Browsing Tag

corona positive

ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ…

ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା: ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ସଂକ୍ରମିତ‌ଙ୍କ ସଂଖ୍ୟା…

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା। ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେ‌ସାଇଟ୍‌ରୁ ସୂଚନା ମିଳିଛି। ବର୍ତ୍ତମାନ…

ରାଜ୍ୟରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା,ଆଜି ଆଉ ଛଅ ନୂଆ ପଜିଟିଭ୍‌ କେସ୍‌ ସାମନାକୁ ଆସିଛି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ଛଅ ନୂଆ ପଜିଟିଭ୍‌ କେସ୍‌ ସାମନାକୁ ଆସିଛି । ଦୁଇ ଜଣ ବାଲେଶ୍ୱର ଜିଲ୍ଲାର, କଟକ ତିଗିରିଆ, ଗଞ୍ଜାମ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଓ ସୁନ୍ଦରଗଡ଼…

ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ବାଲେଶ୍ୱର ଜିଲ୍ଲାରୁ ଦୁଇ ଜଣ ଓ କଟକ ଜିଲ୍ଲାରୁ ଜଣଙ୍କ ଆସିଛି…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ । ବାଲେଶ୍ୱର ଜିଲ୍ଲାରୁ ଦୁଇ ଜଣ ଓ କଟକ ଜିଲ୍ଲାରୁ ଜଣଙ୍କର ରିପୋର୍ଟ ଆସିଛି ପଜିଟିଭ୍‌ । ଏହାସହ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । କଟକ ତିଗିରିଆ ଅଞ୍ଚଳର ୩୪ ବର୍ଷିୟ ଯୁବକଙ୍କ ପଜେଟିଭ…

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସଂକ୍ରମିତ ଜଣଙ୍କ ୧୮ ବର୍ଷୀୟ ଯୁବକ

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା । ଆକ୍ରାନ୍ତ ଜଣଙ୍କ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ତାଙ୍କ ନମୁନା ପଜିଟିଭ୍‌ ବାହାରିଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ ଯାକ…

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାର ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଏହି ଆକ୍ରାନ୍ତଙ୍କୁ ମିଶାଇ…

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୧ ହୋଇଛି । ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ୨୯ ବର୍ଷିୟା…

COVID-19 ଯୋଦ୍ଧାଙ୍କୁ କରୋନା ! ଏମ୍‌ସ ହସ୍ପିଟାଲର ୨୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ, କ୍ୱାରେଣ୍ଟିନରେ ରହିଲେ…

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ପ୍ରତିଷ୍ଠିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍‌ସରୁ ଏକ ବଡ ଖବର ସାମ୍ନାକୁ ଆସିଛି। ହସ୍ପିଟାଲରେ କାର୍ଯ୍ୟ କରୁଥିବା ୨୨ ଜଣ ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧାଙ୍କ ଥରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ…

ଗଞ୍ଜାମରେ ପହଁଚିଲା କରୋନା, ଆଜି ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଥମିବାରେ ନାଁ ଧରୁନି କିଲର ଭାଇରସ କରୋନା। ଆଜି ଆଉ ଦୁଇ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ଜିଲ୍ଲାରେ ଆଜି ପ୍ରଥମ ଥର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର…

ଖୋର୍ଦ୍ଧାକୁ ଟପିଲା ଯାଜପୁର: ପଜିଟିଭଙ୍କ ସଂଖ୍ୟାରେ ହେଲା ଏକ ନମ୍ବର

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଥିବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା୧୫୭ କୁ ବୃଦ୍ଧି ପାଇଛି ।ଆକ୍ରାନ୍ତ ଜଣକ ବରୀ ବ୍ଲକର ୬୨ ବର୍ଷୀୟ ବୟସ୍କ…

ଖୋର୍ଦ୍ଧା ସହିତ ସମାନ ହେଲା ଯାଜପୁର: ପୁଣି ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୬କୁ…

ଯାଜପୁର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ । ଉଭୟ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ର । ଉଭୟ ଆକ୍ରାନ୍ତ କୋଲକତା ଫେରନ୍ତା। ଆକ୍ରାନ୍ତଙ୍କ ଭିତରୁ ଜଣେ ୪୮ ବର୍ଷିୟ ଏବଂ ଜଣେ ୫୫ ବର୍ଷିୟ ପୁରୁଷ। ଉଭୟଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ…

ବଲାଙ୍ଗିରରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ୨୧ ଗାଁକୁ ସଟ୍‌ଡାଉନ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ୨୧ ଗାଁକୁ ସଟ୍‌ଡାଉନ୍‌ କରିଛି ଜିଲ୍ଲା ପ୍ରଶାସନ । ୨୧ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଗୁଡ଼ଭେଲା ବ୍ଲକ୍‌ର ୬ଟି ଗାଁ, ଦେଓଗାଁ ବ୍ଲକ୍‌ର ୧୧ଟି ଗାଁ ଓ ତୁଷୁରା ଏନ୍‌ଏସିର ୪ଟି ଗାଁକୁ ଆସନ୍ତା ୩…