Below header
Browsing Tag

corona positive

ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ବିଶ୍ୱରେ ଗତ ସପ୍ତାହକରେ ସଂକ୍ରମଣ ୬ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ୨ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀଙ୍କୁ କରୋନା। ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ୨ କେନ୍ଦ୍ର ମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଡ୍ଡା ସଂକ୍ରମିତ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଥିବା କହିଛନ୍ତି।…

ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜରୁ ୧୦ ଓ ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ୍ ଚିହ୍ନଟ

ରାୟଗଡ଼ା / ବାଲେଶ୍ବର(କେନ୍ଯୁଜ୍): ରାଜ୍ଯର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି କରୋନା ପଜିଟିଭ। ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଛି। ଯାହା ସୂନା ମିଳିଛି ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ । ୬ ପ୍ରତିଶତ ଉପରେ ପଜିଟିଭିଟି ରେଟ୍‌ । ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍‌ ଥିଲା ୫.୧୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି…

ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ କରୋନା, ୩ ଦିନ ହେଲା କରୁଥିଲେ ନିର୍ବାଚନୀ ପ୍ରଚାର

ଦେଶରେ କାୟା ମେଲାଇଛି କରୋନା। ଧୀରେ ଧୀରେ ବ୍ୟାପୁଥିବା କରୋନା ଏବେ ସୁନାମୀ ଭଳି ପ୍ରବଳ ବିସ୍ତାର କରୁଛି। ଏହାର କବ୍‌ଜାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ରାଜନେତା, ବ୍ୟବସାୟୀ ସମସ୍ତେ ଫସୁଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସୁଛି ଯେ ଲୋକସଭା ସାଂସଦ ବରୁଣ…

ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ: ୨୪ ଘଣ୍ଟାରେ ଆଉ ୪୭୧୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍):ପୁଣି ଚିନ୍ତା ବଢାଇଲା କରୋନା । ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ । ଗତ ୨୪ଘଣ୍ଟାରେ ଆଉ ୪୭୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧୯ ନୂଆ କେସ ରହିଛି। ସୁନ୍ଦରଗଡରୁ ୬୬୨, ସମ୍ବଲପୁରରୁ ୪୩୭ , କଟକରୁ ୩୬୦ ନୂଆ ଆକ୍ରାନ୍ତ ଚିହ୍ନଟ…

କାୟା ମେଲାଉଛି କରୋନା: ୫୦ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ, ସ୍ୱାସ୍ଥ୍ୟ ସେବା ବ୍ୟାହତ

ସାରା ଦେଶରେ କରୋନା ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ତାମିଲନାଡ଼ୁରେ ପ୍ରତିଦିନ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଚେନ୍ନାଇରେ ୫୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ମୁତାବକ, ଚେନ୍ନାଇରେ ତିନିଟି ମୁଖ୍ୟ ସରକାରୀ ମେଡିକାଲ କଲେଜ…

ବାବୁଲ ସୁପ୍ରିଓଙ୍କ ପୂରା ପରିବାରକୁ କରୋନା, ଦରକାର ୬୧ ହଜାର ଟଙ୍କାର କକ୍‌ଟେଲ ଜ୍ୟାବ୍‌; ଟ୍ଵିଟ୍‌ କରି ଜଣାଇଲେ ଦୁଃଖ

ଦେଶରେ ଏବେ କରୋନା ଅନେକ ସେଲିବ୍ରିଟିଙ୍କୁ ନିଜ କବଳକୁ ନେଉଛି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ରାଜନେତା। ତୃଣମୂଳ କଂଗ୍ରେସ (ଟିଏମସି) ନେତା ବାବୁଲ ସୁପ୍ରିଓ ମଙ୍ଗଳବାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବାବୁଲ ସୁପ୍ରିଓ କହିଛନ୍ତି…

ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ, ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍‌…

ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ, ୨୪ ଘଣ୍ଟାରେ ୪୨୪ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧାରୁ ୧୭୭ ଓ କଟକରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜିଲ୍ଲାରୁ ୨୨୨ ସଂକ୍ରମିତ ରହିଛନ୍ତି । ଯାହାକି ରାଜ୍ୟର ମୋଟ ଆକ୍ରାନ୍ତଙ୍କର ୫୨.୩୫…

ପୁଣି ଅର୍ଜୁନ କପୁରଙ୍କୁ କରୋନା, ଜନ୍ମଦିନରେ ଭଉଣୀ ଅଂଶୁଲା ବି ହେଲେ ସଂକ୍ରମିତ; ମଲାଇକାଙ୍କର ହେବ ଟେଷ୍ଟ

କରୋନା ସଂକ୍ରମଣ ବଲିଉଡ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ବାହାରିଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନ ହୋଇ ଯାଇଛନ୍ତି ଏବଂ ସେମାନେ ନିଜ ସମ୍ପର୍କରେ ଆସିଥିବା ଲୋକଙ୍କୁ ପରୀକ୍ଷା କରେଇବାକୁ ଅନୁରୋଧ…

ରାଜ୍ୟରେ ଆଉ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଉ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୪.୩୪ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୪ ପ୍ରତିଶତ ।…

ଇସ୍ପାତ ଓ ଖଣି ବିଭାଗର ପଶିଲା କରୋନା, ଏକକାଳୀନ ୧୫ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ…