କୋଭାକ୍ସିନ ଦ୍ଵିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବା ଲାଭଦାୟୀ
ଭାରତ ବାଈଓଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟୀକାର ଦ୍ଵିତୀୟ ଡୋଜ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେବା ଅଧିକ ଲାଭପ୍ରଦ ହେବ ବୋଲି କମ୍ପାନୀ ସିଏମ୍ଡି କ୍ରିସ୍ନା ଇଲ୍ଲା ପ୍ରକାଶ କରିଛନ୍ତି । କିନ୍ତୁ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ସରକାରଙ୍କ ତରଫରୁ ନିଆଯିବ ବୋଲି ସେ କହିଛନ୍ତି । ଏକ…