Browsing Tag

chandan jatra

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅଭାବନୀୟ ଦୃଶ୍ୟ, ପ୍ରବଳ ବର୍ଷା-ପବନ ଯୋଗୁଁ ଅଟକି ଗଲା ଚାପ

ପୁରୀ : ପୁଣି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅଭାବନୀୟ ଦୃଶ୍ୟ । ଆଜି ସନ୍ଧ୍ୟାରେ ଦିନ ଚାପ ଅନୁଷ୍ଠିତ ହେଉଥିବାବେଳେ ହଠାତ୍ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ,ପବନ ହୋଇଥିଲା ।  ନନ୍ଦା ଓ ଭଦ୍ରା ଚାପରେ ବିରାଜିତ ମହାପ୍ରଭୁ ଜଳକ୍ରୀଡା ସାରି ଫେରୁଥିବାବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ…

ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ଘଟଣା, ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି

ପୁରୀ : ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଛି। ବୈଠକରେ ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି ସଦସ୍ୟ , ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଅଛନ୍ତି । ଗତକାଲି…

ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା

ପୁରୀ:  ଆଜି ହେଉଛି ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥୀ ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଅନୁକୂଳ ହେବ । ଅପରାହ୍ଣରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ବିଜେ ହେବା ପରେ ଆରମ୍ଭ ହେବ ରଥ ନିର୍ମାଣ । ସେହିପରି ଆଜିଠୁ ଚନ୍ଦନ ଯାତ୍ରା…

ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା ।  ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।   ଆସନ୍ତା ୨୦ ତାରିଖ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ।  ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କର ବାହାର ଚନ୍ଦନ ଯାତ୍ରା…

ଆସନ୍ତା ୨୦ତାରିଖ ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା

ପୁରୀ: ଆସନ୍ତା ୨୦ତାରିଖ ଅକ୍ଷୟ ତୃତୀୟା । ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା। ଗତବର୍ଷ ଚନ୍ଦନଯାତ୍ରା ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜଯନ୍ତ୍ରୀ ନାମକ ୫ଟି ଡଙ୍ଗାକୁ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇଛି । ଶାସ୍ତ୍ର…

ଲିଙ୍ଗରାଜ ମହାପ୍ରଭୁଙ୍କ ଶେଷ ହେଲା ଚନ୍ଦନ ଯାତ୍ରା, ଶେଷ ଦିନରେ ଭକ୍ତଙ୍କ ଦ୍ବାରା ଚନ୍ଦନ ଉତ୍ସବ ପାଳିତ

ଭୁବନେଶ୍ବର:  ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି ।  ୨୨ ଦିନ ଧରି ଚାଲିଥିଲା ଏହି ଯାତ୍ରା ।  ଚନ୍ଦନ ଯାତ୍ରାର ଶେଷ ଦିନରେ ଭକ୍ତଙ୍କ ଦ୍ବାରା ଚନ୍ଦନ ଉତ୍ସବ ବା ଚନ୍ଦନଲାଗି ପାଣିବୁଡ଼ ହୋଇଥିଲା ।  ସମସ୍ତ ଶ୍ରଦ୍ଧାଳୁ ସ୍ନାନ ପରେ ଦେହରେ ଚନ୍ଦନ ଲଗାଇ ଉତ୍ସବ ପାଳନ କରିଥିଲେ ।…

ଚନ୍ଦନ ଯାତ୍ରାରେ ପ୍ରଦର୍ଶିତ ହୋଇଛି ଅଶ୍ଲୀଳ ନୃତ୍ୟ, ଘଟଣାକୁ ଦୃଢ଼ ନିନ୍ଦା କଲେ ବିଭିନ୍ନ କଳାକାର ଓ ସଂସ୍କୃତି ଗବେଷକ

ବ୍ରହ୍ମପୁର : ରମ୍ଭା ଚନ୍ଦନ ଯାତ୍ରାରେ ପ୍ରଦର୍ଶିତ ହୋଇଛି ଅଶ୍ଲୀଳ ନୃତ୍ୟ । ଏହି ଯାତ୍ରା ୭ ଦିନ ଧରି ଚାଲୁ ରହିଥିବା ବେଳେ ୩ ଦିନ ହେଲା ରାତିରେ ଚାଲିଥିଲା ଅଶ୍ଳୀଳ ନୃତ୍ୟ ।   ଅଶ୍ଲୀଳ ନୃତ୍ୟର‌ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାତ୍ରା କମିଟି ନାମରେ ରମ୍ଭା ଥାନାରେ ମାମଲା…

ଟାହିଆ ପ୍ରିୟ ମହାପ୍ରଭୁ, ଯାହାର ନିର୍ମାଣ ପଛରେ ରହିଛି ସୁନ୍ଦର ଏକ ଲୋକକଥା

ପୁରୀ : ବିଚିତ୍ର ସେ ମହାପ୍ରଭୁ ,ବିଚିତ୍ର ତାଙ୍କର ଲୀଳା ଖେଳା । କଳିଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ଶୀତଳତା ଅନୁଭବ କରିବା ନିମନ୍ତେ ଜଳକ୍ରୀଡା କରିଥାନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ସୁସଜ୍ଜିତ ଟାହିଆ ପରିଧାନ କରିଥାନ୍ତି । ଆଉ ଏହି…

ଚଳଚଞ୍ଚଳ ହେଲାଣି ରଥ ଖଳା, ଘୋଷଯାତ୍ରା ଲାଗି ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । କଳି ଯୁଗରେ ମାନବୀୟ ଲୀଳା ଖେଳା…

ଚନ୍ଦନ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି

ପୁରୀ : ଚନ୍ଦନ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି ପୁରୀ ପୋଲିସ l ଆଜି ପୁରୀ ଏସପି ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା…

ସରିଲା ଛତିଶା ନିଯୋଗ ବୈଠକ: ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ସୁନା ଓ ରୂପା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ପୁରୀ : ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ…

ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୩ ଜଣଙ୍କ ନାଁରେ ମାମଲା ରୁଜୁ

ପୁରୀ (କେନ୍ୟୁଜ): ପୁରୀ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ।  ଘଟଣାରେ ୩ ଜଣଙ୍କ ନାଁରେ କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ।  ଆଇପିସି ଦଫା ୩୦୪ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ମାମଲା ରୁଜୁ ।  ମାମଲା ରୁଜୁ ହୋଇଥିବା ବ୍ୟକ୍ତି ମଧ୍ୟ ବାଣ ବିସ୍ପୋରଣରେ…