Below header
Browsing Tag

Coronavirus

ଦୁଇଟି ଡୋଜ୍‌ ଟୀକା ନେବା ପରେ ବି କାହିଁକି ଓମିକ୍ରନରେ ପଜିଟିଭ୍‌ ହେଉଛନ୍ତି ଲୋକ ଜାଣନ୍ତୁ

ଭାରତରେ ଏବେ ପର୍ଯ୍ୟନ୍ତ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନର ଅନେକ ମାମଲା ଏବେ ସାମ୍ନାକୁ ଆସିଲାଣି। ଏମାନଙ୍କ ମଧ୍ୟରୁ ଏମିତି ଅନେକ ଅନେକ ଲୋକ ଅଛନ୍ତି ଯେଉଁମାନେ ଭ୍ୟାକ୍ସିସିନର ଦୁଇଟି ଡୋଜ ନେଇ ସାରିଛନ୍ତି ଏବଂ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ବି ନାହିଁ କିନ୍ତୁ ଏସବୁ ପରେ ବି ଓମିକ୍ରନ…

ମାଡ଼ି ଆସୁଛି ଓମିକ୍ରନ! ରକ୍ଷା କରିବ ସବୁଜ ପରିବା ଓ ଋତୁକାଳୀନ ଫଳ, ଦୈନିକ ୪୦ ମିନିଟ୍‌ ବସନ୍ତୁ ଖରାରେ; ଜାଣି ରଖନ୍ତୁ…

କରୋନାର ଭୟ, ଯାହା ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହୋଇଥିଲା, ତାହା କିଛି ମାସ ଧିମା ପଡ଼ି ଯାଇଥିଲା। କିନ୍ତୁ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ଆସିବା ପରେ ଏହା ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଓମିକ୍ରନ ଏତେ ବିପଜ୍ଜନକ ହେବ ଯେ ଏଥିରେ ଆମେ ଭୟଭୀତ…

ବିଦେଶୀ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ, ବିମାନ ବନ୍ଦରରେ ଦେଖାଇବାକୁ ହେବ ଆରଟିପିସିଆର…

ନୂଆଦିଲ୍ଲୀ: ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ ଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଭାରତକୁ ଆସିବା ପୂର୍ବରୁ ୧୪ ଦିନ କେଉଁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ତାହା ଯାତ୍ରୀମାନେ ଜଣାଇବେ। ଏହାସହ ଆରଟିପିସିଆର ନେଗେଟିଭି ରିପୋର୍ଟ ଦାଖଲ କରିବାକୁ ପଡିବ। ଯାତ୍ରା…

ଚୀନରେ ସ୍ୱାସ୍ଥ୍ୟକର୍ମୀଙ୍କ ବର୍ବର କାଣ୍ଡ! କରୋନା ଭାଇରସ୍‌ ନିପାତ ପାଇଁ ଘରେ ପଶି କୁକୁରକୁ ରଡ୍‌ରେ ପିଟି ପିଟି…

ଚୀନରେ କରୋନା ଭାଇରସ୍‌ ପୁଣିଥରେ କାୟା ବିସ୍ତାର କରିଛି। ଏହାରି ଭିତରେ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ୍‌ ପ୍ରୋଟୋକଲ ନାଁରେ ଏକ କୁକୁରକୁ ପିଟି ପିଟି ମାରି ଦେଇଛନ୍ତି। ଘର ଭିତରେ ପଶି ଏକ ପୋଷା କୁକୁରକୁ ସ୍ୱାସ୍ଥ୍ୟକର୍ମୀମାନେ ରଡ୍‌ରେ ପିଟି ହତ୍ୟା କରିଛନ୍ତି। ସେମାନେ ଯେଉଁ ସମୟରେ ଏହି…

କରୋନା ଟିକା ନେବାକୁ ମନା କରିବାରୁ ଘରର ବିଜୁଳି ଓ ପାଣି କାଟିଦେଲେ ସରକାରୀ ଅଧିକାରୀ, ନେଇଗଲେ ରାସନ କାର୍ଡ

କରୋନାକୁ ମାତ୍‌ ଦେବା ପାଇଁ ଦେଶବ୍ୟାପୀ ଟିକାଦାନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଲୋକଙ୍କୁ କରୋନା ଭାଇରସ୍‌ କବଳରୁ ମୁକ୍ତ କରିବା ପାଇଁ ସରକାର ଏଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଟିକାକରଣକୁ ନେଇ ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ବଡ଼ବାନୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ…

ହଜାରେ ତଳକୁ ଖସିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ୧ ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୩୯ ପ୍ରତିଶତ। ଯାହାକି ଗତକାଲି ଥିଲା ୧.୫୩ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର…

ମିଳିଲା ସୁପର ଭ୍ୟାକ୍‌ସିନ୍‌ ଫର୍ମୁଲା, କରୋନାର ସବୁ ଭ୍ୟାରିଏଣ୍ଟକୁ ଏବେ କରିହେବ ମୂଳପୋଛ

ଆସିଲା ସୁପର ଭ୍ୟାକ୍‌ସିନ୍‌। କରୋନା ଭାଇରସ୍‌କୁ ମୂଳପୋଛ କରିବାକୁ ବୈଜ୍ଞାନିକମାନେ ବାହାର କରିଛନ୍ତି ସୁପର ଭ୍ୟାକ୍‌ସିନ୍‌। ଏହି ଭ୍ୟାକ୍‌ସିନ୍‌ କରୋନା ଭାଇରସ୍‌ର ସବୁ ନୂଆ ଭ୍ୟାରିଏଣ୍ଟକୁ ମାତ୍‌ ଦେବାକୁ ସକ୍ଷମ ବୋଲି ଦାବି କରିଛନ୍ତି ବୈଜ୍ଞାନିକ। ନିକଟରେ ବୈଜ୍ଞାନିକମାନେ ସୁପର…

କମିଲା କରୋନା, ବ୍ରିଟେନରେ ମାସ୍କ ପିନ୍ଧିବା ନିୟମକୁ ଉଠାଇଲେ ସରକାର

କୋହଳ ହେଲା କଟକଣା। ଆଜିଠାରୁ ମାସ୍କ ପିନ୍ଧା ବନ୍ଦ। ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି ଫ୍ରିଡମ ଡେ। ଦେଶର ବିଭିନ୍ନ ପ୍ରାନ୍ତରୁ କୋଭିଡ କଟକଣା କୋହଳ କରାଯାଇଛି। ନାଇଟ କ୍ଲବ ଖୋଲିବା ସହ ପୂର୍ଣ୍ଣ କ୍ଷମତାରେ ଇନ୍‌ଡୋର ଆକ୍ଚିଭିଟିକୁ ଅନୁମତି ଦେଇଛନ୍ତି ବୋରିସ ଜନ୍‌ସନ ସରକାର। ବ୍ରିଟେନ ସରକାର…

ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କୁ କରୋନା, ଆଉ ଖେଳିବେନି ଅଲମ୍ପିକ୍‌

ଜାପାନ ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଉପରେ ଏବେ କରୋନାର କଳାବାଦଲ ଘୋଟିଛି। ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନା ସଂକ୍ରମିତ ହେବା ଯୋଗୁ ସେ ଅଲମ୍ପିକ ଖେଳିବେ ନାହିଁ ବୋଲି…

କରୋନା ଭାଇରସ୍‌ର ଓଜନ ଶୁଣିଲେ ଆପଣ ବି ଚମକି ପଡ଼ିବେ, ରିସର୍ଚ୍ଚରେ ହେଲା ଖୁଲାସା

ଏବେ ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ହାହାକାର ସ୍ଥିତି ଉପୁଜିଛି। ଲୋକମାନେ ଭାଇରସ୍‌ରୁ ମୁକ୍ତି ପାଇବାକୁ ଟିକା ନେବା ବି ଆରମ୍ଭ କଲେଣି। ତଥାପି ମହାମାରୀ କବଳରୁ ନିସ୍ତାର ମିଳୁନାହିଁ। ତେବେ ସାରା ଦୁନିଆକୁ କଲବଲ କରୁଥିବା ଏହି କରୋନାର ଓଜନ କେତେ ତାହା କେବେ ଚିନ୍ତା କରିଛନ୍ତି କି!…

କୋଭିଡ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୪୪ ମୃତ ୬୭ ଆହତ

ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ…

ଦୁଇଟି ଡୋଜ୍‌ ନେଇସାରିଥିବା ଲୋକଙ୍କର ବି ଜୀବନ ନେଉଛି ଡେଲ୍‌ଟା ଭାରିଏଣ୍ଟ, ଏହି ବୟସର ଲୋକେ ରୁହନ୍ତୁ ଅଧିକ ସାବଧାନ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଡେଲ୍‌ଟା ଭାଇରସ୍‌ ଆତଙ୍କରେ ଏବେ ସାରା ବିଶ୍ୱବାସୀ ଆତଙ୍କିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେକାର ସବୁଠୁ ସଂକ୍ରାମକ ଭାରିଏଣ୍ଟ ଭାବେ ଏହାକୁ ‘ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ’ ତାଲିକା ଭୁକ୍ତ କରିଛି। ଏବେ ଏହି ଭାଇରସ୍‌ ସମ୍ପର୍କରେ ଏକ ନୂଆ ତଥ୍ୟ…