ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ, ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ
ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ୨୭୦ କିମି ଦୂରରେ ରହିଛି । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ…