Browsing Tag

coronavirus advisory

କରୋନା ସହ କେମିତି ଲଢ଼ିବା?? ପଢ଼ନ୍ତୁ, ଦେଶର ଚାରି ବରିଷ୍ଠ ଡାକ୍ତରଙ୍କ ପରାମର୍ଶ

କରୋନା ସହ ଯୁଝୁଛି ଦେଶ। ଭୟରେ ସଂକ୍ରମିତ ଓ ସେମାନଙ୍କ ପରିବାର। ଏଭଳି ସମୟରେ କୋଭିଡ ସଂପର୍କିତ ସ୍ଥିତି ନେଇ ଦେଶର ଚାରିଜଣ ବରିଷ୍ଠ ଡାକ୍ତର ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହାନ, ଦିଲ୍ଲୀ ଏମ୍‌ସ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା…

କଟକ(କେନ୍ୟୁଜ୍):ପ୍ରଥମେ କୋଭିଡ ପରୀକ୍ଷା, ପରେ ରାଜ୍ୟ ଭିତରେ ପ୍ରବେଶ । ପ୍ରବାସୀ ଓଡ଼ିଆଙ୍କ ରାଜ୍ୟରେ ପ୍ରବେଶ ନେଇ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରବାସୀମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ କୋର୍ଟ ଜୋର ଦେଇଛନ୍ତି । ଯିଏ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି, ଗତକାଲି ମୋଟ୍‌ ୪୦୮ଟି ନମୁନା ପରୀକ୍ଷାରୁ ୪୦୨ଟି ଆସିଥିଲା…

ଭୁବନେଶ୍ବର: ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ସକାଳେ ଦୁଇ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ବେଳେ ରାତିରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

ଭୋପାଳ ବୁଲି ଯିବା ହେଲା କାଳ, କରୋନା ନେଇ ଫେରିଲେ ବମିଖାଲର ଗୋଟିଏ ପରିବାରର ୧୯ଜଣ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତକାଲି ଚିହ୍ନଟଙ୍କ ଭିତରୁ…

ଗଞ୍ଜାମ: କରୋନା ମୁକାବିଲା ନେଇ ବରଗାଁର ଘରେ ଘରେ ଲାଗିଛି ଶପଥ ପତ୍ର, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଚାରିଆଡେ…

ଭଞ୍ଜନଗର : ଘରେ ଘରେ ପଡିଛି ଲକ୍ଷ୍ମଣ ରେଖା । ପ୍ରତି ଘର ଆଗରେ ଲାଗିଛି ଶପଥ ପତ୍ର । ଶପଥ ପତ୍ରରେ ଘରୁ ନ ବାହାରିବା ପାଇଁ ଶପଥ କରିଛନ୍ତି ଘର ଲୋକେ । କୌଣସି ଗୋଟିଏ ବି ଘର ଏଥିରୁ ବାଦ୍ ପଡିନାହାନ୍ତି । ପ୍ରତି ସାହିରେ କରୋନା ମୁକାବିଲା ପାଇଁ ହାତ ଧୋଇବା ନେଇ ବ୍ଯବସ୍ଥା କରାଯାଇଛି ।…

ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ପେସେଣ୍ଟ ନମ୍ବର ଫାଇଭ୍‌: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌, ବିଶୋଦ୍ଧିକରଣ କରୁଛି…

ଭୁବନେଶ୍ବର: ଚିନ୍ତା ବଢ଼ାଇଲେ ପେସେଣ୍ଟ ନମ୍ବର ଫାଇଭ । ସେ ବିଦେଶ କି ରାଜ୍ୟ ବାହାରକୁ ଯାଇ ନଥିଲେ । କିନ୍ତୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ । ଗୋଷ୍ଠୀ ସଂକ୍ରମଣ କି ନୁହେଁ ସେନେଇ ଅନୁଧ୍ୟାନ ଚାଲିଛି । ପଞ୍ଚମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ପ୍ରଦୀପ୍ତ କୁମାର ଦଳବେହେରା ।…

ଆଜି ପୁଣି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ୫ ଏପ୍ରିଲ୍‌ ରାତି ୯ଟାରେ ୯ ମିନିଟ୍‌ ସମୟ…

ନୂଆଦିଲ୍ଲୀ: ଆଜି ଲକ୍‌ଡାଉନ୍‌ର ଦଶମ ଦିନ । ନଅ ଦିନ ପରେ ଏପ୍ରିଲ ୫ ତାରିଖ ପାଇଁ ରାତି ୯ଟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମାଗିଲେ ୯ ମିନିଟ୍‌ । ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ଏପ୍ରିଲ ୫ ରାତି ୯ଟାରେ ଘରର ସବୁ ଲାଇଟ୍‌ ୯ ମିନିଟ ପାଇଁ ବନ୍ଦ ରଖିବା । ଛାତ, ବାଲକୋନୀ କିମ୍ବା ଘର…

ସାରା ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୨୦୪ଟି ଦେଶରେ ବ୍ୟାପିଛି କରୋନା । ବିଶ୍ୱରେ ଏଯାଏ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୧୨ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି । ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୫୩,୧୬୭ରେ ପହଞ୍ଚିଛି।…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି…

ଲକ୍‌ ଡାଉନ ଯୋଗୁ ଦୟନୀୟ ଅବସ୍ଥାରେ ବିଭିନ୍ନ ବ୍ୟବସାୟୀ, ପୁରୀ ସ୍ୱର୍ଗଦ୍ୱାରରେ କମିଛି ଶବଦାହ ସଂଖ୍ୟା

କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି ।ଏଥିରୁ ପନି ପରିବା ଓ ଔଷଧ ଦୋକାନକୁ ବାଦ୍‌ ଦିଆଯାଇଛି । ଅତି ଜରୁରୀ ନଥିଲେ ଘରୁ ନବାହରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଉଛି । ଅନ୍ୟପଟେ ଲକ୍‌ ଡାଉନ ଫଳରେ ଅନେକ ପ୍ରକାର ଅସୁବିଧା ମଧ୍ୟ ଭୋଗିବାକୁ…

ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା, ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ଘୋଷଣା…

ନୂଆଦିଲ୍ଲୀ: ପେଟ ଉପରେ କରୋନା ମାଡ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା। କାମଧନ୍ଦା ନମିଳିବାରୁ ଚିନ୍ତା ପଡିଛନ୍ତି ଦିନମଜୁରିଆ। ସେପଟେ ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ସରକାର। କେରଳ ସରକାର କରୋନା ପାଇଁ ୨୦…