Browsing Tag

Coronavirus

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ ବଢ଼ୁଛି କରୋନା ଆତଙ୍କ, ୨୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

ଚୀନ୍‌ରେ କରୋନା ଭାଇରସ୍‌ର ଆତଙ୍କ ସମ୍ପୂର୍ଣ୍ଣ ଥମିନଥିଲେ ମଧ୍ୟ ଧୀରେ ଏଥିରେ ମୃତ୍ୟୁହାର କମୁଛି। ଅନ୍ୟପଟେ ଏହି ଭାଇରସ୍‌ ଏବେ ଦକ୍ଷିଣ କୋରିଆରେ ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଶୁକ୍ରବାର ଏହି ମାରାତ୍ମକ ରୋଗ ଯୋଗୁ ଚୀନ୍‌ରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂଆ କରି ୩୨୭ଟି…

କରୋନା ଭାଇରସ ଭୟ : ବନ୍ଦ ହେଲା ଫେସବୁକର F8 କନଫରେନ୍ସ

କରୋନା ଭାଇରସ ଚୀନରେ ଏପରି ପ୍ରଭାବ ପକାଇଛି ଯେ, ସେଥିରୁ ଚୀନବାସୀ ମୁକୁଳିବା ବହୁତ କଷ୍ଟକର। ଏହି ମହାମାରୀ ଯୋଗୁଁ ପାଖାପାଖି ୩ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହି ଭାଇରସ ଧୀରେ ଧୀରେ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଚୀନ ପରେ ଏହି ଭାଇରସ ଟେକନୋଲଜି ସେକ୍ଟର ଉପରେ ବେଶୀ…

ବୁର୍ଲା ଭିମ୍‌ସାର୍‌ରେ କରୋନା ସନ୍ଦିଗ୍ଧ ! ସ୍ୱତନ୍ତ୍ର ଓ୍ଵାର୍ଡରେ ରଖାଯାଇ ଚାଲିଛି ପ୍ରାଥମିକ ଚିକିତ୍ସା

ସୁନ୍ଦରଗଡ଼: ବୁର୍ଲା ଭିମ୍‌ସାର୍‌ରେ କରୋନା ସନ୍ଦିଗ୍ଧ ! ଭିମ୍‌ସାର୍‌ ସ୍ୱତନ୍ତ୍ର ଓ୍ଵାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ଭିମସାର ପାଇଁ ଏହା ପ୍ରଥମ କରୋନା ସଂକ୍ରମିତ ରୋଗୀ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ହିମଗିରି ଅଞ୍ଚଳର। ସେ ସାଉଥ କୋରିଆରେ ଚାକିରୀ କରୁଥିଲେ। କିଛି ଦିନ ତଲେ ସେ ତାଙ୍କ…

କରୋନା ଆତଙ୍କ : ଚୀନରେ ୨୬୬୩ ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ୩୧ ଦେଶରେ କାୟା ବିସ୍ତାର କରିଛି କରୋନା

ଚୀନରେ ମାରାତ୍ମକ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଆଜି ୨୬୬୩ରେ ପହଞ୍ଚିଥିବାବେଳେ ବିଶ୍ୱବ୍ୟାପୀ ୭୭,୧୫୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୩୧ଟି ଦେଶ ଏହି ରୋଗ ବ୍ୟାପିବାରେ ଲାଗିଛି। ଦକ୍ଷିଣ କୋରିଆ ଏବଂ ଇଟାଲିରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ହୋଇଯାଇଛି।…

ଚୀନ୍‌ରେ ଶହଶହ ମୁଣ୍ଡ ନେଉଛି ପ୍ରାଣଘାତୀ ‘କରୋନା’, ମୃତ୍ୟୁସଂଖ୍ୟା ୨୪୭୦ ଟପିଲା

ଚୀନ୍‌: ଚୀନ୍‌ରେ ଶହଶହ ମୁଣ୍ଡ ନେଉଛି ପ୍ରାଣଘାତୀ ‘କରୋନା’। ‘କରୋନା’ ଭୂତାଣୁରେ ମୃତ୍ୟୁସଂଖ୍ୟା ୨୪୭୦ ଟପିଲା। ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାରରୁ ଉର୍ଦ୍ଧ୍ୱ ହୋଇଛି। ସେପଟେ କରୋନା ଚୀନ୍‌ର ସବୁଠୁ ବଡ଼ ହେଲ୍‌ଥ ଇମର୍ଜେନ୍ସି ବୋଲି କହିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ । ଏକ ଜରୁରୀ…

ଭାରତ ହୋଇଗଲା କି କରୋନା ଭାଇରସ୍‌ମୁକ୍ତ? ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି ସରକାର

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ପ୍ରଭାବ କିଛିକାଂଶରେ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ସବୁଠାରୁ ଖୁସିର କଥା ହେଉଛି ଭାରତରେ ଆଦୌ କରୋନା ରୋଗୀ ନାହାନ୍ତି। ଗୁରୁବାର ଦିନ କେରଳରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପରେ ସୁସ୍ଥ କରାଯାଇ…

କରୋନା ଭାଇରସରେ ୮ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ, ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ

କରୋନା ମୃତ୍ୟୁସଂଖ୍ୟା ୨୩୬୦ ଛୁଇଁଲା । ପାଖାପାଖି ୭୭ ହଜାର ୭୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାସହ ଏହି କରୋନା ଭାଇରସରେ ୮ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୭୦୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । କରୋନାରେ ପେଙ୍ଗ ୟିନହୁଆ ନାମକ ଜଣେ କନିଷ୍ଠ ଡାକ୍ତରଙ୍କ ମୃତ୍ୟୁ…

ଜାପାନରେ ଅଟକ ଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ଦମ୍ପତିଙ୍କ ପ୍ରାଣ ନେଲା କରୋନା, ୬୨୧ ଜଣଙ୍କ ରିପୋର୍ଟ ପଜିଟିଭି

ଜାପାନ: ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ଥିବା ଜାପାନର ଦୁଇ ଯାତ୍ରୀଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତ୍ୟୁବରଣ କରିଛନ୍ତି ଦମ୍ପତି । ସେମାନଙ୍କଠାରେ ଚିହ୍ନଟ ହୋଇଥିଲା କରୋନା ଭାଇରସ୍‌ ପଜିଟିଭ । ଏହାପରେ ସେମାନଙ୍କୁ ଗତ ସପ୍ତାହରେ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଚୀନ୍‌ ପାଇଁ କାଳ ହୋଇଛି କରୋନା ଭାଇରସ୍‌: ୭୫ ହଜାରରୁ ଅଧିକ ଆକ୍ରାନ୍ତ, ଗଲାଣି ୨୧ ଶହରୁ ଅଧିକ ଲୋକଙ୍କ ଜୀବନ

ଚୀନ୍‌ : ଚୀନ୍‌ ପାଇଁ କାଳ ହୋଇଛି କରୋନା । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୨୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୭୫ ହଜାରରୁ ଅଧିକ ଲୋକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଚୀନ୍‌ ବାହାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଛି । ସେପଟେ ୧୪ ଦିନର ବନ୍ଦୀ ଜୀବନ ପରେ…

ଚୀନରେ କରୋନା ଭାଇରସର ପ୍ରଭାବ: ମରି ଚାଲିଛନ୍ତି ଆହୁରି ମରିବେ, ୭୪ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର

ଚୀନ: ଚୀନରେ କରୋନା ଭାଇରସ୍‌ର ପ୍ରଭାବ ଜାରି ରହିଛି । ମୃତ୍ୟୁସଂଖ୍ୟା ୨ହଜାର ଅତିକ୍ରମ କରିଥିବା ବେଳେ ୭୪ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ସେପଟେ ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ତତ୍ପରତା ଦେଖାଇଛି ଭାରତୀୟ ବାୟୁସେନା । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ…

‘ପଶୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଦ୍ୱାରା ବାହାରୁଥିବା ତରଙ୍ଗରୁ କରୋନାର ଜନ୍ମ’, ଏଭଳି ଅଜବ ଦାବି କଲେ ଭାରତୀୟ…

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଏହି ମାରାତ୍ମକ ରୋଗକୁ ନେଇ ମୁହଁ ଖୋଲିଛନ୍ତି ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି। ସ୍ୱାମୀଜୀ ଚୀନ୍‌ରେ କରୋନା ବ୍ୟାପିବାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସ୍ୱାମୀ ଚକ୍ରପାଣି କହିଛନ୍ତି ‘ଯେଉଁଭଳି…

ଜାଣନ୍ତୁ କ’ଣପାଇଁ ଏହିସବୁ ଦେଶକୁ ଏଣ୍ଟ୍ରି କରିପାରିନାହିଁ କରୋନା, ବୈଜ୍ଞାନିକ ରଖିଲେ ଏପରି ମତ

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ଚାରିଆଡେ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଶତାଧିକ ଲୋକ ଏହି ରୋଗର ଶିକାର ହେଉଛନ୍ତି। ପାଖାପାଖି ଦୁଇ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି ମହାମାରୀ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର…