Below header
Browsing Tag

corona death

କେନ୍ଦ୍ରମନ୍ତ୍ରୀ ସୁରେଶ ଅଂଗଡିଙ୍କ ପରଲୋକ, ୧୧ ସେପ୍ଟେମ୍ବରକୁ ହୋଇଥିଲେ କରୋନା ପଜିଟିଭ

କେନ୍ଦ୍ରମନ୍ତ୍ରୀ ସୁରେଶ ଅଂଗଡିଙ୍କ ଆଜି ପରଲୋକ ଘଟିଛି। ୧୧ ସେପ୍ଟେମ୍ବରକୁ ସେ କରୋନା ପଜିଟିଭ ମିଳିଥିଲେ। ଅଂଗଡି ପ୍ରଥମ ମନ୍ତ୍ରୀ, ଯାହାଙ୍କ କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଏହାପୂର୍ବରୁ ୪ ସାଂସଦଙ୍କୁ କୋଭିଡ-୧୯ ଯୋଗୁ ନିଧନ ହୋଇସାରିଛି। ସୁରେଶ ଅଂଗଡି ରେଳ ରାଜ୍ୟମନ୍ତ୍ରୀ…

ଦେଶରେ ୨୪ ଘଣ୍ଟାରେ ୧୧୩୩ ଜୀବନ ନେଇଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧୧୩୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶର ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଥିବା ବେଳେ ଦେଶର ମୃତ୍ୟୁ ହାର ୧ ଦଶମକି ୭୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୫ ହଜାର ୮୦୯ ଜଣ କରୋନା…

ଆଜି ରାଜ୍ୟରେ ପୁଣି ୮ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍, ମୋଟ୍ ମୃତ୍ୟୁସଂଖ୍ୟା ୪୫୬କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଭୁବନେଶ୍ବର ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ବରଗଡ,ଭଦ୍ରକ,ବଲାଙ୍ଗିର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା…

ଆଜି ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍, ମୋଟ୍ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ସମ୍ବଲପୁରରୁ ୩ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିବାବେଳେ, ବରଗଡରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ବର ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା…

ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୩୯୦ରେ ପହଁଚିଲା

ଭୁବନେଶ୍ବର: ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୯୦ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମ ୪, ଭୁବନେଶ୍ବରରୁ ୨ଜଣଙ୍କର ମୃତ୍ଯୁ ହୋଇଛି । ସେହିପରି ଅନୁଗୁଳ,କୋରାପୁଟ,ନୟାଗଡ ଓ ସୋନପୁର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୩୮୦ରେ ପହଁଚିଲା

ଭୁବନେଶ୍ବର: ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୮୦ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଛି । ଏହାସହିତ ଭୁବନେଶ୍ବର,କଟକ,ଢେଙ୍କାନାଳ ଓ ପୁରୀରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ…

ଦେଶରେ କରୋନା ନେଲାଣି ୫୦ହଜାର ୯୨୧ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗମ୍ଭୀର । ମାରାତ୍ମକ ଭାଇରସରେ ମୃତ୍ୟୁ ସଂଖ୍ୟା ୫୦ହଜାର ଟପିଲା। ମୋଟ୍ ୫୦ହଜାର ୯୨୧ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୧୫୬ ଦିନରେ ୫୦ହଜାର ଟପିଛି ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୫୭ହଜାର ୯୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୯୪୧ ଜଣଙ୍କ ଜୀବନ…

କରୋନା ଭୟରେ ଶବକୁ ଛୁଇଁଲେନି ପରିବାର ଲୋକ, ସେମିତି ବାହାରେ ପଡ଼ିରହିଲା ଦୁଇ ଦୁଇଟି ମୃତଦେହ

କରୋନା ଭାଇରସ୍‌ର ସଂକ୍ରମଣ ଭୟ ଲୋକଙ୍କ ମନରେ ଏତେ ବଢ଼ିଯାଇଛି ଯେ ଲୋକମାନେ ନିଜ ପରିଜନଙ୍କୁ ଅନ୍ତିମ ସଂସ୍କାର କରିବାକୁ ବି ଡରୁଛନ୍ତି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ତେଲେଙ୍ଗାନାର ସଙ୍ଗାରେଡ୍ଡିରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଉଭୟ…

ରାଜ୍ୟରେ ଆଜି କରୋନା ନେଲା ଆଉ ୯ଜଣଙ୍କ ଜୀବନ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୦୫ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ରାୟଗଡାରୁ ୨ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ ଖୋର୍ଦ୍ଧା, ଅନୁଗୁଳ ଏବଂ ବାଲେଶ୍ବରରୁ…

କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଦୁଃଖ, ନିୟମ ପାଳି ଥିଲେ ବି ମିଳୁନି ଡେଥ ସାର୍ଟିଫିକେଟ

କେନ୍ଦ୍ରାପଡା (କେ ନ୍ୟୁଜ):  କରୋନାରେ ସ୍ବାମୀଙ୍କର ମୃତ୍ୟୁ ହେଲା । ଗାଇଡ଼ ଲାଇନ ଅନୁଯାୟୀ ସ୍ବାମୀଙ୍କ ମୃତଦେହକୁ ପରିବାରକୁ ଦିଆନଯାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶବ ସତ୍କାର କରା ଯାଇଥିଲା । ସ୍ବାମୀଙ୍କ ଠାରୁ ସଂକ୍ରମିତ ହୋଇ ପତ୍ନୀଙ୍କ ସମେତ ପରିବାରର ପୁଅ,ଝିଅଙ୍କୁ ମିଶାଇ ପରିବାରର ୫ ଜଣ…

ଆଜି ରାଜ୍ଯରେ କରୋନା ନେଲା ପୁଣି ୧୨ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ମୃତ

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୨ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମ,ଖୋର୍ଦ୍ଧା,କେନ୍ଦୁଝର ଓ…

ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଜଣଙ୍କର ମୃତ୍ଯୁ…