ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ବ୍ରହ୍ମଗିରି ଆଇଆଇସିଙ୍କ ସୂଚନା
(କେନ୍ୟୁଜ): ନିଶା ମହାରଣାଙ୍କ କାର୍ ଦୁର୍ଘଟଣା । ବ୍ରହ୍ମଗିରି ଆଇଆଇସି ସୂଚନା ଦେଇଛନ୍ତି। ବିଦୁତ ଖୁଣ୍ଟକୁ ନିଶାଙ୍କ କାର୍ ଧକ୍କା ଦେବା ପରେ ଦୁର୍ଘଟଣା ହୋଇଛି । କାରରେ ନିଶାଙ୍କ ସହିତ ୫ଜଣ ଥିଲେ । ଆରଖକୁଦା ନିକଟ ଚିଲିକା ଓ ସମୁଦ୍ର ମୁହାଣ ବୁଲି ଫେରିବା ବେଳେ ରାସ୍ତାରେ ଘଟିଛି ଅଘଟଣ ।…