Browsing Tag

child rape case

ଦିଲ୍ଲୀ: ମା’ର ମୃତ୍ୟୁ ପରେ ନାବାଳିକା ଝିଅକୁ ଦୁଷ୍କର୍ମ, ବାପାକୁ ଆଜୀବନ

ଦିଲ୍ଲୀରେ ଘଟିଛି ଏକ ଅମାନବୀୟ ଘଟଣା । ଘଟଣା ଏପରି ଯେ ଆପଣ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଠି ମା’ର ମୃତ୍ୟୁ ପରେ ନିଜର ୧୧ ବର୍ଷୀୟା ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟ ପୀଡ଼ିତାଙ୍କ…

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ, ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଏଡିଜେ ଓ ସ୍ବତନ୍ତ୍ର ପକ୍ସୋ କୋର୍ଟ

କେନ୍ଦୁଝର(କେନ୍ୟୁଜ୍‌): ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ, ୩୦ ହଜାର ଟଙ୍କା ଜରିମାନା । ଦୁଷ୍କର୍ମରେ ସହଯୋଗ କରିଥିବା ସାବତ ଆଈକୁ ମଧ୍ୟ ୩୦ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ । କେନ୍ଦୁଝର ଏଡିଜେ ଏବଂ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ…

କେରଳ : ନାବାଳିକା ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ

ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ । ଖବରଟି ଆପଣଙ୍କୁ ନିଶ୍ଚିତ ବିଚଳିତ କରିପାରେ । କିନ୍ତୁ ଏମିତି ଘଟଣା ଘଟିଛି କେରଳର ମାଲାପୁରମ ଅଞ୍ଚଳରେ । ନିଜ ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ଏବଂ ତାକୁ ଗର୍ଭବତୀ କରିବା ଅପରାଧରେ…

ଇଜ୍ଜତ ପାଇଁ ବଦ୍‌ଲା ନେଲା ନାବାଳିକା: ପୁଅ କରିଥିଲା ଦୁଷ୍କର୍ମ, ମା’କୁ ଗୁଳିକଲା ପୀଡିତା

ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଲିଭ ଇନ ରିଲେସନରେ ଥିବା ପ୍ରେମିକା ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ, ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କାରରେ ଯୁବତୀଙ୍କୁ ଘୋଷାଡି ମାରିବା ଏବଂ ତା’ ପରେ ସ୍ୱିଗୀ ବଏଙ୍କୁ ଘୋଷାଡି ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା…

ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ଆସୁଥିବା ବେଳେ ଦିଲ୍ଲୀରେ ଜଣେ ନାବାଳକକୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି। ରାଜଧାନୀ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲରେ ସଂଘର୍ଷ…

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ପଡ଼ିଲା ନାବାଳିକା, ଗୁରୁତର ଆହତ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି…

ମଉଳିଗଲା ଆଉ ଏକ କୁନି କଳିକା, ୮ ବର୍ଷର କୁନି ଝିଅକୁ ଝୁଣି ଝୁଣି ମାରି ଦେଲେ ୧୬ ଜଣ ସମ୍ପର୍କୀୟ

ନିର୍ଭୟା ଓ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଭାବେ ଲିଭିନଥିବା ବେଳେ ଏବେ ପୁଣିଥରେ ସେହିଭଳି ଏକ ହୃଦୟଥରା ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ। ଚେନ୍ନାଇରେ ଏକ ୮ ବର୍ଷୀୟା କୁନି ଝିଅକୁ ୧୬ ଜଣ ସମ୍ପର୍କୀୟ ଝୁଣି ଝୁରି ମାରିଦେଇଛନ୍ତି। ଦୀର୍ଘ ସମୟ ଧରି ବାରମ୍ବାର…

ଗଞ୍ଜାମ ପାଟପୁର ଥାନା ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ

ଗଞ୍ଜାମ: ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର । ନାବାଳିକାଙ୍କୁ ଜଣେ ୬୨ ବର୍ଷିୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ନାବାଳିକାର ସମ୍ପର୍କୀୟ ଅଜା ମୃତ୍ୟୁଞ୍ଜୟ ଦାସ ବୋଲି ଜଣାପଡିଛି । ଚାଇଲ୍ଡ ଲାଇନ…

ତେଲେଙ୍ଗାନା ପରେ କର୍ଣ୍ଣାଟକ : ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କର୍ଣ୍ଣାଟକର ଗୁଲବର୍ଗାରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଚିନ୍‌ଚୋଲି ତାଲୁକା ଅଞ୍ଚଳରେ ଥିବା ଏକ ଛୋଟିଆ ଗାଁରେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ…

୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଛାଡିଦେଇଥିଲେ ଦୁଇ ବ୍ୟକ୍ତି, ଏବେ ପୀଡିତାଙ୍କ ଶିଶୁପୁତ୍ରକୁ ବିକିବାକୁ କରୁଛନ୍ତି…

ଦିନକୁ ଦିନ ମଣିଷ ମାନବିକତା ହରାଇଚାଲିଛି। ଆପଣମାନେ ପ୍ରତିଦିନ ଦୁଷ୍କର୍ମ, ନିର୍ଯାତନା, ଅସଦାଚରଣ, ଭଳି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ। ଏହା ମଧ୍ୟରେ ଶିଶୁମାନଙ୍କୁ ଦୁଷ୍କର୍ମ ଏବଂ ଅସଦାଚରଣ ମଧ୍ୟ ବଢି ବଢି ଚାଲିଛି। ଏଭଳି ଏକ ଘଟଣା ବିହାର ମୁଜଫରପୁର ଅଞ୍ଚଳରେ ଘଟିଛି। ଯେଉଁଠି ୧୬…

୬ ମାସରେ ୨୪ ହଜାର ନାବାଳିକା ବଳାତ୍କାର ମାମଲା, ଚିନ୍ତା ପ୍ରକଟ କଲେ ସୁପ୍ରିମ କୋର୍ଟ

ଦେଶରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହି ସବୁ ମାମଲାର ଅବଗତି ନିମନ୍ତେ କୋର୍ଟ ନିଜେ ଏହାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏକ…