଛି। ଏହି ଯୋଜନା ଅଧୀନରେ ଚାଷୀମାନଙ୍କ ପାଇଁ ଘର…

ଦେଶର ଏହି ଆଇଆଇଟିରେ ପ୍ଲେସ୍‌ମେଣ୍ଟରେ ଭାଙ୍ଗିଲା ସବୁ ରେକର୍ଡ, ପିଲାଙ୍କୁ ଅଫର୍‌ ହେଲା ଅଢ଼େଇ କୋଟି ଦରମା! ଜାଣନ୍ତୁ…

ଦେଶର ଖ୍ୟାତନାମା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି ଖଡ଼ଗପୁର)ରେ ଚଳିତ ବର୍ଷ ପ୍ଲେସ୍‌ମେଣ୍ଟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏ ବର୍ଷ ଯେତିକି ପିଲାଙ୍କୁ ନିଯୁକ୍ତି ମିଳିଛି, ତାହା ଏହି ସଂସ୍ଥାନର ଇତିହାସରେ କେବେ ବି ହୋଇ ନ ଥିଲା। ଏଥର ସଂସ୍ଥାନରେ ୨୦ରୁ ଅଧିକ…

ବିନା ତେଲରେ କେମିତି ହେବ ରୋଷେଇ! ଚିନ୍ତା ବଢ଼ାଇ ଦେଉଛି ମହଙ୍ଗା ମାଡ଼; ଅନେକ ରାଜ୍ୟରେ ଏବେ ସୋରିଷ ତେଲର ଦାମ୍‌ ୨୦୦…

ଆଜିକାଲି ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣି ଦେଉଛି। ଗତ ବର୍ଷେ ଭିତରେ ସୋରିଷ ତେଲର ଦାମ୍‌ ପାଖାପାଖି ଦୁଇ ଗୁଣା ବଢ଼ି ଯାଇଛି, ଯାହାର ପ୍ରଭାବ ରୋଷେଇ ଘର ଉପରେ ପଡ଼ିଛି। ରିପୋର୍ଟ ମୁତାବକ, ଗତ ଲକ୍‌ଡାଉନ ସମୟରେ ସୋରିଷ ତେଲର ଦାମ୍‌ ୯୦ରୁ ୯୫ ଟଙ୍କା ପ୍ରତି ଲିଟର ଥିଲା। ଏବେ…