Browsing Tag

cbse board exam

୨୦୨୬ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି (ସିବିଏସଇ)

ଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି। ପରୀକ୍ଷାଗୁଡ଼ିକ ୨୦୨୬ ଫେବ୍ରୁଆରି ୧୭ ରୁ ୧୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୬ ମସିହାରେ,…

CBSE ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେଲା କଠୋର ନିୟମ, ଛୁଟି ନେଲେ ଜାରି ହେବ କାର୍ଯ୍ୟନୁଷ୍ଠାନ

CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି । ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା…

ଭଉଣୀଙ୍କ ରେକର୍ଡ ଭାଙ୍ଗି ସିବିଏସଇ ଦଶମ ପରୀକ୍ଷାରେ ନୂଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି ସ୍ମରଣ

ନୂଆପଡା: ଉତ୍ସାହର ମାହୋଲ । ଖୁସିରେ ସାରା ପରିବାର । ସମସ୍ତଙ୍କ ମୁହଁରେ ହସ । ପୁଅ ଆମର ସିବିଏସଇ ଦଶମ ପରୀକ୍ଷାରେ ପାସ୍ କରି ଜିଲ୍ଲାରେ ଟପ୍ପର ହୋଇଛି । ଯାହାକୁ ନେଇ ସବୁଠି ଖେଳିଯାଇଛି ଆନନ୍ଦର ଲହରୀ । ଏପଟେ ବାପା ମାଆଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ପରିବାରର ନାଁ ରଖିଛି ପୁଅ ।…

ବର୍ଷକୁ ଦୁଇଥର CBSE ବୋର୍ଡ ପରୀକ୍ଷା, ଖୁବଶୀଘ୍ର ଜାରି ହେବ ଡ୍ରାଫ୍ଟ, ୨୦୨୬ରୁ ଲାଗୁ ହେବ ନୂଆ ନିୟମ

ସିବିଏସଇ ବୋର୍ଡରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଏହାସହିତ ସିବିଏସଇ ବୈଷୟିକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ଏଥିପାଇଁ ଖୁବଶୀଘ୍ର ଡ୍ରାଫ୍ଟ ଜାରି କରାଯିବ,…

ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ଜାଣନ୍ତୁ କେମିତି କରିବେ ଡାଉନଲୋଡ

ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ ପରୀକ୍ଷା ସଙ୍ଗମ ପୋର୍ଟାଲରେ ଆଡମିଟ କାର୍ଡ ଜାରି ହୋଇଛି । କିନ୍ତୁ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଏହାକୁ ଡାଉନଲୋଡ କରିପାରିବେ ନାହିଁ । ସିବିଏସଇର…

CBSE ର ନୂଆ ନିୟମ, ୭୫% ଉପସ୍ଥାନ ନ ରହିଲେ ବୋର୍ଡ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ CBSE ଆଣିଲା ନୂଆ ନିୟମ । ଏଥର ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSE ଏନେଇ ବିଜ୍ଞପ୍ତି ଜାରି କରିଛି । ୨୦୨୫ ବୋର୍ଡ…

ଫେବୃୟାରୀ ୧୫ରୁ ଆରମ୍ଭ ହୋଇପାରେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଆସନ୍ତା ବର୍ଷ ଫେବୃୟାରୀ ୧୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଆରମ୍ଭ କରିପାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଯଦିଓ ସିବିଏସ୍ଇ ଏ ପର୍ଯ୍ୟନ୍ତ ବୋର୍ଡ ପାଇଁ କୌଣସି ଅଫିସିଆଲ୍ ବିଜ୍ଞପ୍ତି ପ୍ରକାଶ କରିନାହିଁ । କିନ୍ତୁ ପିଟିଆଇ ଦ୍ୱାରା ପୂର୍ବରୁ କରାଯାଇଥିବା…

ପ୍ରକାଶ ପାଇଲା CBSE ୧୦ମ ପରୀକ୍ଷା ଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ପରୀକ୍ଷା ପରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁମାନେ ୧୦ମ ପରୀକ୍ଷା ଦେଇଥିଲେ, ସେମାନେ ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କୁ ଯାଇ ନିଜର ଫଳାଫଳ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ଲିଙ୍କରେ…

CBSE ଦଶମ ଓ ଦ୍ୱାଦଶ ଫଳାଫଳ ବହୁତ ଜଲ୍‌ଦି, cbse.gov.inରେ ଏମିତି କରନ୍ତୁ ରେଜଲ୍ଟ ଯାଞ୍ଚ

ସିବିଏସ୍‌ଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଗୋଟିଏ ଦିନରେ ହିଁ ଘୋଷଣା କରାଯିବ । କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ନିଜ ୱେବ୍‌ସାଇଟରେ ଏକ ସରକାରୀ ବିବୃତ୍ତିରେ ଏହା କହିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମେ’ ୨୦ ପରେ ଫଳାଫଳ ଜାରି କରାଯିବ । ବୋର୍ଡ…

ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କେବଳ ଦିଲ୍ଲୀରେ ୫ ଲକ୍ଷ ୮୦ ହଜାର ୧୯୨ ଜଣ ଛାତ୍ରଛାତ୍ରୀ ୮୭୭ଟି କେନ୍ଦ୍ରରେ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ସକାଳ ୧୦ଟା ୩୦ରୁ…

CBSEର ବଡ଼ ନିଷ୍ପତ୍ତି, ୧୦ମ-ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଆଉ ମିଳିବ ନାହିଁ ଡିଭିଜନ ଓ ଡିଷ୍ଟିଂସନ

CBSE ବୋର୍ଡର ବଡ଼ ନିଷ୍ପତ୍ତି। ଶେଷ ହେଲା ବର୍ଷ ବର୍ଷର ପୁରୁଣା ପରମ୍ପରା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩-୨୪ ପୂର୍ବରୁ ଜରୁରୀ ଅପ୍‌ଡେଟ ଦେଇଛି। ଶିକ୍ଷା ବୋର୍ଡ ୨୦୨୪ରେ ହେବାକୁ ଥିବା ବୋର୍ଡ ପରୀକ୍ଷା ପୂର୍ବରୁ ଆଉ ଏକ ପୁରୁଣା…

CBSE ଦଶମ ରେଜଲ୍ଟ ପ୍ରକାଶିତ : ପାସ୍‌ ହାର ୯୩.୧୨ ପ୍ରତିଶତ, ଏଥର ବି ଛାତ୍ରୀ ଆଗୁଆ

ନୂଆଦିଲ୍ଲୀ : ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ଦଶମରେ ପାସ୍‌ ହାର ୯୩.୧୨ ପ୍ରତିଶତ ରହିଛି । ଦ୍ୱାଦଶ ଶ୍ରେଣୀର ପାସ ହାର ୮୭.୩୩ ପ୍ରତିଶତ ଅଛି । ଦ୍ୱାଦଶରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ୬% ଅଧିକ ରହିଛି। ଝିଅଙ୍କ ପାସ ହାର ୯୦. ୬୮ ପ୍ରତିଶତ…