Browsing Tag

crop damage

କାଳ ବୈଶାଖୀ ପ୍ରଭାବ ରେ ୫୦ ଏକର ମକାଫସଲ ନଷ୍ଟ, ଫସଲ ପ୍ରଭାବିତ ହୋଇଥିବାରୁ ଚିନ୍ତାରେ ଚାଷୀ

ବାଙ୍କି: କାଳ ବୈଶାଖୀ ପ୍ରଭାବ ରେ ୫୦ ଏକର ମକାଫସଲ ନଷ୍ଟ । କାଳ ବୈଶାଖୀ ପ୍ରଭାବ ରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବ୍ରହ୍ମପୁରା ଅଞ୍ଚଳରେ ପ୍ରାୟ ୫୦ ଏକର ମିଠା ମକା ଫସଲ ଉଜୁଡିଯାଇଛି । ଦିନେ ଦୁଇଦିନ ପରେ ଚାଷୀମାନେ କମା ବିକ୍ରି କରିଥାନ୍ତେ। ଫସଲ ଉଜୁହିଯାଇଥିବାରୁ ଚିନ୍ତାରେ ଚାଷୀ ।…

ହାତୀଙ୍କ ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଚାଷୀ, ନଷ୍ଟ କରୁଛନ୍ତି ଅମଳ ଫସଲ

ଗଜପତି: ଗାଡିକୁ ଦଳି ମକଚି ନଷ୍ଟ କରୁଛି ହାତୀ । ହାତୀଙ୍କ ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଚାଷୀ ଏବଂ ସାଧାରଣ ଲୋକ । ଅମଳ ଉପଯୋଗୀ ହୋଇଥିବା ପାଚିଲା ଧାନ ନଷ୍ଟ କରିବା ସହ ଗାଁରେ ପଶି ଘରଦ୍ବାର ଭାଙ୍ଗୁଛି ଗଜରାଜ । କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡାଉଛି ତ କେତେବେଳେ…

୩୫ ଟିକିଆ ହାତୀପଲଙ୍କ ଉତ୍ପାତ, ନଷ୍ଟ ହେଲା ଧାନ-କପା ଫସଲ

କଣ୍ଟାବାଞ୍ଜି: ସବୁ ଫସଲ ନଷ୍ଟ ହୋଇଯାଇଛି । ଏଥର ଋଣକୁ କେମିତି ସୁଝିବେ ଚାଷୀ । ଭଲ ଫସଲ ହୋଇଥିଲେ ଦୁଇ ପଇସା ରୋଜଗାର ହୋଇଥାନ୍ତା । କିନ୍ତୁ ସବୁ ଫସଲକୁ ତ ହାତୀ ନଷ୍ଟ କରିଦେଲେ । ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ଗତ…

ଚାଷୀଙ୍କୁ କ୍ଷତିପୂରଣ ଆବଣ୍ଟନ ଆରମ୍ଭ, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର

ଭୁବନେଶ୍ୱର : ଅଦିନିଆ ବର୍ଷା ଯୋଗୁଁ ପାଖାପାଖି ୬ ଲକ୍ଷ ୬୬ ହଜାର ଚାଷୀଙ୍କ ଫସଲ ନଷ୍ଟ ହୋଇଛି । କ୍ଷତିପୂରଣ ବାବଦରେ ୨୯୨ କୋଟି ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଚାଷୀଙ୍କୁ କ୍ଷତିପୂରଣ ଆବଣ୍ଟନ ଆରମ୍ଭ ହେଲାଣି । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ ହଜାର ଓ ଅଣ ଜଳସେଚିତ ଜମି…

ଉଜୁଡା ଫସଲ ଦେଖି ସହିପାରିଲେନି, ଶେଷରେ ଜୀବନ ହାରିଲେ ଚାଷୀ

କେନ୍ଦ୍ରାପଡା: ଉଜୁଡା ଫସଲ ଦେଖି ସହିପାରିଲେନି । ଶେଷରେ ଜୀବନ ହାରିଲେ ଚାଷୀ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ତହସିଲ ଅନ୍ତର୍ଗତ ଖମଳ ପଞ୍ଚାୟତର ବିଶକ ଗାଁରୁ । ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା । ସୂଚନା ଅନୁସାରେ ଦୈତାରୀ ଜେନା ୩ ଏକର ଜମିରେ…

ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ ୩ ଦିନରେ ଆସିବ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ରିପୋର୍ଟ ୩ ଦିନରେ ଆସିବ ।  ୫ ଦିନରେ କ୍ଷତି ପୂରଣ ରାଶି ମିଳିବ ।  ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ଅଦିନିଆ ବର୍ଷା ଯୋଗୁ ଚାଷୀ କ୍ଷତି ସହିଛନ୍ତି। ଏହାର ଆକଳନ ଚାଲିଛି । ଗଞ୍ଜାମ ଜିଲ୍ଲାରେ ଅଧିକ କ୍ଷତି ହୋଇଛି। ଯେଉଁ…

ଚାଷୀଙ୍କ ଆଖିରେ ଲୁହ ଭରିଛି ଅଦିନିଆ ମେଘ, ଉଜାଡି ଦେଲା ସୁନାର ଫସଲ

ପାଚିଲା ଧାନକୁ ଦାଉ ସାଧୁଛି ଲଘୁଚାପ ବର୍ଷା । ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଚାଷୀଙ୍କ ଆଖିରେ…

ବାତ୍ୟା ପ୍ରଭାବରେ ଧାନ, ବିରି ଫସଲ ସହ ପନିପରିବା ଚାଷ ନଷ୍ଟ, କ୍ଷୟକ୍ଷତି ଆକଳନର ସତ୍ୟତା ଯାଞ୍ଚ କରିବେ ସୁପରଭାଇଜିଂ…

ରାଜନଗର /ଆଳିରୁ/ଚାନ୍ଦବାଲି/ଭଦ୍ରକ/ନୀଳଗିରି/ଯାଜପୁର/ବାସୁଦେବପୁର: ବାତ୍ୟା ଦାନା ଛଡ଼ାଇ ନେଲା ଚାଷୀଙ୍କର ବର୍ଷକର ଦାନା । ଉଜୁଡା ଫସଲକୁ ନେଇ ଚିନ୍ତାରେ ଚାଷୀକୁଳ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ଆଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଳି ବ୍ଲକର ୩୪ପଞ୍ଚାୟତରେ ୧୦ହଜାର ହେକ୍ଟର…

କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ଚକଡା ପୋକର ପ୍ରାଦୁର୍ଭାବ, ଭାରି ହନ୍ତସନ୍ତ ହେଉଛି ଚାଷୀ

ଦେବଗଡ: ବିଲରେ ଲହଡି ମାରୁଛି ସବୁଜ ଧାନ ଗଛ । କେଉଁଠି ଧାନ ଫୁଟି ବାହାରିଗଲାଣି ତ, ଆଉ କେଉଁଠି ବଡ କିସମ ଧାନ ବାହାରିବା ଅବସ୍ଥାରେ । ଚଳିତ ବର୍ଷ ଧାନ ଚାଷ ବିଳମ୍ୱ ବର୍ଷା ସତ୍ଵେ ବହୁ ଆଶା ସଞ୍ଚାର କରିଥିଲେ ଚାଷୀ । କେମିତି ଦିପଇସା ଭଲ ରୋଜଗାର ହେବ । ମାତ୍ର ବିଧିର ବିଧାନରେ ଅମଳକ୍ଷମ ଧାନ…

ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC

ଭୁବନେଶ୍ୱର (କେନ୍ୟୁଜ): SRC ମାଗିଲେ ଫସଲ କ୍ଷୟକ୍ଷତି ରିପୋର୍ଟ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ନୂଆପଡ଼ାର ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ, ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ। ଝଡ଼ବର୍ଷା ଯୋଗୁଁ ଚାଷୀଙ୍କ ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ ହୋଇଯାଇଛି। ଯାହାଫଳରେ କଦଳୀ ଚାଷ ବ୍ୟାପକ ଭାବେ ନଷ୍ଟ ହେବାସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲା ଦେଇଛି। ବିଭିନ୍ନ ବ୍ୟାଙ୍କ ସମେତ…

ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ, ଛାରଖାର ହୋଇଯାଇଛି ବହୁ ରବି ଫସଲ

ଭଦ୍ରକ: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ । ଗତବର୍ଷ ସାଳନ୍ଦୀ ଓ ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ଦ୍ୱାରା ଖରିଫ୍‌ ଚାଷ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଡାଳୁଅ ଧାନଚାଷ କରି କ୍ଷତି ଭରଣା କରିବାକୁ ଅଶା ରଖିଥିଲେ ଚାଷୀ । ଏବେ ପୁଣି ଫନିର…