Browsing Tag

child death

୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ରାୟଗଡା ଚିକିତ୍ସାଳୟରେ ଉତ୍ତେଜନା, ପରିବାର ଲୋକ ଓ ଡାକ୍ତରଖାନା କର୍ମଚାରୀଙ୍କ…

ରାୟଗଡ଼ା(କେନ୍ୟୁଜ୍): ୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା । ପରିବାର ଲୋକ, ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଧସ୍ତାଧସ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ। ରାୟଗଡା ସହର ରାଣୀଗୁଡା ଅଞ୍ଚଳର ଜି.ସୁରେଶ ଓ ମୋନିକାଙ୍କ ୨୦ଦିନର ନବଜାତ ଶିଶୁର ଗତକାଲି ଅପରାହ୍ନରେ ହଠାତ…

ଝଗଡ଼ାରୁ ଗଲା ନିରୀହ ଜୀବନ: ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗର୍ଭସ୍ଥ ଶିଶୁର ମୃତ୍ଯୁ

ନୟାଗଡ଼(କେନ୍ଯୁଜ୍): ଝଗଡ଼ାରୁ ଗଲା ନିରୀହ ଜୀବନ। ସାମାନ୍ୟ ବଚସାରୁ ବଡ ଅଘଟଣ। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଦିଲୋ ଗାଁରେ ଘଟିଛି ଅମାନୁଷିକ ଘଟଣା। ଅଭିଯୋଗ ଅନୁଯାୟୀ, ଗାଁର ଅଯୋଧ୍ୟା ବେହେରାଙ୍କ ସହ ମିଲୁ ଜେନା ଓ ଅନ୍ୟ ଲୋକଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଅଯୋଧ୍ୟାଙ୍କ ସ୍ତ୍ରୀ ଆସି…

କେନ୍ଦୁଝର ରାଣୀବେଡା ନୂଆସାହିରେ ଅଘଟଣ: ଦନ୍ତାହାତୀ ଆକ୍ରମଣରେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ

କେନ୍ଦୁଝର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଣୀବେଡା ନୂଆସାହିରେ। ଗାଁର ବିନୋଦ ମହାନ୍ତ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ତେବେ…

ପାରାଦୀପ: ଖେଳୁ ଖେଳୁ ଚାଲିଗଲା ଜୀବନ, କେନାଲରେ ଖସିପଡି ୨ ଶିଶୁ ମୃତ

ପାରାଦୀପ(କେନ୍ଯୁଜ୍): ଖେଳୁ ଖେଳୁ ଚାଲିଗଲା ଜୀବନ । କେନାଲରେ ଖସି ପଡି ୨ ଶିଶୁ ମୃତ । ପାରାଦୀପ ସହର ଅଠରବାଙ୍କି ଲକପଡା ବସ୍ତିର ଅଭାବନୀୟ ଘଟଣା । ମୃତକ ହେଲେ ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ । ସୂଚନା ଅନୁଯାୟୀ, ୨ଜଣ ଶିଶୁ ତାଳଦେଣ୍ଡା କେନାଲ…

ବୌଦ୍ଧ କଙ୍କଲା ଗ୍ରାମରେ ଅଘଟଣ, ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ମୃତ

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ହରଭଙ୍ଗା ଥାନା କଙ୍କଲା ଗ୍ରାମରେ ଅଘଟଣ । ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ବିଦ୍ୟୁତ ଆଘାତରେ ମୃତ୍ୟୁ । ମୃତକ ହେଲେ ଅରୁଣ ବେହେରାଙ୍କ ପୁଅ ରଜତ ବେହେରା । ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଧଳପୁର ପଂଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପରିବାର ଗତକାଲି…

ହୋଇ ଯାଆନ୍ତୁ ସାବଧାନ! ପ୍ଲାଷ୍ଟିକ ଟବରେ ବୁଡି ୯ ମାସର ନିଷ୍ପାପ ଶିଶୁ ପୁତ୍ରର ଗଲା ଜୀବନ

ନବରଙ୍ଗପୁର(କେନ୍ଯୁଜ୍): ଘରେ ପ୍ଲାଷ୍ଟିକ ପାଣି ଟବ ଅଛି ଯଦି ହୋଇ ଯାଆନ୍ତୁ ସାବଧାନ। ପାଣି ଟବ ନେଇ ପାରେ ଛୋଟ ପିଲା ର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବଡ଼ ଡାଇଭଟ୍ଟା ଗାଁ ରେ । ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି ୯ ମାସର ନିଷ୍ପାପ ଶିଶୁ ପୁତ୍ର। ସ୍ବାମୀ…

କେନାଲରେ ଭାସୁଛି ନବଜାତ ଶିଶୁର ମୃତଦେହ 

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପାରିନୂଆ ଗାଁ କେନାଲରେ ଆଜି ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ଆଜି କେନାଲକୁ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ସ୍ଥାନୀୟ ଲୋକ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ଶିଶୁଟିକୁ…

କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ

କଟକ (କେନ୍ଯୁଜ୍): କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇଜଣ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । କଟକ ଶିଶୁ ଭବନ ଏସଏନସିୟୁରେ ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା…

ପାରିବାରିକ କଳହରୁ ଅଭାବନୀୟ ଘଟଣା, ୨ ଛୁଆଙ୍କୁ କୂଅକୁ ଠେଲି ମାରିଲା ମାଆ

ରାଇକିଆ(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି । ବାପା, ମାଆଙ୍କ କଳହ ଭିତରେ ଚାଲିଗଲା ୨ ଛୁଆଙ୍କ ଜୀବନ । ଫୁଲବାଣୀ ରାଇକିଆ ଖ୍ରୀଷ୍ଟିଆନ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ରାଜେଶ ପାତ୍ର ଓ ତାଙ୍କ ପତ୍ନୀ ଲକ୍ଷ୍ମୀପାତ୍ରଙ୍କ ମଧ୍ୟରେ କୌଣସି କାରଣରୁ କଳହ…

ଅଲୋଡା ହେଲା ଶିଶୁ କନ୍ୟା: ଡାକ୍ତରଖାନା ପାଇଖାନାରୁ ମିଳିଲା ନବଜାତର ମୃତଦେହ

ଘଟଗାଁ: ଅଲୋଡା ହେଲା ଶିଶୁ କନ୍ୟା । ଡାକ୍ତରଖାନା ପାଇଖାନାରୁ ମିଳିଲା ନବ ଜାତ ଶିଶୁ କନ୍ୟା ମୃତ ଦେହ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ। ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୂତୀ ଗୃହ ନିକଟରେ ଥିବା ପାଇଖାନାରୁ ଶିଶୁର ମୃତଦେହ ପଡିଥିଲା…

ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁଙ୍କ ଚାଲିଗଲା ଜୀବନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ । ଭଣ୍ଡାରା ଜିଲ୍ଲାର ସରକାରୀ ହସ୍ପିଟାଲରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ଯ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା…

ମାଲକାନଗିରି କଚେଲି ଗାଁରେ ଅଭାବନୀୟ ଘଟଣା:ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ

ମାଲକାନଗିରି: ଖାଦ୍ୟରେ ବିଷ, ୩ ମୃତ। ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ। ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ମାଲକାନଗିରି କଚେଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଖାଦ୍ୟରେ ବିଷକ୍ରିୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମା ଓ ଝିଅଙ୍କୁ ଗୁରୁତର…