ବର୍ଷା ଦିନରେ ଏହି ଉପାୟରେ ଶୁଖାନ୍ତୁ ଡ୍ରେସ୍, ହେବ ନାହିଁ ଦୁର୍ଗନ୍ଧ
ସମସ୍ତେ ଚାହାଁନ୍ତି ଯେ ବର୍ଷା ଋତୁରେ ସେମାନଙ୍କ ଡ୍ରେସ୍ ଖରାପ ଗନ୍ଧ ନହେବା ଉଚିତ୍ ଏବଂ ଭଲ ବାସିବା ଉଚିତ୍ । ବିଶେଷକରି, ଯେତେବେଳେ ଲଗାତାର ବର୍ଷା ହୁଏ ଡ୍ରେସ୍ ଶୁଖେନାହିଁ । ଯେଉଁ କାରଣରୁ କପଡା ଖରାପ ଗନ୍ଧ କରିବା ଆରମ୍ଭ କରେ । ବର୍ଷା ପାଗରେ ସମସ୍ତ ସ୍ଥାନ ଓଦା ରହିବା ଯୋଗୁ,…