Browsing Tag

coronavirus death toll

ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ରେ ପହଁଚିଛି

ନୂଆଦିଲ୍ଲୀ: ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱରେ ଏଯାଏ ୨୦ଲକ୍ଷ ୮୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ ହୋଇଛି। ୫ଲକ୍ଷ ୧୦ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ।ସବୁଠୁ ଅଧିକ ପ୍ରଭାବିତ ହୋଇଛି…

ଭାରତରେ ଚାରି ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୨ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଚାରି ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୪୧୪ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ୧୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ହୋଇ ଫେରିଛନ୍ତି ୧ହଜାର ୪୮୯ । ବିଭିନ୍ନ ହସ୍ପିଟାଲରେ ୧୦ହଜାର ୪୭୭ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ର…

ଦେଶରେ ୧୦ ହଜାର ଟପିଲା କରୋନାରେ ସଂକ୍ରମିତଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ଗଲାଣି ୩୩୯ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ୧୦ ହଜାର ୩୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ, କରୋନାରେ ଏପର୍ଯ୍ୟନ୍ତ ୩୩୯ ମୃତ୍ୟୁବରଣ କଲେଣି । ୧୦୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୩୧ ଜଣଙ୍କ…

ଆମେରିକାରେ କରୋନାର କରାଳ ରୂପ: ଗଲାଣି ୨୨ ହଜାରରୁ ଅଧିକ ଜୀବନ, ୫ ଲକ୍ଷରୁ ଅଧିକ ଆକ୍ରାନ୍ତ

ଆମେରିକା : ବିଶ୍ୱକୁ ସ୍ତବ୍ଧ କରିଛି ଆମେରିକା। କରୋନା ମୃତ୍ୟୁସଂଖ୍ୟାରେ ସର୍ବାଧିକ ରହିଛି ଆମେରିକା । ନା ସଂକ୍ରମଣ କମୁଛି, ନା ମୃତ୍ୟୁ ଉପରେ ଲାଗୁଛି ବ୍ରେକ୍‌। ଏପର୍ଯ୍ୟନ୍ତ ଭୂତାଣୁ ୨୨ ହଜାରରୁ ଅଧିକ ଅଧିକ ଜୀବନ ନେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାରରୁ ଅଧିକ ରହିଛି ।…

କରୋନା ଯୋଗୁ ଦେଶରେ ୩୦୮ ମୃତ: ୨୪ଘଣ୍ଟାରେ ଗଲାଣି ୩୫ ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବ୍ୟାପୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୫ଜଣଙ୍କ ଜୀବନ ନେଇଛି ଅଦୃଶ୍ୟ ଶତ୍ରୁ । ଦେଶରେ ୯ ହଜାର ୧୫୨ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦୮ ଜଣଙ୍କ ମୁଣ୍ଡ ନେଲାଣି ଏହି ମାରାତ୍ମକ ଭାଇରସ୍‌ । ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ…

ଭାରତରେ କରୋନା ଯୋଗୁ ୨୪ ଘଣ୍ଟାରେ ଗଲାଣି ୪୦ଜୀବନ, ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । କରୋନା ଯୋଗୁ ୨୩୯ ଜଣଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪୪୭ ହୋଇଛି । ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏକ ହଜାର ୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୬୪୩…

ଭାରତରେ ୧୯୯ଟି ମୁଣ୍ଡ ନେଲାଣି ମହାମାରୀ କରୋନା, ଗତ ୨୪ଘଣ୍ଟାରେ ଯାଇଛି ୨୦ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଆଜି ସୁଦ୍ଧା ୬ ହଜାର ୪୧୨ ଛୁଇଁଛି ଆକ୍ରାନ୍ତ ସଂଖ୍ୟା । ୫୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲରେ ୫ ହଜାର ୭୦୯ ଜଣ…

ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି: ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪…

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଯାଏଁ ମାରାତ୍ମକ ଭାଇରସ୍‌ ନେଲାଣି ୧୬୬ ମୁଣ୍ଡ। ଆକ୍ରାନ୍ତ ହୋଇଛନ୍ତି ୫ହଜାର ୭୩୪ ଜଣ । ୪୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ମୋଟ ୨୭୪ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ…

ଦେଶରେ ପାଞ୍ଚ ହଜାର ପାଖାପାଖି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୭୭୩ଟି ନୂଆ ପଜିଟିଭ୍‌ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଛି । ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୪ ହଜାର ୬୪୩ ଜଣ ଚିକିତ୍ସାଧୀନ ଅଛନ୍ତି । ୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ୪୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଘଟିଲା ଅଘଟଣ : ଓଡ଼ିଶାରେ କରୋନାରେ ପ୍ରଥମ ମୃତ୍ୟୁ, ଜଣାପଡ଼ିଲା ମୃତ୍ୟୁ ପରେ

ଭୁବନେଶ୍ବର: ଓଡିଶାର ପ୍ରଥମ କରୋନା ମୃତ୍ୟୁ । ସୂଚନା ଅନୁଯାୟୀ ଏହି କରୋନା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ । ତାଙ୍କ ଘର ଝାରପଡା ଅଞ୍ଚଳରେ । ତାଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଏମସ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୧୨୫୨ ଜଣଙ୍କ ମୁଣ୍ଡ ନେଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୯ଟି ଦେଶରେ ବ୍ୟାପିଛି ମାରାତ୍ମକ ଭାଇରସ୍‌। ଏଯାଏ ୧୩.୪୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୭୮ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ ଆମେରିକାରେ ସାଂଘାତିକ ହେବାରେ…

ଘାତକ ସାଜିଛି କରୋନା ଭାଇରାସ: ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଲା, ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ୬୦ ବର୍ଷରୁ…

ନୂଆଦିଲ୍ଲୀ: ଘାତକ ସାଜିଛି କରୋନା ଭାଇରାସ। ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। କରୋନା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ଚିକିତ୍ସାଧିନ ଅଛନ୍ତି ୪ହଜାର ୪୨୧। ସୁସ୍ଥ ହୋଇଛନ୍ତି ୩୧୮ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶର ବିଭିନ୍ନ…