ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଦହି, ଖରାପ କୋଲେଷ୍ଟ୍ରଲ ହେବ ନିୟନ୍ତ୍ରଣ
ଆଜିକାଲି ଅଧିକାଂଶ ଲୋକଙ୍କ ଖରାପ କୋଲେଷ୍ଟ୍ରଲ ବଢିବାରେ ଲାଗିଛି । ତେବେ ଖରାପ କୋଲେଷ୍ଟ୍ରଲ ବଢିବାର ସବୁଠାରୁ ବଡ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ । ଯେତେବେଳେ ଆପଣଙ୍କ ଫ୍ୟାଟ୍, ଜଙ୍କ ଏବଂ ତେଲିଆ ଖାଦ୍ୟ ଖାଆନ୍ତି । ସେତେବେଳେ ଖରାପ କୋଲେଷ୍ଟ୍ରଲ ବଢିବାର ସମ୍ଭାବନା ବହୁଗୁଣିତ ହୋଇଯାଏ…