Browsing Tag

death threat

ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀକୁ ଜୀବନରୁ ମାରିଦେବାକୁ ଧମକ, ଭୟଭୀତ ପରିବାର

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର ଲୋକଙ୍କୁ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ହତ୍ୟା ଧମକ, ପୋଲିସ ଜଣକୁ କଲା ଗିରଫ

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ବ୍ରହ୍ମପୁର ପୂର୍ବତନ ମେୟରଙ୍କୁ ହତ୍ୟା ଧମକ, ହ୍ବାଟ୍ସଆପରେ କଲ କରି ଗାଳିଗୁଲଜ

ବ୍ରହ୍ମପୁର:  ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ହତ୍ୟା ଧମକ। ଶିବରାମ ପାଳ ନାମକ ଜଣେ ବ୍ୟକ୍ତି ଶିବଶଙ୍କରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି ।  ପିଣ୍ଟୁଙ୍କୁ ହ୍ବାଟ୍ସଆପରେ କଲ କରି ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ।…

ଗାଁ ଦାଣ୍ଡରେ କୁମ୍ଭୀର ଖେଳିଲେଣି, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢ଼ି ପାଣି ଭୟକୁ ବଳିଗଲା କୁମ୍ଭୀର…

କେନ୍ଦ୍ରାପଡ଼ା: କୁମ୍ଭୀର ପାଟିକୁ ଆଁ କରି ରହିଛି । ଶିକାର ଆଶାରେ ଟହଲ ମାରୁଛି । ବନ୍ୟାଜଳରେ ଭାସି ଆସିଛନ୍ତି ମାଳ ମାଳ କୁମ୍ଭୀର । ସେପଟେ ଘର ବୁଡ଼ି ପାଣି ଆଣ୍ଠୁଏ । ଲୋକେ ରାସ୍ତାରେ ପାଦ ପକେଇପାରୁନାହାନ୍ତି । ହଁ ଦର୍ଶକବନ୍ଧୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖୁଛନ୍ତି ମଗର ମହାରାଜ…

ମୋତେ ଏଠାରୁ ନେଇଯାଅ : ଶ୍ରମିକ ପ୍ରେମିକ ପାଇଁ ବିବାହିତା ପ୍ରେମିକାଙ୍କର କଥା ଥିଲା ଏମିତି..

ମୁଁ ତୁମକୁ ଭଲ ପାଏ । ଯଦି ମୁଁ ତୁମକୁ ନ ଦେଖିବି ତେବେ ମୁଁ ମରିଯିବି... ବାସ ଏତିକି କଥାରେ ପ୍ରେମିକ ସିଧା ଯାଇ ପହଁଚିଗଲା ତା ବିବାହିତ ପ୍ରେମିକାଙ୍କ ଶ୍ୱଶୁରଘରେ । ତା’ପରେ ଦୁହେଁ ସେଠାରୁ ଲୁଚି ପଳାଇଗଲେ । କନ୍ୟାଙ୍କ ଶ୍ୱଶୁରଘର ଲୋକେ ଏ ବିଷୟରେ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ । ଆଉ…

ମହମ୍ମଦ ଶାମିଙ୍କୁ ହତ୍ୟା ଧମକ, ଥାନାରେ ମାମଲା ରୁଜୁ କଲେ କ୍ରିକେଟର

ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ । ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ପୂର୍ବରୁ ଇମେଲରେ ଦିଆଗଲା ଧମକ । ପ୍ରାୟ ଅପରାହ୍ଣ ୨ଟାରୁ ୩ଟା ସମୟ ମଧ୍ୟରେ ତାଙ୍କ ମେଲ୍ ଆସିଥିଲା । ଯାହା ପରେ ସେ ପୋଲିସ ଷ୍ଟେସନରେ ଯାଇ ଏଫାୟାର ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ମେଲ ସମ୍ପର୍କରେ କୌଣସି…

ଭାଇଜାନଙ୍କୁ ପୁଣି ଧମକ, ‘ଘରେ ପଶି ମାରିବୁ, କାରକୁ ବୋମାରେ ଉଡ଼ାଇଦବୁ’

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇର ୱର୍ଲି ଟ୍ରାଫିକ ବିଭାଗର ହ୍ୱାର୍ଟସ ଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି । ମୁମ୍ବାଇ ଟ୍ରାଫିକ ବିଭାଗକୁ ଏକ ଧମକ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପଶି ହତ୍ୟା କରିବୁ । କେବଳ ଏତିକି ନୁହେଁ, ସଲମାନ ଖାନଙ୍କ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ, ଏଥର ମଧ୍ୟ ଜେଲରୁ ଆସିଲା କଲ୍

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୋଲିସ କଣ୍ଟ୍ରୋଲ ରୁମ ଜୟପୁରରେ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା, ଯେଉଁଥିରେ ଭଜନଲାଲ ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଧମକ ମିଳିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ଖବର…

ସଲମାନ ଖାନଙ୍କ ପରେ ପୱନ କଲ୍ୟାଣଙ୍କୁ ମିଳିଲା ଧମକ, ରୁଜୁ ହେଲା ମାମଲା

ସାଉଥ ସୁପରଷ୍ଟାର ଏବଂ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ମୃତ୍ୟୁ ଧମକ ଦିଆଯାଇଛି । ଗୋଟିଏ ପଟେ ସଲମାନ ଖାନଙ୍କ ସମେତ ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ତଦନ୍ତ ଚାଲିଛି । ଏହାରି ଭିତରେ ବର୍ତ୍ତମାନ ପୱନ କଲ୍ୟାଣଙ୍କୁ ମଧ୍ୟ ଏପରି ଧମକପୂର୍ଣ୍ଣ କଲ ଆସିଛି । ପୋଲିସ ଏହି…

ଶାହରୁଖଙ୍କୁ ଧମକ ଦେଇଥିବା ଯୁବକ ଗିରଫ, ଛତିଶଗଡରେ ଚାଲିଛି ପଚରାଉଚରା

ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ମାରିବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସ ଧମକ ଦେଇଥିବା ବ୍ୟକ୍ତିକୁ ଛତିଶଗଡ ରାୟପୁରରେ ଗିରଫ କରି ପଚରାଉଚରା କରୁଛି । ମୁମ୍ବାଇ ପୋଲିସକୁ ପାଖକୁ ଆସିଥିବା ଧମକପୂର୍ଣ୍ଣ କଲରେ ଶାହରୁଖ ଖାନଙ୍କୁ ମାରିବା ପାଇଁ ଧମକ ମିଳିଥିଲା । ଏହାପରେ…

ପୁଣି ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ନାଁରେ ମିଳିଲା ଧମକ, ଥାନାରେ ଅଭିଯୋଗ କଲେ ପିଏ

ବିହାରର ପୂର୍ଣ୍ଣିଆରୁ ଲୋକସଭା ସାଂସଦ ପପୁ ଯାଦବଙ୍କୁ ପୁଣି ଥରେ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ଏହି ଧମକ ଦେଇଛି । ପପୁ ଯାଦବଙ୍କ ଅଫିସକୁ ଧମକପୂର୍ଣ୍ଣ ମେସେଜ ଓ କଲ୍ ଆସିଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ୨ଟା ଏବଂ ପୁଣି ପରଦିନ ସକାଳ ୧୦ଟା ବେଳେ…

ସଲମାନଙ୍କ ପରେ ଏବେ ଶାହରୁଖଙ୍କୁ ହତ୍ୟା ଧମକ, ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ

ସଲମାନଙ୍କ ପରେ ଏବେ ଶାହରୁଖ ଖାନଙ୍କୁ ଧମକ । ବଲିଉଡ ବାଦଶାହ ଶାହରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ରାୟପୁରର ଫୈଜାନ ନାମକ ଜଣେ ଯୁବକ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ତଦନ୍ତ ପାଇଁ ରାୟପୁର ଗଲା ମହାରାଷ୍ଟ୍ର ପୋଲିସ । ହତ୍ୟା…