Browsing Tag

chariot

ଦକ୍ଷିଣ ମୋଡ ହୁଏ ନାହିଁ ବିଶ୍ବର ସର୍ବବୃହତ ରଥ କେନ୍ଦୁଝର ରଥ, କେବଳ ଆସ୍ଥାନର ହୁଏ ପଟ ପରିବର୍ତ୍ତନ

କେନ୍ଦୁଝର: ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝରର ବଡଦାଣ୍ଡ । ଆଉ ଦୁଇ ଦିନ ପରେ ବାହୁଡ଼ା ଯାତ୍ରା । ଯାତ୍ରା ପୂର୍ବରୁ ସବୁ ଯାଗାରେ ରଥକୁ ଦକ୍ଷିଣ ମୋଡ କରାଯାଇଥାଏ । ହେଲେ କେନ୍ଦୁଝରରେ ଏହି ବିଶାଳ ବିଶ୍ବ ପ୍ରଶିଦ୍ଧ ବୃହତ୍ତମ ରଥର ଦକ୍ଷିଣ ମୋଡ ହୁଏ ନାହିଁ । ଏଠାକାର ରୀତିନୀତି ଓ ପରମ୍ପରା…

ଧର୍ମଶାଳାରେ ପାଳିତ ହୋଇଯାଇଛି ନିଆରା ରଥଯାତ୍ରା ପରମ୍ପରା, ଛେରା ପହଁରା କଲେ ଥାନା ଅଧିକାରୀ

ଯାଜପୁର: ବାଜୁଛି ମୃଦଙ୍ଗ ସହ ଘଣ୍ଟ । କାହାଳୀ ଶବ୍ଦରେ ପ୍ରକମ୍ପିତ ହେଉଛି ଅଂଚଳ । ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ କହି ତିନି ଠାକୁରଙ୍କୁ ପହଣ୍ଡି ବିଜେରେ ନିଆଯାଉଛି ସୁସଜିତବଡ ରଥକୁ । ଦେଉଳରୁ ମହାବାହୁ ଓହ୍ଲାଇ ଆସଛନ୍ତି ବଡ଼ ଦାଣ୍ଡକୁ। ରଥରେ ବସି ବଡ ଦାଣ୍ଡରେ ୩ ଠାକୁର ଦର୍ଶନ ଦେଇଛନ୍ତି…

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା,  ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା । ତେବେ…

ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଶରଧାବାଲିରେ ପହଞ୍ଚିଲା ୩ ରଥ

ଶରଧାବାଲିରେ ପହଞ୍ଚିଛି ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଶରଧାବାଲିରେ  ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ…

ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ, ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ତିନି ରଥ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ।  ଶେଷରେ ସ୍ପର୍ଶ ଦେଉଛନ୍ତି କାରିଗର ।  ତିନିରଥ ଦୁଆର ବେଢ଼ା ରଥ ଉପରକୁ ଉଠିଲା ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନି ରଥର (ଆଗ ଆଣି ଏବଂ ପଛ ଆଣି) ଦୁଇଟି ଲେଖାଏଁ ଦୁଆର ବେଢ଼ା କୁ ବାଉଁଶ…

ରଥଯାତ୍ରା ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍, ଅଣସେବାୟତ ରଥ ଉପରେ ଚଢିଲେ ହେବେ ଗିରଫ

ପୁରୀ : ରଥଯାତ୍ରା ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ ପ୍ଲାନ୍ । ଚଳିତ ରଥଯାତ୍ରା ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଅଣସେବାୟତ ରଥ ଉପରେ ଚଢିଲେ ଗିରଫ ହେବେ । ରଥ ଉପରେ ସେବାୟତ…

ନିଆରା ପରମ୍ପରା ବିଜୟା ରଥଯାତ୍ରା, ଦେଖିବା ପାଇଁ ଲାଗେ ଭକ୍ତଙ୍କ ଭିଡ଼

ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି ବିଜୟା ରଥଯାତ୍ରା । ଶ୍ରୀକପିଳେଶ୍ବର ଦେବଙ୍କ ଅଶୋକାଷ୍ଟମୀ ବିଜୟା ରଥଯାତ୍ରାରେ ସାମିଲ ହେଲେ ହଜାର ହଜାର ଭକ୍ତ । ନିଆରା ପରମ୍ପରାକୁ ନେଇ ରାତିରେ ରଥ ଟଣା ଯାଏ । ରଥ ଯେତିକି ଆଗକୁ ଯାଏ ପୁଣି ସେତିକି ପଛକୁ…

ଗଡ଼ିଲା ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁଙ୍କ ରୁକୁଣା ରଥ, ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ଆଠଗଡ଼- ଗଡ଼ିଲା ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁଙ୍କ ରୁକୁଣା ରଥ । ରଥ ଟାଣିଲେ ଶହ ଶହ ଭକ୍ତ । ଆଠଗଡ଼ରେ ସ୍ରୁଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀ ଶ୍ରୀ ଜମ୍ବେଶ୍ବର ମହାପ୍ରଭୁ । ରୁକୁଣା ରଥ ଯାତ୍ରାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି…

ନିଆରା ଢଙ୍ଗରେ ଏଠାରେ ପାଳନ କରାଯାଏ ରଥ, ୪ ଖଣ୍ଡ ବାଉଁଶରେ ହିଁ ଟଣାଯାଏ ରଥ

ଝାରସୁଗୁଡ଼ା: ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଗାଁରୁ ସହର । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ରଥଯାତ୍ରା । ସମାନ ଭାବେ ଝାରସୁଗୁଡ଼ା ସହର ଉପକଣ୍ଠରେ ବେହେରାପାଲି ପଞ୍ଚାୟତର କୁକୁରଜଙ୍ଘାସ୍ଥିତ ଜଗନ୍ନାଥ ମନ୍ଦିରଟି ପତିତପାବନ ଶ୍ରୀକ୍ଷେତ୍ର ଭାବେ ପରିଚିତ । ରଥଯାତ୍ରାରେ ଏଠାରେ ରହିଛି…

ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ, ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୁରୀ : ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥ ନିର୍ମାଣ କାର୍ଯ୍ୟ  l ଶେଷ ସ୍ପର୍ଶ ଦେଉଛନ୍ତି କାରିଗର  l ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି  l ତିନିରଥର ନାଟଗୋଡ…

ଜୋରସୋରରେ ଚାଲୁଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ, ଚକା ଡେରା ନୀତି ପାଇଁ ଚଳଚଞ୍ଚଳ ରଥ ଖଳା

ପୁରୀ(କେନ୍ୟୁଜ): ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁଛି । ସେବକମାନେ ରଥକୁ କିପରି ସୁନ୍ଦର କରି ଗଢ଼ି ତୋଳିବେ, ସେଥିପାଇଁ ପ୍ରୟାସ ଚଳାଇଛନ୍ତି । ଖରାକୁ ଏମାନଙ୍କର ଖାତିର ନାହିଁ, ମୁଣ୍ଡ ଝାଳ ତୁଣ୍ଡରେ ମାରି ପ୍ରଭୁଙ୍କ ରଥକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଏମାନେ ।…

ବଡ଼ ଠାକୁରଙ୍କ ବଡ଼ ରଥ ‘ତାଳଧ୍ୱଜ’, ଜାଣନ୍ତୁ ବଳଭଦ୍ରଙ୍କ ରଥର ସ୍ୱତନ୍ତ୍ରତା

ଆଉ ଦୁଇଟା ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି। ଇତି ମଧ୍ୟରେ ସୁସ୍ଥ ହୋଇଛନ୍ତି ତିନି ଦିଅଁ। ଏଣୁ ବୁଧବାର ଅନୁଷ୍ଠିତ ହେଉଛି ନବଯୌବନ ଦର୍ଶନ। ୧୪ ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ…