Browsing Tag

corona vaccine

କରୋନା ଟିକାରେ ଘୁଷୁରୀ ମାଂସ ଥିଲେ ବି ୟୁଏଇର ମୁସଲମାନ୍‌ ନେବାକୁ ରାଜି, କିନ୍ତୁ ଇସ୍‌ଲାମିକ୍‌ ସମ୍ପ୍ରଦାୟ ଏବେ ବି…

କରୋନା ଟିକାରେ ଘୁଷୁରୀ ମାଂସର ବ୍ୟବହାରକୁ ନେଇ ସାରା ଦୁନିଆର ଇସ୍‌ଲାମିକ୍‌ ଧର୍ମଗୁରୁଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। କାରଣ ଇସ୍‌ଲାମ୍‌ ଧର୍ମରେ ଘୁଷୁରୀ ମାଂସକୁ ହରାମ୍‌ ବୋଲି କୁହାଯାଏ। ଇତି ମଧ୍ୟରେ ସଂଯୁକ୍ତ ଆରବ ଅମିରାତ୍‌ର ଟପ୍‌ ଇସ୍‌ଲାମିକ୍‌ ବଡି କହିଛନ୍ତି, ଯଦି ଭ୍ୟାକସିନ୍‌ରେ…

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ନେଲେ କରୋନା ଭ୍ୟାକ୍ସିନ୍, ଲୋକଙ୍କୁ ସଚେତନ କରିବାକୁ ହେଲା ସିଧା…

ଆମେରିକା : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ନେଲେ କରୋନା ଭ୍ୟାକ୍ସିନ। ବାଇଡେନ୍‌ ଟୀକା ନେବାବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଲୋକଙ୍କ ମଧ୍ୟରେ ଟୀକା ପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଇଡେନ ସର୍ବସମ୍ମୁଖରେ ଟୀକା ନେଇଛନ୍ତି। ଡେଲଓ୍ଵାରେ ଖ୍ରୀଷ୍ଟିଆନା କେୟାର…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ଜାନୁଆରୀରେ ଆସିବ ଟିକା, ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀରେ ମିଳିବ କରୋନା ଟିକା। ଭାରତରେ ଜାନୁଆରୀର କୌଣସି ସପ୍ତାହରେ ବି ଆସିପାରେ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରଥମେ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା। ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର ଯୋଦ୍ଧା, ପୋଲିସ, ମିଲିଟାରୀ ଫୋର୍ସ, ସଫେଇ…

ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ

କେନ୍ଯୁଜ୍: ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ । ଟ୍ରାଏଲ ବେଳେ ସ୍ୱେଚ୍ଛାସେବୀଙ୍କ ନିକଟରେ କୌଣସି ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିନଥିଲା । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟର ଶେଷ ପରୀକ୍ଷାରେ ଜଣାପଡ଼ିଛି ଯେ,…

କରୋନା ଟିକାର ପାର୍ଶ୍ଵପ୍ରତିକ୍ରିୟାକୁ ଏଡାଇ ଦିଆଯାଇନପାରେ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କରୋନା ଲଢେଇରେ ଟିକାର ବ୍ୟବହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କଂପାନୀର କରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ବିତରଣ ପାଇଁ ଚାଲିଛି ପ୍ରସ୍ତୁତି। ତେବେ କରୋନା ଟିକା ନେବା ପରେ ଏହାର ପ୍ରତିକୂଳ ପ୍ରଭାବକୁ ଏ଼ଡାଇ ଦିଆଯାଇନପାରେ ବୋଲି କହିଛି…

ଆମେରିକାରେ ଆରମ୍ଭ ହେଲା ଟିକାକରଣ, ପ୍ରଥମ ଡୋଜ୍‌ ପରେ ଆମେରିକା ଓ ପୂରା ବିଶ୍ୱକୁ ଶୁଭେଛା ଜଣାଇଲେ ଡୋନାଲ୍‌ଡ ଟ୍ରମ୍ପ

କେନ୍ୟୁଜ୍(ବ୍ୟୁରୋ):  ଆମେରିକାରେ ଆରମ୍ଭ ହେଲା ଟିକାକରଣ । ଦିଆଗଲା ପ୍ରଥମ ଫାଇଜର ଡୋଜ୍‌ । ପ୍ରଥମ ଡୋଜ୍‌ ପରେ ଆମେରିକା ଓ ପୂରା ବିଶ୍ୱକୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରୁଷିଆ ଓ ବ୍ରିଟେନ୍‌ ପରେ ତୃତୀୟ ରାଷ୍ଟ୍ର ଭାବେ ଆମେରିକା ଟିକାକରଣ ଆରମ୍ଭ କରିଛି । ଦୁଇ…

ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା, ଭ୍ଯାକସିନ୍‌ ଆସିବା ପୂର୍ବରୁ କେନ୍ଦ୍ର ସରକାର…

ନୂଆଦିଲ୍ଲୀ : ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଟିକା ଦିଆଯିବ । ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ ଜଣିଆ ଟିମ୍‌ । ୬ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କ ପାଖରେ ପହଁଚିବ ୬୦ କୋଟି ଡୋଜ । କରୋନା ଟିକା ଆସିବା ପୂର୍ବରୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଜାରି କଲେ…

ଆମେରିକା ପାଇଁ ଖୁସି ଖବର: FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଦେଇଛନ୍ତି ଗ୍ରୀନ ସିଗନାଲ୍

ଆମେରିକା : ଆମେରିକା ପାଇଁ ଖୁସି ଖବର । FDA ଆଡଭାଇଜରୀ ପ୍ୟାନେଲ ଫାଇଜର ଟିକାକୁ ଦେଇଛନ୍ତି ଗ୍ରୀନ ସିଗନାଲ । ସ୍ୱାସ୍ଥ୍ୟ କର୍ମୀଙ୍କୁ ଆସନ୍ତା ସପ୍ତାହରେ ଦିଆଯିବ ଫାଇଜର ଟିକା । ଫାଇଜର କରୋନା ଟିକା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାସ କରିଛି । ଆମେରିକା ଖାଦ୍ୟ ଓ ଡ୍ରଗ…

ପ୍ରତୀକ୍ଷାର ହେଲା ଅନ୍ତ: ବ୍ରିଟେନରେ କୋଭେଣ୍ଟ୍ରି ମେଡିକାଲରେ ପ୍ରଥମେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ନେଲେ କରୋନା…

ବ୍ରିଟେନ: ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ । କୋଭେଣ୍ଟ୍ରି ମେଡିକାଲରେ ୯୦ ବର୍ଷୀୟା ବୃଦ୍ଧା ମାର୍ଗାରେଟ ପ୍ରଥମେ ଟିକା ନେଇଛନ୍ତି । ସେହିପରି ମହାରାଣୀ ଏଲିଜାବେଥ୍‌-ଦ୍ୱିତୀୟ ପ୍ରଥମ ଟିକା ନେବେ । ତାଙ୍କ ବୟସ ୯୪ ବର୍ଷ । ୯୯ବର୍ଷୀୟ ରାଜକୁମାର ଫିଲିପ୍‌ ବି ଟିକା ନେବେ । ଆଗଧାଡିର…

ବିଶ୍ୱର ପ୍ରଥମ କୋଭିଡ୍ ଗଣଟିକାକରଣ, ମସ୍କୋରୁ ଟିକାକରଣ ଅଭିଯାନ ଆରମ୍ଭ କଲା ରୁଷ

ନୂଆଦିଲ୍ଲୀ : ବିଶ୍ୱର ପ୍ରଥମ କୋଭିଡ୍ ଗଣଟିକାକରଣ । ରାଜଧାନୀ ମସ୍କୋରୁ ଟିକାକରଣ ଅଭିଯାନ ଆରମ୍ଭ କଲା ରୁଷ । ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି ସ୍କୁଲ, ସ୍ୱାସ୍ଥ୍ୟକର୍ମୀ ଓ ସାମାଜିକ କର୍ମୀ। ଟିକା ଉତ୍ପାଦନ ବଢ଼ିବା ସହ ଅନ୍ୟମାନଙ୍କୁ ସାମିଲ କରାଯିବ । ଡିସେମ୍ବର ଶେଷ ସୁଦ୍ଧା ୨୦ ଲକ୍ଷ…

କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ, ଗୁରୁତରଙ୍କୁ ମସ୍କୋରେ ଦିଆଯାଉଛି ଟିକା

ରୁଷିଆ: କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ । ମସ୍କୋରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରଥମେ କରୋନା ଭୁତାଣୁ ସଂକ୍ରମିତ ଗୁରୁତରଙ୍କୁ ଟିକା ଦିଆଯାଇଛି। କରୋନା ମୁକାବିଲା ପାଇଁ ରୁଷ ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରିଛି। ଅଗଷ୍ଟରେ ଟିକାର ପଞ୍ଜିକରଣ ହୋଇଥିବା ବେଳେ ଏହା…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଲେ ୨୦୨୧ର ପ୍ରଥମ ୩/୪ ମାସ ମଧ୍ୟରେ ଲୋକଙ୍କୁ ଦିଆଯିବ ଟିକା

କେନ୍ୟୁଜ୍(ବ୍ୟୁରୋ): ମୋଦିଙ୍କ ମିଶନ୍‌ ଭ୍ୟାକ୍ସିନ୍‌ । ଟିକା ବିକାଶ ଓ ଉତ୍ପାଦନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଦିନକ ପୂର୍ବରୁ ୩ଟି ସହର ବୁଲି ୩ଟି ଫାର୍ମା କମ୍ପାନୀ ପରିଦର୍ଶନ କରିଥିଲେ । ଆଜି ଆଉ ୩ କମ୍ପାନୀର ଭ୍ୟାକ୍ସିନ୍‌ ଟିମ୍‌ ସହ ଭିଡିଓ କନଫରେନ୍‌ସିଂରେ…