Below header
Browsing Tag

chandbali news

ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରି ନେଲା ବିବାହିତ ଯୁବକ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି…

ଚାନ୍ଦବାଲି: ଦୁଇଟି ବାହା ହୋଇକି ବି ମନ ବୁଝିଲାନି । ପୁଣି ଜଣେ ୨୫ବର୍ଷର ଯୁବତୀକୁ ନିଜ ସହଯୋଗୀଙ୍କ ସହ ମିଶି ଜୋର ଜବରଦସ୍ତ ଟେକିନେଇଛି ଜଣେ ବିବାହିତ ଯୁବକ । ଏମିତି ଅଭିଯୋଗ ଆସିଛି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭୂଇଁବୃତି ପଂଚାୟତର ପୁରୋସ୍ତମପୁର ଗାଁରୁ। ‌ଅଭିଯୁକ୍ତ ଜଣକ ଭୂଇଁବୃତି…

ଭଦ୍ରକ ଜିଲ୍ଲାକୁ ବୁନ୍ଦାଏ ପାଣି ନଛାଡିବା ଜିଦ୍‌ରେ ଅଟଳ ସଂଗ୍ରାମ ସମିତି: ଗଡ଼ଗଡିଆଘାଟଠାରୁ ଅଚ୍ୟୁତପୁର ଯାଏ କଲେ…

ଚାନ୍ଦବାଲି: ପାଣି ନଛାଡିବା ଜିଦ୍‌ରେ ଅଟଳ ଥିବା ସଂଗ୍ରାମ ସମିତିର ମାନବ ଶୃଙ୍ଖଳ । ଭଦ୍ରକ ଜିଲ୍ଲାକୁ ବୁନ୍ଦାଏ ପାଣି ନଛାଡିବାର ଡାକରା ଦେଇ ଏକମାସ ହେଲା ଅନ୍ଦୋଳନ ଚାଳାଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ମେଗା ପାନୀୟ…

ଜମିବାଡିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ଭିତରେ ମାରପିଟ୍: ଜଣେ ମୃତ, ୩ଆହତ

ଚାନ୍ଦବାଲି: ଜମିବାଡିକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ବାଂଶଡା ଥାନା କରଣପଲ୍ଲୀ ଗାଁରେ ୨ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ଉଭୟ ତରଫରୁ ବାଂଶଡା ଥାନାରେ ୨ଗୋଟି ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ କରଣପଲ୍ଲୀ ଗାଁର ମଂଟୁ…

ଧାମରା-ଭଦ୍ରକ ରେଳପଥର ମାଣିକପୁର ରେଳଧାରଣା ନିକଟରୁ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ଚାନ୍ଦବାଲି: ଧାମରା-ଭଦ୍ରକ ରେଳପଥର ମାଣିକପୁର ରେଳଧାରଣା ନିକଟରୁ ଜଣେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ନାବାଳକର ଜଣକ ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତର ଗାରୋଡପୋଖରୀ ଗାଁର ଧନେଶ୍ୱର ମାହୁନ୍ତଙ୍କ ପୁଅ ବୋଲି ଜଣାପଡିଛି । ମୃତ ନାବାଳକ ୧୦ମ ଶ୍ରେଣୀରେ…

ଭଦ୍ରକ ଜିଲ୍ଲାର ନଲଗୋହିରାରେ ପ୍ରଥମ ଥର ପାଇଁ ଉଦଘାଟିତ ହେଲା ଓ୍ୱାଟର ଏଟିଏମ୍

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନଳଗୋହିରା ପଂଚାୟତରେ ସରକାରଙ୍କ ତରଫରୁ ଓ୍ୱାଟର ଏଟିଏମ ସେବା କାର୍ଯ୍ୟକାରି କରିଛନ୍ତି ସ୍ଥାନୀୟ ସରପଂଚ। ଯେଉଁଥିରେ ପ୍ରଥମେ ଏଟିଏମରେ ଟଙ୍କା ପଶାଇବା ପରେ ଥଣ୍ଡା ଓ ସାଧାରଣ ପାଣି ପାଇପାରିବେ ଲୋକମାନେ ।ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ…

ଲଘୁଚାପ ବର୍ଷାରେ ବେହାଲ୍ ଚାନ୍ଦବାଲି, ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାରୁ ନାହିଁନଥିବା ଅସୁବିଧାର…

ଚାନ୍ଦବାଲି : ଦୁଇ ଦିନର ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଓଳଗ ପଂଚାୟତର ବୋଡକ ଗାଁରେ ମଧ୍ଯ ପାଣି ନିଷ୍କାସନ ନହୋଇପାରି ଗାଁ ରାସ୍ତା ଓ କିଛି ଘର ଆଗରେ ପାଣି ଜମିରହିଛି । ଫଳରେ ଲୋକମାନେ ବହୁ ହଇରାଣ…

ତିହିଡିରେ ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ଭତ୍ତା, ତୁରନ୍ତ କାର୍ଯ୍ଯନୁଷ୍ଠାନ ପାଇଁ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଦାବି

ଚାନ୍ଦବାଲି: କିଏ କିଏ ବିଧବା ତ ପୁଣି କିଏ ଭିନ୍ନକ୍ଷମ, ପୁଣି କାହାର ବୟସ ୬୦ରୁ ଉର୍ଦ୍ଧ । ତଥାପି ଏମାନବଙ୍କୁ ମିଳୁନି ଭତ୍ତା । ବାରମ୍ବାର ପଂଚାୟତର ସରପଂଚଙ୍କ ଠାରୁ ବ୍ଲକ ପ୍ରଶାସନର ବାବୁଙ୍କୁ ଗୁହାରି କଲାପରେ ବି ମିଳୁନି ଭତ୍ତା । ଏମିତି ଅଭିଯୋଗ କରିଛନ୍ତି ତିହିଡି ବ୍ଲକର ଭତ୍ତା…

ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଅଭିଯୁକ୍ତ ଫେରାର୍: ବିଜେପି ପକ୍ଷରୁ ଆଇ.ଆଇ.ସିଙ୍କ ନିଲମ୍ବନ ଦାବିସହ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ଘଟଣାକୁ ବିତିଲାଣି ୭ଦିନ । ହେଲେ ଫେରାର ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ପୋଲିସ ଧରିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ…

ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା ୨୨କିଲୋ ଓଜନର ତେଲିଆ ମାଛ, ଲକ୍ଷେ ୪୩ହଜାର ଟଙ୍କାରେ ହେଲା ନିଲାମ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଛି ଗୋଟିଏ ତେଲିଆ ମାଛ। ମାଛଟିର ଓଜନ ୨୨କିଲୋ ଥିବାବେଳେ ଏହାର କିଲୋ ପିଛା ସାଢ଼େ ୬ହଜାର ରେଟ୍ ରେ ଲକ୍ଷେ ୪୩ହଜାରରେ ନିଲାମ ହୋଇଛି। ଏହାକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା…

୪ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

ଚାନ୍ଦବାଲି: ୪ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ । ନୂଆଗାଁ,ଯଶୀପୁର,ଜଳେଶ୍ବରପୁର ପଞ୍ଚାୟତର ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଟ୍ରେନକୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ସ୍ଥାନୀୟ ବେକାରୀ ଯୁବକଙ୍କୁ…

ଚୋରା ମଦ ବେପାରିକୁ କାବୁ କରି ପାନେ ଦେଲେ ମହିଳାମାନେ: ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ଛେଚିଲେ

ଚାନ୍ଦବାଲି : କିଏ ଛାଞ୍ଚୁଣିର ତ କିଏ ହାତରେ ମହିଳାମାନେ ନିର୍ଘାତ ଛେଚିଲେ ଜଣେ ଚୋରା ମଦ ବେପାରିକୁ । ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ । ସୂଚନା ମୁତାବକ ଅଲିନଗର ଅଞ୍ଚଳର ଜଣେ ଚୋରା ମଦ ବେପାରି ପ୍ରତ୍ୟେକ ଦିନ କୋହ୍ଲ ଅଞ୍ଚଳରେ ଚୋରା ମଦ ବେପାର…

ଚାନ୍ଦବାଲି ବ୍ଲକରେ ରିଲିଫ ବଣ୍ଟନରେ ବଢିଚାଲିଛି ବିବାଦ:ଏସିସି ତାଲିକାରେ ତୃଟି, ବହୁ ବନ୍ୟା ବିପନ୍ନ ପରିବାର ରିଲିଫ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରିଲିଫ ବଣ୍ଟନ ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବାରେ ଜିଲ୍ଲା ପ୍ରଶାସନ କି ବ୍ଲକ ପ୍ରସାସନ କେହି ହସ୍ତକ୍ଷେପ କରୁନଥିବା ଅଭିଯୋଗ କରିଛନ୍ତି ରିଲିଫରୁ ବାଦ ପଡିଥିବା ବନ୍ୟା ବିପନ୍ନମାନେ । ବ୍ଲକର…