Browsing Tag

cesu

ବିଜୁଳି କାଟ୍‌ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ, ସୂଚନା ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା

ବିଜୁଳି କାଟ୍‌ ଡ୍ରାଇଭକୁ ୧୦ ଦିନ ସ୍ଥଗିତ ରଖିଲା ସେସୁ । ଆସନ୍ତା ୧୬ ତାରିଖ ଯାଏ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ୧୮ ଦିନ ଧରି ବିଜୁଳି କାଟ୍‌ ଡ୍ରାଇଭ ଚାଲିଥିବା ବେଳେ ୭୨ କୋଟି ୬୬ ଲକ୍ଷ ଟଙ୍କା ବକେୟା ଆଦାୟ ହୋଇଛି । ସେଭିତରୁ ୭ କୋଟି ୩୩ ଲକ୍ଷ ଟଙ୍କା…

ସେସୁର ଅଭିଯାନ ଜାରି: ଦ୍ୱିତୀୟ ଦିନରେ କଟିଲା ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ୍‌, ୪ କୋଟି ୬୭ ଲକ୍ଷ ଟଙ୍କା…

ଭୁବନେଶ୍ବର: ଜାରି ରହିଛି ସେସୁର ବିଦ୍ୟୁତ କାଟ୍‌ ଅଭିଯାନ । ଶୁକ୍ରବାର ଦ୍ୱିତୀୟ ଦିନରେ ମଧ୍ୟ ଜୋରଦାର ହୋଇଥିଲା ବିଦ୍ୟୁତ୍‌ କାଟ୍‌ । ଦ୍ୱିତୀୟ ଦିନରେ ୧୯୫୬ ବାଣିଜ୍ୟିକ ଉପଭୋକ୍ତାଙ୍କର ବିଦୁତ କାଟ୍‌ ହୋଇଛି । ସେପଟେ ବିଦ୍ୟୁତ୍‌ କାଟ୍‌ ଭୟରେ ୫ ହଜାର ୮୯୮ ଜଣ ବ୍ୟବସାୟିକ ପ୍ରତିଷ୍ଠାନ ୪…

ଡେଡ୍ ଲାଇନ୍ ଶେଷ, ଆଜିଠୁ ଆରମ୍ଭ ହେବ ସେସୁର ବିଜୁଳି କାଟ୍ ଡ୍ରାଇଭ

ଭୁବନେଶ୍ବର (କେନ୍ୟୁଜ୍) : ଡେଡ୍ ଲାଇନ୍ ସରିଛି। ଆଜିଠୁ ଆରମ୍ଭ ହେବ ସେସୁର ବିଜୁଳି କାଟ୍ ଡ୍ରାଇଭ। ବିଜୁଳି କାଟ୍ ପାଇଁ ସେସୁ ପକ୍ଷରୁ ଗଠନ ହୋଇଛି ୪୧୩ ସ୍କ୍ଵାଡ୍ । ପ୍ରଥମ ପର୍ଯ୍ୟାୟରେ BPLଗ୍ରାହକଙ୍କ ବିଦ୍ୟୁତ କଟିବନି । ଟାର୍ଗେଟରେ ରହିବ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଧିକ ବିଦ୍ୟୁତ୍…

ଆଜି ସରିବ ଡେଡ୍‌ ଲାଇନ୍‌, ଆସନ୍ତାକାଲିଠୁ ସେସୁର ଆକ୍ସନ

ଭୁବନେଶ୍ବର: ଆଜି ସରିବ ଡେଡ୍‌ ଲାଇନ୍‌ । କାଲିଠୁ ଆରମ୍ଭ ହେବ ଆକ୍ସନ । ସେସୁ ଅଧିନରେ ଉପଭୋକ୍ତାମାନେ ବକେୟା ବିଲ୍‌ ପଇଠ ନ କଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ । ବିଦ୍ୟୁତ୍‌ କାଟ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ୪୧୩ ସ୍କ୍ଵାଡ୍‌…

ଦିନକ ପରେ ବାଜିବ ସେସୁର ଛାଟ, ଟାର୍ଗେଟରେ ଅଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ ୨୫ହଜାର ଟଙ୍କାରୁ ଅଧିକ ବାକି ରଖିଥିବା…

କେନ୍ୟୁଜ୍(ବ୍ୟୁରୋ): ମଝିରେ ଆଉ ଦୁଇ ଦିନ। ସେସୁ ଅଧିନରେ ଉପଭୋକ୍ତାମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଲ୍‌ ପଇଠ ନ କଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ। ବିଦ୍ୟୁତ୍‌ କାଟ୍‌ ପ୍ରକ୍ରିୟା ଆରମ୍ଭ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୫ସୁଦ୍ଧା ବକେୟା ପୈଠ ନକଲେ…

ଭଲନାହିଁ ସେସୁର ଆର୍ଥିକ ଅବସ୍ଥା, କାରଣ ବର୍ଷ ବର୍ଷ ଧରି ବିଜୁଳି ଦେୟ ଦେଉନହାନ୍ତି ଲୋକେ : ଅରୁଣ ବୋଥ୍ରା

ଭୁବନେଶ୍ବର: ସେସୁର ଆର୍ଥିକ ଅବସ୍ଥା ଭଲନାହିଁ । ଭଲ ସେବା ଦେବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ବିଜୁଳି ଦେୟ ଦେଉନହାନ୍ତି ଲୋକ ଏ କଥା କହିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର…

ଜାନୁଆରୀରୁ ସେସୁର ସ୍ପେସିଆଲ ଡ୍ରାଇଭ, ବକେୟା ପୈଠ ନଦେଲେ କଟିବ ଲାଇନ

ବକେୟା ବିଦ୍ୟୁତ୍‌ ବିଲ ନେଇ ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍‌ । ସେସୁର ଆର୍ଥିକ ଅବସ୍ଥା ଭଲନାହିଁ । ଭଲ ସେବା ଦେବା ପାଇଁ ଚେଷ୍ଟା କରାଯାଉଛି ହେଲେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ବଜୁଳି ଦେୟ ଦେଉନହାନ୍ତି ଲୋକ । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର…

ବିଜୁଳି ଚୋରି ରୋକିବାକୁ ସେସୁ ନେବ କାର୍ଯ୍ୟାନୁଷ୍ଠାନ, ଚୋରି ଖବର ଦେଲେ ଖବର ଦାତାଙ୍କୁ ମିଳିବ ପୁରସ୍କାର

ବିଜୁଳି ଚୋରି ରୋକିବାକୁ ସେସୁ ନେବ କାର୍ଯ୍ୟାନୁଷ୍ଠାନ। ଆସନ୍ତା ୨/୩ ମାସ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ସେସୁ ଚଢ଼ାଉ କରିବ। ଏହା ସହ ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ଖବର ଦାତାଙ୍କୁ ମିଳିବ ପୁରସ୍କାର। ଆଦାୟ ଜରିମାନାର ୧୦% ଅର୍ଥ ପୁରସ୍କାର ମିଳିବ। ବିଜୁଳି ଚୋରି ପାଇଁ ସେସୁର ୩୦…