Browsing Tag

capital hospital

କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରର ନିର୍ଦ୍ଦେଶ ପରେ କ୍ୟାପିଟାଲ ହସ୍ପିଟାଲରେ ହେଲା କୋଭିଡ…

ଭୁବନେଶ୍ୱର (କେନ୍ୟୁଜ): କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି…

କ୍ୟାପିଟାଲ ହସ୍ପିଟାଲରେ 5T ସଚିବଙ୍କ ସମୀକ୍ଷା , ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ କ୍ୟାପିଟେଲ ହସ୍ପିଟାଲରେ 5T ସଚିବ ଭି.କେ. ପାଣ୍ଡିଆନ । କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କରିଛନ୍ତି 5T ସଚିବ । ଟ୍ରମା କେୟାର ଓ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ…

ଦୀପାବଳିରେ ଅଘଟଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳି ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଅଘଟଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ କରାଯାଇଛି । ଅନ୍ୟପଟେ ENT, orthopedic, plastic surgery, eye, surgery department ଭଳି…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ତଳେ ବସି ରକ୍ତ ନେଉଛି ରୋଗିଣା ଝିଅ ଆଉ ପାଖରେ ଠିଆ ହୋଇ ବ୍ଲଡ୍‌ ପ୍ୟାକେଟ୍‌…

ସ୍ୱାସ୍ଥ୍ୟ ବିଭାଗର ସବୁ ଗୁମର ଖୋଲିଯାଇଛି। ନିକଟରେ ମଧ୍ୟ ପ୍ରଦେଶର ସତନା ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଫଟୋ ସ୍ୱାସ୍ଥ୍ୟ ବିଭାଗର ସବୁ ପୋଲ୍‌ ଖୋଲି ଦେଇଛି। ଜିଲ୍ଲାର ଏକ ସରକାରୀ ହସ୍ପିଟାଲର କରୁଣ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ଫଟୋରେ ଏକ ଝିଅ ତଳେ…

ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ,କ୍ୟାପିଟାଲ ଥାନାରେ ହୋଇଛି ଶୁଭାରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ଥାନାରେ ଅଭିଯୋଗକାରୀଙ୍କୁ ସ୍ୱାଗତ କରି ସେବା ଯୋଗାଇବ କମିସନରେଟ ପୋଲିସ । ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଥାନା ପରିସରରେ ସ୍ୱାଗତ ଥାନାର ଶୁଭାରମ୍ଭ ହୋଇଛି । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଉଦଘାଟିତ କରିଛନ୍ତି । ଏଠାରେ ଅଭିଯୋଗକାରୀଙ୍କୁ…

କ୍ୟାପିଟାଲ ହସ୍ପିଟାଲରେ ଅନେକ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର, ୭୦ ରୁ ୮୦ ଜଣ ପାରାମେଡିକାଲ୍ ଷ୍ଟାଫ୍ କରୋନାରେ ଆକ୍ରାନ୍ତ। ତଥାପି କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ୍ ନିର୍ଦ୍ଦେଶକ। ହସ୍ପିଟାଲରେ ସକାଳ ବେଳା ଓପିଡି…

ଚୋରଙ୍କ କବଜାରେ କ୍ୟାପିଟାଲ ହସ୍ପିଟାଲ୍, ପୋଲିସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ମୋବାଇଲ ସହ ଦାମୀ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର କ୍ୟାପିଟାଲ ହସ୍ପିଟାଲ କେବଳ ଚିକିତ୍ସାଳୟ ହୋଇ ରହି ନାହିଁ ବରଂ ଚୋରଙ୍କ ଆଡ୍ଡା ସ୍ଥଳ ପାଲଟିଛି। ରାତି ହେଲେ ବଢୁଛି ଏମାନଙ୍କ ଉତ୍ପାତ। କାହାଠାରୁ ମୋବାଇଲ ତ ଆଉ କାହାଠାରୁ ଦାମୀ ଜିନିଷ ଇତ୍ୟାଦି ଚୋରି କରି ନେଉଛନ୍ତି। ନିୟମିତ ଭାବେ ଘଟି ଚାଲୁଛି ଏଭଳି…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା: ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ରୋଗୀ ହନ୍ତସନ୍ତ, କ୍ଷତ ସ୍ଥାନ…

ଭୁବନେଶ୍ୱର: ମେଡ଼ିକାଲ ବେଡ଼ ରେ ଛଟପଟ ହେଉଛି ରୋଗୀ । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ କ୍ଷତ ସ୍ଥାନ ପଚି ପାଣି ବାହାରିବା ସହ ପୋକ ବାହାରିଲାଣି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ । ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୋବାଇଲ ଚୋରି କେସ ନେଇ…

ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ପ୍ଲାଜମା ବ୍ୟାଙ୍କ, ଭିଡିଓ କନ୍‌ଫରେନ୍‌ସିଂରେ ଶୁଭାରମ୍ଭ କରିବେ…

ଭୁବନେଶ୍ଵର (କେନ୍ୟୁଜ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥି ସହ ପ୍ଲାଜମା ସଂପର୍କିତ ଏକ ୱେବସାଇଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ରୋଗର ଚିକିତ୍ସାରେ…

କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ…

ପୋଲିସ ହାତରେ ପୋଲିସ ଅଟକ, ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା ସହ ଧମକ ଦେଉଥିବା କ୍ୟାପିଟାଲ ଥାନାର ସବଇନସପେକ୍ଟର ଅଟକ

କେନ୍ୟୁଜ୍ (ବ୍ୟୁରୋ):  ପଳାତକ ସବଇନିସପେକ୍ଟର ପୋଲିସ ହାତରେ ଅଟକ। ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଧମକ ଦେଇ ଫେରାର ଥିଲେ କ୍ୟାପିଟାଲ ଥାନାର ସବ ଇନିସପେକ୍ଟର ରାକେଶ ସାମଲ। ଫେରାର ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ବଢିଥିଲା ରାକେଶଙ୍କ ଅଡୁଆ। ସେପଟେ…