Below header
Browsing Tag

corona positive

ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ୧୧୩୩ଜଣ ପ୍ରବାସୀଙ୍କୁ ନେଇ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆକ୍ରାନ୍ତଙ୍କ ସଂଖ୍ୟା…

ଗଞ୍ଜାମ: ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି ମୁମ୍ବାଇରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌। ୧୧୩୩ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନ୍‌ଟି ପହଞ୍ଚିଛି। ଆଉ ଏକ ଟ୍ରେନ୍‌ ଆଜି ସୁରତରୁ ଆସି ପହଞ୍ଚିବ। ସେପଟେ ଗଞ୍ଜାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଗଞ୍ଜାମ…

ରେପ କେସରେ ଜେଲରେ ଥିବା କଏଦୀର ହେଲା କରୋନା ଟେଷ୍ଟ, ଧର୍ଷିତା ବାହାରିଲେ କରୋନା ପଜିଟିଭ

ଏବେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କରୋନା ଭାଇରସ। ପ୍ରତିଦିନ ଏହି କିଲର ଭାଇରସକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଖବର ଜଣାଇବୁ ଯାହାକୁ ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ। ଦିଲ୍ଲୀର ତିହାର ଜେଲରେ ଦୁଷ୍କର୍ମ ଅଭିଯୋଗରେ ଥିବା ଜଣେ କଏଦୀକୁ…

ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ପହଞ୍ଚିଲା ୪୧୪ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ । ଏଇମାତ୍ର ମିଳିଥିବା ସୂଚନା ଅନୁସାରେ ଆଉ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଏବଂ ବୌଦ୍ଧରୁ ଜଣେ…

ପୁଣି ୧୫ ଆକ୍ରାନ୍ତ ଚିହ୍ନଟ, କରୋନା ମ୍ୟାପରେ ଯୋଡି ହେଲା ବୌଦ୍ଧ, ପୁରୀରେ ୨ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ଆଉ ୧୫ ପଜିଟିଭ୍‌ ଚିହ୍ନଟ । ଓଡିଶାରେ ଆଉ ୧୫ କରୋନା ପଜିଟିଭ୍‌ ଚିହ୍ନଟ । ଗଞ୍ଜାମରୁ ୭, ବୌଦ୍ଧ ୩, ପୁରୀ ଓ ଅନୁଗୁଳରୁ ୨ ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ । ଯାଜପୁରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, କିଛି ସମୟ ପୂର୍ବରୁ ଯାଜପୁରରେ ୪ ଚିହ୍ନଟ ହୋଇଥିଲେ । ପ୍ରଥମ…

ଚିନ୍ତା ବଢାଇଲା ମହାରାଷ୍ଟ୍ରର କରୋନା ପଜେଟିଭ ଟ୍ରକ ଡ୍ରାଇଭର, ଜଟଣୀ ଓ ଯାଁଳା ଥାନାର ୨୦ରୁ ଅଧିକ ପୋଲିସ କର୍ମଚାରୀ…

କେନ୍ୟୁଜ୍ (ବ୍ୟୁରୋ):ଚିନ୍ତା ବଢାଇଲା ମାହାରାଷ୍ଟ୍ରର କରୋନା ପଜେଟିଭ ଟ୍ରକ ଡାଇଭର।  ଦୁର୍ଘଟଣା ପରେ ଉଦ୍ଧାର କରିଥିବା କମିଶନରେଟ୍‌ ପୋଲିସ ଜଟଣୀ ଥାନା ଓ ଯାଁଳା ଥାନାର ମିଶି ୨୦ରୁ ଅଧିକ ପୋଲିସ ଓ  ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରଖାଗଲା କ୍ବାରେଣ୍ଟାଇନ ସେଣ୍ଟରରେ । ଏହି ଘଟଣା ପରେ ଜଟଣୀ…

ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୮୮୬ ଜଣ ପ୍ରାଣ ହରାଇଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ସବୁଠୁ ଅଧିକ କରୋନା…

ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ, ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ପଜିଟିଭଙ୍କ ଆସିଲା ତଥ୍ୟ । ସମସ୍ତ ପଜିଟିଭଙ୍କ ରହିଛି ସୁରତ ଲିଙ୍କ୍ । ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଂଜାମ, ୫ ଜଣ କେନ୍ଦ୍ରାପଡା ଏବଂ ୨ ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ଭଦ୍ରକରେ ଚିହ୍ନଟ ହୋଇଥିବା ଦୁଇ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ…

ଆଜି ପୁଣି ନୂଆ ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ପ୍ରଥମେ ବିଶ୍ଵ ତାପରେ ଦେଶ ଏବଂ ବର୍ତ୍ତମାନ ଓଡ଼ିଶାକୁ ନିଜ ଅକ୍ତିଆରରେ କରୁଛି କିଲର ଭାଇରସ କରୋନା। ଆଜି ରାଜ୍ୟରେ ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଆକ୍ରାନ୍ତଙ୍କ…

ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ, ବାଲେଶ୍ୱରରୁ ୨ ଓ ଜଗତସିଂହପୁରରୁ ୧ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ। ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ହେଲା ୨୦୯।  ବାଲେଶ୍ୱରରୁ ୨ ଆକ୍ରାନ୍ତ, ଜଗତସିଂହପୁରରୁ ଜଣେ ପଜିଟିଭ ଚିହ୍ନଟ  ହୋଇଛନ୍ତି। ବାଲେଶ୍ବରର ଦୁଇଜଣ ୨୬ ବର୍ଷୀୟ ପୁରୁଷ ଓ ୨୯ ବର୍ଷୀୟ ପୁରୁଷ ସୁରାଟ ଫେରନ୍ତା ଓ…

ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ । ମୟୂରଭଞ୍ଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଆଜି ସକାଳେ ମୟୁରଭଞ୍ଜର ୩ଜଣ ସଂକ୍ରମିତ…

ଆସିଲା ନୂଆ ୨୦ କରୋନା ସଂକ୍ରମିତଙ୍କ ତଥ୍ୟ, ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୦ ପଜିଟିଭ୍ ଚିହ୍ନଟ ହୋଇଥିବା‌ ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ‌ସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଆଜି ପୁଣି ୨୦ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ…

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍‌। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ‌ସାଇଟ୍‌ରୁ ସୂଚନା ଦିଆଯାଇଛି. କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୨୧ରେ…