Browsing Tag

corona help

ପୁଣିଥରେ ଦିନ ମଜୁରିଆଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କ୍ୟାଟ୍ରିନା କୈଫ୍‌, କଲେ ଏହି ଘୋଷଣା

ଲକ୍‌ଡାଉନ୍‌ ଯୋଗୁ ଅଭାବ ଅନଟନରେ ଥିବା ବ୍ୟକ୍ତିଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି କ୍ୟାଟ୍ରିନା କୈଫ୍‌। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନା ନିଜ ବ୍ରାଣ୍ଡ୍‌ ‘କାୟ ବ୍ୟୁଟି’…

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଭାଇଜାନ, ଫର୍ମହାଉସ ପାଖ ଗାଁ ଲୋକଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

ଲକଡାଉନ ଯୋଗୁ ସଲମାନ ଖାନ ଏବେ ପୂରା ପରିବାର ସହ ମୁମ୍ବାଇ ନିକଟସ୍ଥ ନିଜ ଫାର୍ମ ହାଉସରେ ଫସିରହିଛନ୍ତି। ସେ ସେଠାରେ ରହି କରୋନା ଭାଇରସ ବେଳେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ଏକ ଭିଡିଓ କରି ନିକଟରେ ସେୟାର କରିଥିଲେ। ଏବେ ଫାର୍ମହାଉସରୁ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ…

ଫ୍ୟାନମାନଙ୍କ ସହ ଡିନର ଡେଟରେ ଯିବେ ଏହି ଟେନିସ ଖେଳାଳି, କରୋନା ଲଢେଇରେ ଏମିତି ବଢାଇବେ ସାହାଯ୍ୟର ହାତ

ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଚାଲିଥିବା ଲଢେଇରେ ଏବେ ସାହାଯ୍ୟର ହାତ ବଢାଇଛନ୍ତି କାନାଡ଼ାର ଟେନିସ ଖେଳାଳି ୟୁଜନି ବୁଚାର୍ଡ। ତେବେ ୟୁଜନି ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି…

ଗୁଗଲ CEO ସୁନ୍ଦର ପିଚାଇ କରୋନା ଯୁଦ୍ଧରେ ଭାରତକୁ ଦାନ କଲେ ଏତେ କୋଟି ଟଙ୍କା, ଏହି ଲୋକଙ୍କ ଉପରେ ଖର୍ଚ୍ଚ ହେବ

ଗୁଗଲ CEO ସୁନ୍ଦର ପିଚାଇ କରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ 'ଗିଭ ଇଣ୍ଡିଆ'କୁ 5 କୋଟି ଟଙ୍କା ଦାନ କରିଛନ୍ତି। ଗିଭ ଇଣ୍ଡିଆ ଟୁଇଟ କରିଛି ଯେ 'ସଙ୍କଟଗ୍ରସ୍ତ ଦିନ ମଜୁରିଆଙ୍କ ପରିବାରକୁ ଗୁଗଲ ତରଫରୁ 5 କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଧନ୍ୟବାଦ ସୁନ୍ଦର ପିଚାଇ'। Thank…

କର୍ଣ୍ଣାଟକର ମନ୍ତ୍ରୀ ଏମ ସୁରେଶ କୁମାର ସ୍ତ୍ରୀ ସହ ମିଶି ରାସ୍ତା ଝାଡୁ କଲେ, ଫଟୋ ସେୟାର କରି ଏମିତି ଧନ୍ୟବାଦ ଜଣାଇଲେ…

ମନ୍ତ୍ରୀ କଲେ ରାସ୍ତା ସଫା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଏମ ସୁରେଶ କୁମାର ନିଜ ସ୍ତ୍ରୀଙ୍କ ସହ ମିଶି ଘର ପାଖ ରାସ୍ତାକୁ ଝାଡୁ କରୁଥିବା ନଜର ଆସିଛନ୍ତି। ଦୁଇଜଣଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ବେଙ୍ଗାଲୁର ମହାନଗର ପାଳିକାର କମିଶନର ବିଏଚ ଅନିଲ କୁମାର ଏହି ଫଟୋକୁ…

କ୍ରିକେଟ ଛାଡି ଏବେ ପୋଲିସ ହୋଇଛନ୍ତି ଭାରତୀୟ ଟିମର ଏହି ଖେଳାଳି, କରୋନା ଲଢ଼େଇଲେ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢ଼ୁଛି। ଏହି ସମୟରେ ଭାରତରେ 21 ଦିନର ଲକଡାଉନ ଘୋଷଣା ହୋଇଛି। ଲକଡାଉନ ବେଳେ ଅନେକ କ୍ରିକେଟର କୌଣସି ନା କୌଣସି ପ୍ରକାରେ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟିମର ଏହି ଖେଳାଳି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ସେ…

କରୋନା ମୁକାବିଲାରେ BMCକୁ ସାଥ ଦେଲେ ଶାହରୁଖ ଓ ଗୌରୀ, କୋଭିଡ-19 ଆକ୍ରାନ୍ତଙ୍କ ସାହାଯ୍ୟ ନିମନ୍ତେ 4 ମହଲା ଅଫିସ କଲେ…

କରୋନା ଭାଇରସ ମୁକାବିଲା ପାଇଁ ଚାଲିଥିବା ଏହି ଲଢେଇରେ ବଲିଉଡ ବାଦଶାହ ଶାହରୁଖ ଖାନ ଓ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ନିକଟରେ ବ୍ରିହାନମୁମ୍ବାଇ ନଗର ନିଗମ(BMC) ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଟୁଇଟ କରିଛି। ଏଥିରେ BMC ଉଭୟଙ୍କୁ ଧନ୍ୟବାଦ ଜଣାଇଛି।…

ବାଲକୋନିରୁ ଖାଦ୍ୟ ପୁଡିଆ ବାନ୍ଧି ତଳକୁ ଝୁଲାଇ ରଖୁଛନ୍ତି ଇଟାଲୀ ବାସିନ୍ଦା, ଏମିତି ଉପାୟରେ ଗରିବଙ୍କ ମୁଁହରେ…

କରୋନା ଭାଇରସ ଯୋଗୁ ପାଖାପାଖି ପୂରା ବିଶ୍ୱ ଏବେ ଲକଡାଉନ। କିନ୍ତୁ ଏହି ଲକଡାଉନ ଗରିବ ଓ ବେସାହାରାଙ୍କ ପାଇଁ କୌଣସି ବିପଦ ଠାରୁ କମ ନୁହେଁ। ଏମାନେ ହୁଏତ କରୋନାରେ ସଂକ୍ରମିତ ନ ହୋଇପାରନ୍ତି, କିନ୍ତୁ ଭୋକ ଶୋଷରେ ନିଶ୍ଚିତ ଛଟପଟ ହେଉଥିବେ। ଏଥିପାଇଁ କେନ୍ଦ୍ର ସରକାର ଏମାନଙ୍କ ଲାଗି ଅନେକ…

ଏବେ ଏକତା କପୁର ଦେଖାଇଲେ ବଦାନ୍ୟତା, 1 ବର୍ଷର ଦରମା ଦାନ କରିବାକୁ କଲେ ଘୋଷଣା

ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି। The only way ahead, is together! #StaySafeStayHealthy…

କରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଲା କୋଲକତା ନାଇଟ ରାଇଡ଼ର୍ସ, ଟୁଇଟରରେ କଲା ଅବଗତ

ଇଣ୍ଡିଆନ ପ୍ରିମିୟମ ଲିଗର ପୂର୍ବ ଚାମ୍ପିୟନ କୋଲକତା ନାଇଟ ରାଇଡ଼ର୍ସ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି। ଏକ ବୟାନରେ କୁହାଯାଇଛି, ବଲିଉଡ ଷ୍ଟାର ଶାହରୁଖ ଖାନ ଏବଂ କମ୍ପାନୀର ଅନ୍ୟ ସଦସ୍ୟମାନେ ମିଶି ଏହି ଦାନ ଦେଇଛନ୍ତି। ବୟାନ ମୁତାବକ, ଆଇପିଏଲର…

କରୋନା ପୀଡିତଙ୍କ ପାଇଁ ଫଣ୍ଡ ଜୁଟାଇବେ ଏହି କ୍ରିକେଟର, ୱାର୍ଲଡ କପ ଫାଇନାଲର ଜର୍ସିକୁ କରିବେ ନିଲାମ

ଇଂଲଣ୍ଡର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ଜୋସ ବଟଲର କରୋନା ଲଢେଇ ପାଇଁ ଲଣ୍ଡନର ଦୁଇଟି ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ କରିବେ । ଏଥିପାଇଁ ସେ 2019 ୱାର୍ଲଡ କପ ଫାଇନାଲର ନିଜର ଜର୍ସିକୁ ନିଲାମ କରିବେ । ଗତବର୍ଷ ଜୁଲାଇ 14ରେ ଲଡସରେ ଖେଳାଯାଇଥିବା ୱାର୍ଲଡ କପ ଫାଇନାଲର ରୋମାଞ୍ଚକ ମ୍ୟାଚରେ…