Browsing Tag

chief secretary

ଗଜପତି ମହେନ୍ଦ୍ରଗିରି-ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ: ମୁଖ୍ୟ ଶାସନ ସଚିବ

ମୋହନା(କେନ୍ୟୁଜ୍):ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି…

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତ ବେଳେ ତାରାତାରିଣୀ ମନ୍ଦିର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର…

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ, ବିଭିନ୍ନ ପ୍ରୋଜେକ୍ଟର କରିବେ ସମୀକ୍ଷା

ସୁନ୍ଦରଗଡ଼ (କେନ୍ଯୁଜ୍): ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତାଙ୍କ ସହ ଅଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ । ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ସୁନ୍ଦରଗଡ଼ ଯିବେ । ଏହି ଗସ୍ତ ସମୟରେ କୁଣ୍ଡୁକେଲା ଗ୍ରୀଡ୍‌ ସବଷ୍ଟେସନ, ଭେଡାବାହାଲ କୋଲ କରିଡର…

ଆଜି ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା, ଆସିବ ନୂଆ ଗାଇଡଲାଇନ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଶେଷ ହେଉଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ । ଆଜି ଆସିବ ନୂଆ ଗାଇଡଲାଇନ୍‌। ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା। କରୋନା ସ୍ଥିତି ନେଇ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଂଶିକ ଲକ୍‌ଡାଉନ୍‌ ଓ ଅନଲକ୍‌…

ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ରାସ୍ତା କାମ ତ୍ୱରାନ୍ଵିତ, ୩ ମାସ ମଧ୍ୟରେ ସାରିବାକୁ ପୂର୍ତ୍ତ ବିଭାଗକୁ…

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ଜୟଦେବ ବିହାରଠାରୁ ନନ୍ଦନକାନନ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ୱ ସମାନ୍ତରାଳ ରାସ୍ତା କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଏହି କାର୍ଯ୍ୟକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି ତାହାକୁ ସମୟ…

ମୁଖ୍ୟଶାସନ ସଚିବଙ୍କୁ ନେଇ ମୋଦି ବନାମ ଦିଦି, ସ୍ବେଚ୍ଛାକୃତ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ…

କେନ୍ୟୁଜ୍(ବ୍ୟୁରୋ):  ସ୍ବେଚ୍ଛାକୃତ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟମଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକୁ ଆସିନଥିବାରୁ କେନ୍ଦ୍ର ତରଫରୁ  ହୋଇଥିଲା କାରଣ ଦର୍ଶାଓ ନୋଟିସ । ଆଲାପନ ବନ୍ଦୋପାଧ୍ୟାୟଙ୍କ ଆଜି ଅବସର ନେବାର ଦିନ ଥିବା ବେଳେ ତାଙ୍କୁ ମୁଖ୍ୟ…

ନବରଙ୍ଗପୁର ପରେ ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର: ନବରଙ୍ଗପୁର ପରେ ଜୟପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେଠାରେ ପହଞ୍ଚି ଜିଲ୍ଲାର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର କରିବେ ତଦାରଖ । ତା ସହ କୋରାପୁଟ ଜିଲ୍ଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ। ପରେ ଜିଲ୍ଲା ମୁଖ୍ୟ…

ନମାନିଲେ ୧୫ରୁ ୨୦ ଦିନ ବଢ଼ି ପାରେ ଲକ୍‌ଡାଉନ୍‌ ! କୋଭିଡ଼ ମୁକାବିଲା ପାଇଁ ରାଜ୍ୟସରକାର ଗଠନ କରିବେ ଉଚ୍ଚ ସ୍ତରୀୟ…

କେନ୍ୟୁଜ୍(ବ୍ୟୁରୋ):  ଦେଶରୁ ଟିକା କିଣିବାକୁ ଓଡ଼ିଶା ସରକାର ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରିଛନ୍ତି । ୪ ମାସ ମଧ୍ୟରେ ୩ କୋଟି ୮୦ ଲକ୍ଷ କୋଭିଡ ଟିକା ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଆସନ୍ତା ୧୯ତାରିଖରେ ଗ୍ଲୋବାଲ ଟେଣ୍ଡରର ପ୍ରି-ବିଡିଂ…

ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ କର ବନ୍ଦ, କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟ ଶାସନ…

କେନ୍ୟୁଜ୍(ବ୍ୟୁରୋ):  ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ ବନ୍ଦ ପାଇଁ ଚିଠି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଛତିଶଗଡ଼-ଓଡ଼ିଶା ମଧ୍ୟରେ ଯାତାୟତ କରୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ବନ୍ଦ କରିବା ପାଇଁ ଉଲ୍ଲେଖ…

ରାଜ୍ୟବାସୀଙ୍କୁ ଆଜି ୫ଟା ୩୦ରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା !

ଭୁବନେଶ୍ବର: ଦେଶରେ ଆଜି ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ରହିଛି ପାଖାପାଖି ୩ ହଜାର । ଦେଶର କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ହେଉଛି ୧୮ । ଦେଶର ଦୈନିକ ସଂକ୍ରମଣ ହାର ତୁଳନାରେ ରାଜ୍ୟର ସଂକ୍ରମଣ ହାର ରହିଛି ୧ ଦଶମିକ ୪୮ ପ୍ରତିଶତ । ଆଜି…

କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ଏସିଏସ୍, କୋଭିଡ ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ଯୁଜ୍: କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ଅଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ନୂଆପଡ଼ାରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପ୍ରଦୀପ୍ତ ମହାପାତ୍ର । ଏହା ପରେ କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଦୁଇ…

କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, ପୋଷ୍ୟ ସ୍କୁଲର ବିକାଶ ଉପରେ କଲେ ଆଲୋଚନା

କେନ୍ଦୁଝର(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା "ମୋ ସ୍କୁଲ" କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବରୁ ସେ ନିଜେ ପଢ଼ୁଥିବା ଧନଞ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଆଡ଼ପଟ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ ବୈଠକେ ।…