Below header
Browsing Tag

corona positive

ରାଜଧାନୀ ଭୁବନେଶ୍ୱରରୁ ପୁଣି ୩ କରୋନା ପଜେଟିଭ, ସମସ୍ତେ ବମିଖାଲର ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

କେନ୍ୟୁଜ( ବ୍ୟୁରୋ): ରାଜଧାନୀ ବାମିଖାଲରୁ ଚିହ୍ନଟ ହେଲେ ୩ କରୋନା ପଜେଟିଭ।  ସ୍ୱାସ୍ଥ୍ୟବିଭାଗ ଟ୍ୱିଟ କରି ଦେଲା ସୂଚନା।  ଏହିଁ ୩ ଜଣଙ୍କୁ ମିଶାଇ ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯। ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।  ଆଜି ଦିନକରେ ମୋଟ ୪ଟି…

ଓଡ଼ିଶାରେ ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଦୁବାଇ ଫେରନ୍ତା ହେଉଛନ୍ତି ଭଦ୍ରକର ଲୋକ

କେନ୍ୟୁଜ(ବ୍ୟୁରୋ):ଚିହ୍ନଟ ହେଲେ ଚତୁର୍ଥ କରୋନା ଆକ୍ରାନ୍ତ, ଟ୍ୱିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ବ୍ୟକ୍ତି ଜଣକ ୨୯ ବର୍ଷ ବୟସ୍କ ଓ ସେ ଭଦ୍ରକ ଜିଲ୍ଲାର ବୋଲି ଜଣା ପଡ଼ିଛି । ବ୍ୟକ୍ତି ଜଣକ ନିକଟରେ ଦୁବାଇରୁ ଫେରିଥିବାର ସୂଚନା ରହିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ…

ତୃତୀୟ ପଜେଟିଭ୍‌ ପରେ… ଆଜି ଘରେ ରହିବାକୁ ପସନ୍ଦ କରିଛନ୍ତି ରାଜଧାନୀବାସୀ

ଆଜି ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ର ଷଷ୍ଠ ଏବଂ ଦେଶ ଲକ୍‌ଡାଉନ୍‌ର ଚତୁର୍ଥ ଦିନ । ତେବେ ଅଚାନକ ଆଜି ରାଜଧାନୀର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦିରେ ମଧ୍ୟ ପୂର୍ବ ଅପେକ୍ଷା ଲୋକଙ୍କ ଚଳପ୍ରଚଳ ବହୁଗୁଣରେ କମ୍‌ ଥିଲା । ଏମିତିକି ଗ୍ରୋସରୀ ହେଉ କି ପରିବା ଦୋକାନ ସବୁଠି ଭିଡ଼ କମ୍‌ ଥିବା…

ହିନସ୍ତା ଭୋଗୁଛନ୍ତି କର କ୍ଲିନିକରେ ଚିକିତ୍ସା ହୋଇଥିବା ରୋଗୀ, ୪୦ ଜଣ ଡାୟାଲିସିସ୍‌ ରୋଗୀଙ୍କୁ ଅନ୍ୟ…

କେନ୍ୟୁଜ୍(ବ୍ୟୁରୋ):  କର କ୍ଲିନକ ସିଲ୍‌ ହେବା ପରେ ଡାୟାଲିସିସ୍‌ ରୋଗୀଙ୍କ ପାଇଁ ଉପୁଜିଛି ନୂଆ ସମସ୍ୟା । ସେଠାରେ ଚିକିତ୍ସିତ ହେଉଥିବା ୪୦ ଜଣ ଡାୟାଲିସିସ୍‌ ରୋଗୀଙ୍କର ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । କରୋନା ଟେଷ୍ଟ ନହେବା ପର୍ଯ୍ୟନ୍ତ ସେମାନଙ୍କର ଚିକିତ୍ସା ସମ୍ଭବ ନୁହେଁ ବୋଲି…

ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ, ଜାଣନ୍ତୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭୁବନେଶ୍ୱର ଅଞ୍ଚଳର । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ହେବ । ଏହାପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ…

ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ଏହାପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭୁବନେଶ୍ୱରର । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା…

ରାଜ୍ୟରେ ଚିହ୍ନଟ ହୋଇଥିବା ଦ୍ବିତୀୟ କରୋନା ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ବରର, ଲଣ୍ଡନରୁ ଫେରି ଏମ୍ସରେ ହୋଇଥିଲେ…

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ। ରାଜ୍ୟ ସରକାରଙ୍କ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି। କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆକ୍ରାନ୍ତ କରୋନା ପଜେଟିଭଙ୍କ ବିଷୟରେ କିଛି କୁହାଯାଇ ନଥିବା ବେଳେ,…

ସାମ୍ନାକୁ ଆସିଲା ଓଡିଶାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ବୟସ, ଜାଣନ୍ତୁ ତାଙ୍କ ବିଷୟରେ ଆଉ କିଛି ଖବର

ଭୁବନେଶ୍ୱର (କେନ୍ୟୁଜ୍) : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଗତକାଲି ୧୪ଟି ନମୁନାର ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଜଣଙ୍କର ପଜିଟିଭ୍ ଆସିଥିଲା। ଏହି ଖବର ଆସିବା ପରେ ସାରା ଓଡିଶାରେ ଏକ ଭୟର ସଞ୍ଚାର ଖେଳି ଯାଇଥିଲା। ସମସ୍ତେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ଆକ୍ରାନ୍ତ…

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ୧୪ଟି ନମୁନାର ପରୀକ୍ଷାରୁ ଜଣଙ୍କର ଆସିଛି ପଜିଟିଭ୍‌

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ୧୪ଟି ନମୁନାର ପରୀକ୍ଷା କରାଯାଇଥିଲା। ସେଥିରୁ ଜଣଙ୍କର ପଜିଟିଭ୍‌ ଆସିଥିଲା। ଯାହାର ପଜିଟିଭ୍‌ ଆସିଛି ସେ କୋଭିଡ୍‌-୧୯ ପ୍ରଭାବିତ ଦେଶ ଗସ୍ତ କରିଥିବା ସୂଚନା ମିଳିଛି। ରାଜ୍ୟ ସର୍ଭିଲାନ୍‌ସ ୟୁନିଟ୍‌ ପଜିଟିଭ୍‌…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ମିଶିଥିଲେ ୧୨୯ ଜଣଙ୍କ ସହ, ସମସ୍ତଙ୍କୁ ଚିହ୍ନଟ କରି କରାଯିବ ସ୍କ୍ରୀନିଂ

ଭୁବନେଶ୍ୱର(କେନ୍ୟୁଜ୍) : ପ୍ରଥମ କରୋନା ରୋଗୀ ଚିହ୍ନଟ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀଙ୍କ୍  ସୂଚନା। ଆକ୍ରାନ୍ତ ବ୍ୟକ୍ତି ସମୁଦାୟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିରୁ ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣ ଓ ଘରକୁ ଆସି ୫୩ ଜଣଙ୍କ  ସଂପର୍କରେ ଆସିଛନ୍ତି ଆକ୍ରାନ୍ତ…

କରୋନାକୁ ନେଇ ଚିନ୍ତାରେ ଭାରତ, ପୁଣି ୧୮ଜଣଙ୍କ ରକ୍ତ ନମୁନା ଆସିଲା ପଜିଟିଭ୍‌!

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ସେପଟେ କରୋନାକୁ ନେଇ ଚିନ୍ତାରେ ଭାରତ। ଗତ କିଛି ଦିନ ହେବ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ସଂଖ୍ୟା ୫୦ ଟପି ୬୦ରେ ପହଞ୍ଚିଛି। କେରଳରେ ୧୪ ଜଣ ଚିହ୍ନଟ…

ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ, କରେଳରେ ୩ ବର୍ଷ ଶିଶୁର ଆସିଲା ପଜେଟିଭ୍‌ ରିପୋର୍ଟ

କରେଳ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କରେଳରେ ଜଣେ ୩ ବର୍ଷର ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛି । ଶିଶୁକୁ ଚିକିତ୍ସା ପାଇଁ ଏର୍ଣ୍ଣାକୁଲମ ମେଡିକାଲ କଲେଜର ଆଇାସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି । ଶିଶୁଟି ନିକଟରେ ପରିବାର ସହ ଇଟାଲି ଯାଇଥିଲା ।…