Browsing Tag

cyclone

ଆଜି ଲଘୁଚାପ, ଆସନ୍ତା ୨୪ରେ ବାତ୍ୟା! ଏହି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ହେବ ବାତ୍ୟା । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର । ୨୨ ତାରିଖ ସକାଳେ…

ପାଗ ଅନୁକୂଳ ଅଛି, ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା । ପାଗ ଅନୁକୂଳ ଅଛି । ଆସନ୍ତା ସପ୍ତାହରେ ସୃଷ୍ଟି ହେବ ସାଇକ୍ଲୋନ୍‌ । ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ରହିଛି । ଆଜି କିମ୍ବା ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି…

ଆସନ୍ତା ସପ୍ତାହରେ ସୃଷ୍ଟି ହେବ ସାଇକ୍ଲୋନ୍‌ , ସମ୍ଭାବ୍ୟ ବାତ୍ୟାର ନାଁ ରହିବ ‘ସୀତରଙ୍ଗ’

(କେନ୍ୟୁଜ): ସତ ହେଲା ବାତ୍ୟା 'ସୀତରଙ୍ଗ' । ତିନି ମାସ ପୂର୍ବରୁ ଯାହା ଆକଳନ କରାଯାଇଥିଲା, ତାହା ସତ ହେବାକୁ ଯାଉଛି । ଜୁନ୍‌ ମାସରେ ବାତ୍ୟା ସୀତରଙ୍ଗ ମୁକାବିଲା ନେଇ ମକ୍‌ ଡ୍ରିଲ୍‌ କରାଯାଇଥିଲା । ଜୁନରେ ସ୍ୱତନ୍ତ୍ର ରିଲିଫ କମିଶନର ଲେଖିଥିବା ଚିଠିରେ ବାତ୍ୟା ମୁକାବିଲା ମକଡ୍ରିଲ୍‌ ନେଇ…

ଆସୁଛି ବାତ୍ୟା : ଅବପାତର ରୂପ ନେବ ଘୁର୍ଣ୍ଣିବଳୟ, ୨୩ ରୁ୨୪ ବେଳକୁ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ବାତ୍ୟା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୩ କିମ୍ବା ୨୪ ତାରିଖ ବେଳକୁ ବାତ୍ୟା ହେବ । ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପୂର୍ବ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ କୌଣସି ବାତ୍ୟା ପୂର୍ବାନୁମାନ କରିନି । ଆଜି ଆଇଏମଡି କହିଛି, ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳର ୩.୧ କିମି ଯାଏ ବ୍ୟାପିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ…

ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା? ବିଭିନ୍ନ ପାଣିପାଗ ସଂସ୍ଥାର ଭିନ୍ନ ଭିନ୍ନ ଆକଳନ ପରେ ଦ୍ବନ୍ଦରେ ଲୋକେ

କେନ୍ୟୁଜ୍: ବାତ୍ୟା ଚର୍ଚ୍ଚା ଥମୁନି । ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା । ସମ୍ଭାବ୍ୟ ବାତ୍ୟା କୁଆଡ଼େ ଯିବ ? ଏଭଳି ଚର୍ଚ୍ଚା ଭିତରେ ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ବାତ୍ୟା ପୂର୍ବାନୁମାନ…

ବାତ୍ୟା ନେଇ ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ

କେନ୍ୟୁଜ୍: ବାତ୍ୟା ଆସିବ ନା ନାହିଁ। ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ। ଆଇଏମ୍‌ଡି ସ୍ପଷ୍ଟ କରି ୭ ଦିନ ଭିତରେ ବାତ୍ୟା ସମ୍ଭାବନା ନାହିଁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆମେରିକୀୟ ପାଣିପାଗ ମଡେଲ GFS ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖ ବେଳକୁ…

ବନ୍ୟା ସାରିଦେଲା ସବୁ, ବର୍ଷ ବର୍ଷ ବିତିଗଲା ପରେ ବି ଆସିକା ଓ ବେଲଗୁଣ୍ଠା ଲୋକେ କାନ୍ଦୁଛନ୍ତି ବାଲିଚର ଖେତକୁ ଦେଖି

ଭଞ୍ଜନଗର (କେନ୍ୟୁଜ୍‌) : ବାତ୍ୟା, ବନ୍ୟା ଆଉ ଆସିକା ଓ ବେଲଗୁଣ୍ଠା ବ୍ଲକ୍ । ଫାଇଲିନ୍, ତିତିଲି ଉଜାଡ଼ି ଦେଇଥିଲା ଏ ଅଞ୍ଚଳକୁ । ଯେଉଁଠି ଏବେବି ବାଲିଚର ତଳେ ଦବି ରହିଛି ଲୋକଙ୍କ ଆହାର ବା ଖେତ। କଣ ଏମାନଙ୍କ ଦୁର୍ଦ୍ଦଶା ବୁଝିବାକୁ କେହି ନାହାନ୍ତି ? ବର୍ଷ ବର୍ଷ ଧରି କଷ୍ଟ ସହୁଥିବା ଲୋକଙ୍କ…

ଗୁଜବ ଠାରୁ ଦୂରେଇ ରୁହନ୍ତୁ: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇନି କୌଣସି ସୂଚନା

ଭୁବନେଶ୍ୱର(କେନ୍ୟୁଜ୍): ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୌଣସି ପାଣିପାଗ ଘଟଣା ସମ୍ବନ୍ଧରେ ୭ ଦିନ ଆଗରୁ ଆକଳନ…

ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ: ସତର୍କ ସୂଚନା ଜାରି କରିନାହିଁ IMD

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ। ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ। ଏନେଇ  ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବଙ୍ଗୋପସାଗରରେ କୌଣସି ସମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ ନଥିବା…

ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌: ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ବଡ ବଡ ଗଛ

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌ । ଫ୍ଲୋରିଡାର ଫୋର୍ଟ ମିୟର୍ସରେ ଲାଣ୍ଡଫଲ କରିଛି ବାତ୍ୟା । ପ୍ରଭାବରେ ଘଣ୍ଟାପ୍ରତି ୨୦୮ କିଲୋମିଟର ବେଗରେ ପବନ ବୋହୁଛି । ହରିକେନ୍‌-୪ କାଟାଗୋରୀ ତୀବ୍ରତା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ…

ବାତ୍ୟା ଅଞ୍ଚଳର ପ୍ରଭାବିତଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା TPCODL, ସତେଚନ ରହିବା ପାଇଁ ଦେଲା ଟପ୍ସ

କେନ୍ୟୁଜ୍(ବ୍ୟୁରୋ): ଆଇଏମ୍‌ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ସୃଷ୍ଟି ହୋଇଥିବା ଲଘୁଚାପ ଆଠ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବା ଆଶା କରାଯାଉଛି । ବାତ୍ୟା ସ୍ଥିତି ଉତ୍ପନ୍ନ ହେଲେ ଏହାର ମୁକାବିଲା କରିବା ଲାଗି,…