Browsing Tag

deadbody

ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ

ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତ ଶିଶୁ ଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା…

ବୌଦ୍ଧ ମର୍ଯାକୁଦ ସେତୁ ନିକଟ ମହାନଦୀରେ ଭାସୁଛି ଅଜଣା ମୃତଦେହ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ମହାନଦୀରେ ଅଜଣା ଶବ । ସହରର ମର୍ଯାକୁଦ ସେତୁ ନିକଟରେ ଏକ ଅଜଣା ଶବ ଭାସୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳୁ ସହର କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ମର୍ଯାକୁଦ ସେତୁକୁ ଯାଇଥିବା ବେଳେ ଏକ ଶବ ଭାସମାନ ଅବସ୍ଥାରେରେ ନଦୀରେ ଥିବା ଦେଖିବାକୁ…

କଣ୍ଟେନରରୁ ମିଳିଲା ୪୬ ଜଣଙ୍କ ମୃତ ଦେହ, ଗରମରେ ସିଝିଯାଇଛି ସମସ୍ତଙ୍କ ଦେହ

ଆମେରିକା: ଆମେରିକାର ଟେକ୍ସାସ୍‌ରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଟେକ୍ସାସ୍‌ ରାଜ୍ୟର ସେନ୍‌ ଏଣ୍ଟୋନିୟୋ ସହରରେ କଣ୍ଟେନର ବା ବନ୍ଦ ଟ୍ରକ୍‌ ଭିତରୁ ୪୬ଟି ମୃତ ଦେହ ଜବତ ହୋଇଛି। ଏତେ ସଂଖ୍ୟାରେ ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ଏଥିସହ…

ମାଆର ମୃତ୍ୟୁ ହେଲେ ବି ପିଲା ଜନ୍ମ ହୋଇପାରିବ, ଜାଣନ୍ତୁ କେମିତି

ଦୁନିଆରେ ଜୀବନ ମରଣ ସତ୍ୟ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ସତ ବୋଲି କୁହାଯାଏ । କିନ୍ତୁ ମୃତ୍ୟୁ ପରର ବି ଏକ ଦୁନିଆ ରହିଛି ଯାହାକୁ ନେଇ କାହାକୁ ବି ଜଣାନାହିଁ । ଯଦିଓ ଏହାକୁ ନେଇ ପ୍ରତିଦିନ ଚାଲିଛି ଗବେଷଣା ।…

ମାଆ ଡ୍ରେସ ଧରି ଝିଅକୁ ଅପେକ୍ଷା କରି ରହିଛି କିନ୍ତୁ ମିଳିଲା ଝିଅର ମୃତଦେହ

କଳସୀ ରଖାଯାଇଛି ପାଖରେ ନୂଆ ଡ୍ରେସ ବି ରଖାଯାଇଛି। ଝିଅକୁ ଗାଧୋଇ ସାରି ପଢ଼ୁଆଁ କରିବାକୁ ଗଲାବେଳେକୁ ଆଉ ନାହିଁ ଝିଅ। ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବା ପୂର୍ବରୁ ହଜିଗଲା ଝିଅ। ମିଳୁନି ଅଲିଅଳି ଗେଲ୍ହା ଝିଅ। ମାଆ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି, ଏପଟେ ବାପା ବି ଅବାକ। କଣ ହୋଇଗଲା…

ଗୋଟେ ଘରୁ ମିଳିଲା ପରିବାରର ୫ ଜଣ ସଦସ୍ଯଙ୍କ ମୃତଦେହ, ଅଢେଇ ବର୍ଷର ପିଲା ଉଦ୍ଧାର କିନ୍ତୁ ଭୋକରେ ମରିଗଲା ୯ ମାସର ଶିଶୁ

କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ ସଦସ୍ଯଙ୍କ ମୃତଦେହ ଏକ ରୁମରୁ ମିଳିଛି। ଏମାନଙ୍କ ମଧ୍ୟରେ ୯ ମାସର ଏକ ପିଲା ମଧ୍ୟ ସାମିଲ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାଯୋଗ୍ଯ, ଘଟଣାଟି ବେଙ୍ଗାଲୁରୁର…

ଶବ ପାଣିରେ ଭାସେ କାହିଁକି କଣ ଏହି ପ୍ରଶ୍ନ ଆପଣଙ୍କ ମନରେ ବି କେବେ ଆସିଛି କି? ଜାଣନ୍ତୁ ଏହାର ଉତ୍ତର

ଶବ ପାଣିରେ ଭାସେ କାହିଁକି? କଣ ଏହି ପ୍ରଶ୍ନ ଆପଣଙ୍କ ମନରେ ବି କେବେ ଆସିଛି କି? ଆପଣ ଦେଖିଥିବେ ଜୀବିତ ଲୋକ ଯଦି ପାଣି ଭିତରକୁ ଚାଲିଯାଆନ୍ତି ତାହେଲେ ସେ ବୁଡି ଯାଆନ୍ତି କିନ୍ତୁ ଶବ ପାଣିରେ ଭାଷିଥାଏ। ଏପରି କାହିଁକି ହୋଇଥାଏ? କଣ ଏହାର କାରଣ? ଏସବୁ ପ୍ରଶ୍ନର ଉତ୍ତର ଆଜି ମୁଁ ଆପଣଙ୍କୁ…

ପୁଣି ଅସୁରକ୍ଷିତ ଗଜରାଜ୍,  କେନ୍ଦୁଝରରେ ମା ଓ ଛୁଆ ହାତୀ ମୃତ

ବାଂଶପାଳ(କେନ୍ୟୁଜ୍):  କେନ୍ଦୁଝର ବନ ଖଣ୍ଡ,ଭୂୟାଁ ଜୁଆଙ୍ଗ ପୀଢ଼,କୁଶକଳା ବିଟ୍ ଅଧିନରେ ରହିଥିବା ରବ ଜଙ୍ଗଲରେ ସୋମବାର ମା ଓ ଛୁଆ ହାତୀର ମୃତ ଦେହ ଠାବ ହୋଇଛି। କେବେ ଓ କେଉଁ ପରିସ୍ଥିତିରେ ଦୁଇ ହାତୀର ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ। ହାତୀଦ୍ଵୟକୁ ହତ୍ୟା କରାଯାଇଛି ଅଥବା ମୃତ୍ୟୁର…

ବିଦେଶକୁ ଯାଇଥିଲେ ରୋଜଗାର ପାଇଁ ହେଲେ ମୃତ୍ୟୁର ୫୪ ଦିନ ପରେ ଆସି ପହଞ୍ଚିଲା ଶବ

ଟାଙ୍ଗୀ (କେନ୍ୟୁଜ୍‌) : ଭଲରେ ପରିବାର ଚଳାଇବେ, ଅଧିକ ରୋଜଗାର କରିବେ । ଏଇ ଆଶା ନେଇ ଯାଇଥିଲେ ସୁଦୂର ଆରବର ଜେହାଦକୁ । ହେଲେ ସେଇଠି ତାଙ୍କର ମୃତ୍ୟୁ ହୋଇଗଲା । ତେବେ ମୃତକଙ୍କ ଶବ ଆସି ନିଜ ଜନ୍ମ ମାଟିରେ ପହଞ୍ଚିଲା ୫୪ ଦିନ ପରେ । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବ…

ଶବର କଣ ଜାତି ଅଛି କି? ସଭ୍ୟ ଶିକ୍ଷିତ ସମାଜକୁ ପ୍ରଶ୍ନ ପଚାରୁଛି ତଅପୋଇ

ରାଜନଗର (କେନ୍ୟୁଜ) : ଜାତି ପ୍ରଥାର ଲକ୍ଷ୍ମଣ ରେଖାକୁ ଡେଇଁ ପାରି ନାହିଁ ଆଜିର ସଭ୍ୟ ଶିକ୍ଷିତ ସମାଜ । ନିଜକୁ ଯେତେ ଆଧୁନିକ ବୋଲି ଦାବି କରୁଥିଲେ ମଧ୍ୟ ମଣିଷ ସମାଜରେ ଆଜିବି ଜାତି ପ୍ରଥାଭଳି ଘୃଣ୍ୟ ପରମ୍ପରା ପୂରାପୂରି ଲୋପ ପାଇ ପାରିନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

ନିଖୋଜ ମହିଳାଙ୍କ ମିଳିଲା ମୃତଦେହ କିନ୍ତୁ ଶବ ପାଖରେ ଥିଲା ଅଭିଯୁକ୍ତର କଟା ଯୌନାଙ୍ଗ

ବିହାରର ବକ୍ସାରରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଛାତି ଓ ବେକ ନିକଟରୁ ଛୁରୀ ଜବତ କରିଛି ଏବଂ ଶବ ନିକଟରେ ହତ୍ୟାକାରୀଙ୍କ ଯୌନାଙ୍ଗ କଟା ହୋଇ ପଡିଥିବା ଦେଖିବାକୁ ମିଳିଛି। ତାହେଲେ ଆସନ୍ତୁ ଜାଣିବା କଣ…

ମରିଯାଇଥିଲା ୧୨ ବର୍ଷର ଝିଅ, ମୃତ ଶରୀରକୁ ମା ଗାଧେଇ ଦେବା ବେଳେ ଅଚାନକ ଉଠି ବସିଲା କଥା ଵି କହିଲା

ଇଣ୍ଡୋନେସିଆର ଇଷ୍ଟ ଜାଭାରୁ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା । ତବେ ତାଙ୍କ ମା ଝିଅର ମୃତ ଶରୀରକୁ ଗାଧେଇ ଦେବା ବେଳେ ଅଚାନକ ଝିଅଟି ଜୀଵିତ ହୋଇଯାଇଥିଲା । କେବଳ ସେତିକି…