Browsing Tag

cocaine

୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା: ଅନୁବାଦକଙ୍କର ସାହାଯ୍ୟ ନେଲା ତଦନ୍ତ ଟିମ୍

ପାରାଦୀପ (କେନ୍ୟୁଜ): ପାରାଦୀପ ଏମଭି ଦେବୀ ଜାହାଜରୁ କୋକେନ ମିଳିବା ଘଟଣା। ପାରାଦୀପରେ ପହଞ୍ଚିଲେ ବିଦେଶୀ ଭାଷା ଅନୁବାଦ ଟିମ। ଭାଷା ସମସ୍ୟାକୁ ନେଇ ୭ଦିନ ଧରି ଆଗେଇ ପାରୁନଥିଲା ତଦନ୍ତ। ଏହି ଟିମ୍ ଏମଭି ଦେବୀ ଜାହଜର କ୍ରୁ ମେମ୍ବରଙ୍କ ଭାଷାକୁ ଅନୁବାଦ କରି ତଥ୍ୟ ପ୍ରଦାନ କରିବ।…

ପାରାଦୀପ : ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍, NCB କରୁଛି ଖୋଳତାଡ଼

ପାରାଦୀପ ପୋର୍ଟରେ ଏମଭି ଦେବୀ ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍ ? ଓଡ଼ିଶା ପାଇଁ ଆସିଥିଲା ନା ଆଉ କୁଆଡ଼େ ପଠାଯାଉଥିଲା । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଖୋଳତାଡ଼ କରୁଛି । NCB ଭୁବନେଶ୍ବର ଟିମ୍ ତଦନ୍ତ କରୁଛି। NCB ଭୁବନେଶ୍ବର ୟୁନିଟର ଆସିଷ୍ଟାଣ୍ଟ ଡାଇରେକ୍ଟର…

ବିଶ୍ବର ସବୁଠୁ ସୁରକ୍ଷିତ ସ୍ଥାନ ହ୍ବାଇଟ୍ ହାଉସରେ ମିଳିଲା କୋକେନ, ଯାଞ୍ଚ କରୁଛି ଗୁଇନ୍ଦା ଏଜେନ୍ସୀ

ବିଶ୍ବର ସବୁଠୁ ସୁରକ୍ଷିତ ସ୍ଥାନ ହ୍ବାଇଟ୍ ହାଉସରେ କୋକେନ ମିଳିଛି। କୋକେନ ମିଳିବା ପରେ ହ୍ବାଇଟ ହାଉସରେ ହଡକମ୍ପ ସୃଷ୍ଟି ହୋଇଛି । ଅଧିକାରୀମାନେ ଖବର ପାଇବା ପରେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ତେବେ କୋକେନ ମିଳିବା ଖବର ପରେ ହ୍ବାଇଟ ହାଉସ ଖାଲି କରାଯିବା ସହିତ ଏହାକୁ ଅସ୍ଥାୟୀ ରୂପେ…

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ମାଷ୍ଟରମାଇଣ୍ଡକୁ ଧରିବାକୁ ଦିଲ୍ଲୀରେ ଏନସିବି ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ପ୍ରଥମ ଥର କୋକେନ୍‌ ଜବତ ଘଟଣାରେ ଏସଟିଏଫ ଓ ଏନସିବି ମିଳିତ ତଦନ୍ତ ଚଳାଇଛନ୍ତି । ଦିଲ୍ଲୀରେ ରହିଛି କୋକେନ ନେଟୱାର୍କର ମୁଖିଆ ଓ ମାଷ୍ଟରମାଇଣ୍ଡ । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଓ ଏନସିବି ଟିମ୍‌ ଉଦ୍ୟମ ଚଳାଇଛନ୍ତି । ଭୁବନେଶ୍ୱରରୁ ୨୦୨ ଗ୍ରାମ…

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ସରିଲା ପେଡଲର ସନ୍ନି ଓ ରବିର ରିମାଣ୍ଡ ଅବଧି

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣାରେ ପେଡଲର ସନ୍ନି ଓ ରବିର ସରିଲା ରିମାଣ୍ଡ ଅବଧି। ରିମାଣ୍ଡ ସରିବା ପରେ ତାଙ୍କୁ ଗତକାଲି ଜେଲ୍‌ ପଠାଯାଇଛି। ସନ୍ନି ଓ ରବିଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ତାର ବହୁତ ବଡ ନେଟୱର୍କ ରହିଛି।…

ରାଜଧାନୀରୁ କୋକେନ୍‌ ମିଳିବା ଘଟଣା: ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ ଗିରଫ ୨ ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ବାହାର ଦେଶର ଲିଙ୍କ୍‌ ରହିଛି। ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ । ଚୀନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ , ଥାଇଲାଣ୍ଡ ଓ ୟୁଏସ୍‌ଇର ପେଡଲରଙ୍କ ଯୋଗାଯୋଗରେ ଥିଲେ ଦୁଇ ଅଭିଯୁକ୍ତ ସନ୍ନି ଓ ରବି। ଫରେନ୍‌ ପେଡଲରଙ୍କ ଜରିଆରେ…

ରାଜଧାନୀରୁ କୋକେନ୍‌ ମିଳିବା ଘଟଣା: ଅଭିଯୁକ୍ତ ରବିର ମୋବାଇଲ ହିଁ ଖୋଲିବ ସବୁ ସିକ୍ରେଟ୍‌

ଭୁବନେଶ୍ବର (କେନ୍ୟୁଜ୍):ରାଜଧାନୀରୁ କୋକେନ୍‌ ମିଳିବା ଘଟଣା। ଅଭିଯୁକ୍ତ ସନି କୁମାର ଓ ରବି ସିଂକୁ ୪ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସ୍‌ଟିଏଫ୍‌। ଦକ୍ଷିଣ ଆଫ୍ରିକା ଲିଙ୍କ ନେଇ ଚାଲିଛି STFର ଖୋଳତାଡ଼ । ରବିର ମୋବାଇଲ ହିଁ ଖୋଲିବ କୋକେନ୍‌ର ସିକ୍ରେଟ୍‌। ରବି ଏକାଧିକ ମୋବାଇଲ୍‌ରେ…

କୋକେନ୍‌ କାରବାର ନେଇ କ୍ରାଇମବ୍ରାଞ୍ଚ STFର ଖୋଳତାଡ଼ ଆରମ୍ଭ, ଦାମୀ ନିଶାର ଦକ୍ଷିଣ ଆଫ୍ରିକା ଲିଙ୍କ୍‌ ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରୁ ଅପରେସନ୍‌ ଓଡ଼ିଶାରେ ବିକ୍ରି । ଦାମୀ ନିଶାର ଦକ୍ଷିଣ ଆଫ୍ରିକା ଲିଙ୍କ୍‌ । ଭୁବନେଶ୍ୱରରେ ପ୍ରଥମ ଥର କୋକେନ୍‌ ମିଳିବା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଗିରଫ ରବି ସିଂ ଓ ସନ୍ନି କୁମାର ନିକଟରୁ ମିଳିଛି ଦକ୍ଷିଣ ଆଫ୍ରିକା କରେନ୍‌ସୀ । ଓଡ଼ିଶା,…

ଯେଉଁ କୋକିନ୍ ରଖିବାରେ ଯୁବକଙ୍କୁ ମିଳିଥିଲା ୧୫ ବର୍ଷ ଜେଲ୍ ଦଣ୍ଡ, ଲ୍ୟାବ୍ ରିପୋର୍ଟରେ ବାହାରିଲା ଏହି ଅଦ୍ଭୁତ ଜିନିଷ

ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ଏମିତି ଏକ ଘଟଣା ଘଟିଛି, ଯାହାଫଳରେ ସେ ୧୫ ବର୍ଷ ଜେଲ୍ ଦଣ୍ଡ ପାଇବାରୁ ବର୍ତ୍ତିଯାଇଛନ୍ତି। ଏଠାରେ ଜଣେ ବାସହୀନ ବ୍ୟକ୍ତିଙ୍କୁ କୋର୍ଟ ଗତ ସପ୍ତାହରେ କୋକିନ୍ ରଖିବା ଅଭିଯୋଗରେ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ ତାଙ୍କଠାରୁ ଜବତ…