Browsing Tag

corona positive

ରାଜ୍ୟରେ ଆଉ ୮୫୨ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩ ଜଣ ଆକ୍ରାନ୍ତ

ଭୁବନେଶ୍ବର(କେନ୍ଯୁଜ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮୧ ଜଣ ୧୮ ବର୍ଷରୁ କମ୍ ବୟସର…

ଲଗାତାର ୩ ହଜାର ତଳେ ରହିଛି ରାଜ୍ୟର ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୨ହଜାର ୧୦୬ ପିଜିଟିଭ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଲଗାତାର ୩ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ହଜାର ୧୦୬ ପିଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୩.୪୮ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୨୧୯, କଟକରୁ ୧୪୫,…

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍‌

ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବାର ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ସମେତ ରାଜନେତା, ନେତ୍ରୀ ତଥା ଅଭିନେତା ମାନେ ମଧ୍ୟ ଏବେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ରାଜ ନେତ୍ରୀ ତଥା ମଧ୍ୟ ପ୍ରଦେଶର ଭୋପାଳରୁ ଲୋକସଭା ସାଂସଦ…

ରାଜ୍ୟରେ ପୁଣି ୫ହଜାର ତଳେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୮୪୩ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ୫ହଜାର ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୭.୭୦ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର ୮୫୮ ନମୂନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୩ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ୧୨ତାରିଖରୁ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏ ଜାରି ରହିବ, ତେବେ ଆମେ କହିପାରିବା ରାଜ୍ୟ ପିକ୍‌ ଅତିକ୍ରମ କରିସାରିଛି। ଯାହାକି ଏକ ଆଶ୍ୱସ୍ତିକର ଖବର ମଧ୍ୟ କୁହାଯାଇପାରେ। ଯଦି ଏହା ଭିତରେ…

ଗୌତମ ଗମ୍ଭୀରଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା

ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା ପଜିଟିଭି ବୋଲି ଜଣାପଡିଛି। ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ଟେଷ୍ଟ୍ କରାଇବାକୁ ଅନୁରୋଧ କରିଛନ୍ତି । ସେ ଟୁଇଟ୍…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ହଜାର ୮୯୧ ପଜିଟିଭ୍‌ ଚିହ୍ନଟ, ୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫ ହଜାର ୮୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୯.୮୫ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୯ ହଜାର ୮୦୭ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ…

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍‌, ସପ୍ତାହେ ପାଇଁ ନିଜକୁ କଲେ ଆଇସୋଲେଟ୍‌

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା। ଦେଶର ଉପରାଷ୍ଟ୍ରପତି କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। କରୋନାର ପଜିଟିଭ୍‌ ରିପୋର୍ଟ ଆସିବା ପରେ ସେ ନିଜକୁ ସପ୍ତାହେ ପାଇଁ ଆଇସୋଲେଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରାଷ୍ଟ୍ରପତି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସଂକ୍ରମିତ…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮ ହଜାର ୫୨୦ ପଜିଟିଭ୍‌ ଚିହ୍ନଟ, ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୮ ହଜାର ୫୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୪ ପ୍ରତିଶତ । ଆଜି ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୨୬୨ ଚିହ୍ନଟ ହୋଇଛନ୍ତି ।…

ପୁଣି ରୂପ ବଦଳାଇପାରେ କରୋନା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରୂପ ବଦଳାଇପାରେ କରୋନା ଭାରିଆଣ୍ଟ। ଭାଇରସର ପ୍ରକୃତି ହେଲା ରୂପ ବଦଳାଇବା। ତେବେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି, ଗବେଷଣା ଜାରି ରହିଛି। କୋଭିଡ୍‌ କେଉଁଭଳି ବ୍ୟବହାର କରିବ ତାହା ମ୍ୟୁଟେସନ ଉପରେ ନିର୍ଭର କରୁଛି। ହୁଏତ ପୁଣି ରୂପ ବଦଳାଇ ଅଧିକ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ୍‌ ଚିହ୍ନଟ, ଗଲା ୩ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍‌ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ ।…

ବାଃରେ ସ୍ୱାସ୍ଥ୍ୟ ବିଭାଗ ବାଃ ! ବିନା ଟେଷ୍ଟରେ ହିଁ ବୃଦ୍ଧାଙ୍କୁ କହିଲା କରୋନା ପଜିଟିଭ, ଘରକୁ ବି କରିଦେଲା ସିଲ୍

କରୋନା ମହାମାରୀ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରିପକାଉଛି। ମଧ୍ୟ ପ୍ରଦେଶରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି, ଯେଉଁଠି ଜଣେ ବୃଦ୍ଧା ମହିଳାଙ୍କର କୌଣସି ଟେଷ୍ଟ କରାନ ଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…