Browsing Tag

delhi murder case

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଜି ହୋଇପାରେ ଆଫତାବର ପଲିଗ୍ରାଫ ଟେଷ୍ଟ

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଜି ହୋଇପାରେ ଆଫତାବର ପଲିଗ୍ରାଫ ଟେଷ୍ଟ । ଗତକାଲି ଜ୍ୱର ହେବାରୁ ପଲିଗ୍ରାଫ ଟେଷ୍ଟ ହୋଇପାରିନଥିଲା । ଅସୁସ୍ଥ ଥିବା ବେଳେ ଟେଷ୍ଟ କଲେ, ରେଜଲ୍ଟ ତ୍ରୁଟିପୂର୍ଣ୍ଣ ଆସିପାରେ । ପଲିଗ୍ରାଫ ଟେଷ୍ଟ ପରେ ଆଫତାବର ନାର୍କୋ ଟେଷ୍ଟ କରାଯିବ । ପୋଲିସକୁ ଭୂଆଁ…

‘ମୁଁ ଶ୍ରଦ୍ଧା…ସେ ମୋତେ ଖଣ୍ଡ ଖଣ୍ଡ କରିଦେବ’! ଦୁଇ ବର୍ଷ ତଳେ ଆଫ୍‌ତାବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧା,…

ଗତ କିଛି ଦିନ ହେବ ଶ୍ରଦ୍ଧା ହତ୍ୟା ମାମଲା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ପ୍ରେମିକାଙ୍କୁ ୩୫ ଖଣ୍ଡ କରିଥିବା ଅଭିଯୁକ୍ତ ଆଫ୍‌ତାବଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଆଫ୍‌ତାବଠାରୁ ଶ୍ରଦ୍ଧାଙ୍କୁ ନିଜ ଜୀବନ ପ୍ରତି ବିପଦ ଲମ୍ବା ସମୟରୁ ରହି ଆସିଥିଲା। ଏହାର ପ୍ରମାଣ…

ପିଶାଚ ପ୍ରେମିକ ଆଫତାବର କ୍ରୁରତା ବିଷୟରେ ପୋଲିସକୁ କହିବେ ଶ୍ରଦ୍ଧାଙ୍କ ଦୁଇ ବନ୍ଧୁ, ମୁମ୍ବାଇରୁ ଦିଲ୍ଲୀକୁ ଡାକିଲା…

ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ମହାରାଷ୍ଟ୍ରରେ ଥିବା ଶ୍ରଦ୍ଧାଙ୍କ ଘନିଷ୍ଠ ବନ୍ଧୁଙ୍କ ବୟାନ ପାଇଁ ପୋଲିସ ଡାକିଛି । ଦିଲ୍ଲୀ ପୋଲିସ ଶ୍ରଦ୍ଧାର ଦୁଇ ବନ୍ଧୁ ଗୋଡଓ୍ଵିନ ଏବଂ ରାହୁଲ ରୟଙ୍କୁ ପଚରାଉଚରା…

ଶ୍ରଦ୍ଧାଙ୍କ ୨ ବର୍ଷ ତଳର ପୁରୁଣା ଫଟୋ ଆସିଲା ସାମ୍ନାକୁ…ଆଫ୍‌ତାବ ପିଟିବା ପରେ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ…

ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ ଦ୍ରୁତ ଗତିରେ ଚାଲିଛି। ଦିଲ୍ଲୀ ପୋଲିସ ଅଧିକ ଯାଞ୍ଚ ପାଇଁ ଆଜି ଗୁରୁଗ୍ରାମରେ ପହଞ୍ଚିଛି। ଅଭିଯୁକ୍ତ ଆଫ୍‌ତାବ ନିଜ ଲିଭ୍‌ଇନ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ମହରୌଲୀର ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଶଙ୍କା କରାଯାଉଛି…

ଶ୍ରଦ୍ଧା ହତ୍ୟା ମାମଲାରେ ଆସୁଛି ନୂଆ ନୂଆ ଟ୍ଵିଷ୍ଟ, ରସିକ ଆଫତାବର ଥିଲେ ୨୦ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ(କେନ୍ୟୁଜ): ନୂଆଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆସୁଛି ନୂଆ ନୂଆ ଟ୍ଵିଷ୍ଟ । ରସିକ ଆଫତାବର ଥିଲା ୨୦ ଗର୍ଲଫ୍ରେଣ୍ଡ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଜ ଫ୍ଲାଟକୁ ଆଣି ସମ୍ପର୍କ ରଖୁଥିଲା । ପୋଲିସ ଏନେଇ ‘ବମ୍ବଲ୍‌ ଡେଟିଂ’ ଆପ୍‌କୁ ନୋଟିସ ଜାରି କରି ଜବାବ ମାଗିଛି । ଏହି…

ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣା; ଜଙ୍ଗଲରୁ ୧୩ଟି ଅଂଶ ଠାବ, ଏବେ ଆଫତାବର ହେବ ନାର୍କୋ ଟେଷ୍ଟ

ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି କାଟିବା ଘଟଣାରେ ପୋଲିସ ତଦନ୍ତ କରି ଅଧିକରୁ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି। ମଙ୍ଗଳବାର ଦିନ ପୋଲିସ ଅଭିଯୁକ୍ତ ଆଫତାବକୁ ନେଇ ଜଙ୍ଗଲରେ ବୁଲାଇ ଶ୍ରଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଖୋଜିଥିଲା । ପୋଲିସକୁ ଶ୍ରଦ୍ଧାଙ୍କ ୧୩ଟି ଅଂଶବିଶେଷ ମିଳିଥିବା…

ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣା; ପାଗଳାମିର ସୀମା ପାର, ଫ୍ରିଜରେ ଶ୍ରଦ୍ଧାର ମୁଣ୍ଡକୁ ରଖି ମେକଅପ୍‌ କରୁଥିଲା…

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଗୁମର ଖୋଲୁଛି। ପୋଲିସ କହିବା ମୁତାବକ, ଆଫତାବ ଅନେକ ଥର ଶ୍ରଦ୍ଧାଙ୍କୁ ମାରିବାକୁ ଚେଷ୍ଟା କରିଥିଲା । ଆଉ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଫ୍ରିଜରେ ରଖିଥିବା ଶ୍ରଦ୍ଧାଙ୍କ ମୁହଁକୁ ମେକଅପ୍‌ କରୁଥିଲା ବୋଲି ଆଫତାବ କହିଛି। ତେବେ ପୋଲିସ…

ପୂରା ଦେଶକୁ ସ୍ତବ୍ଧ କରିି ଦେଇଛି ଶ୍ରଦ୍ଧା ହତ୍ୟାକାଣ୍ଡ; ସେପଟେ ଜେଲ୍‌ରେ ନିଘୋଡ଼ ନିଦରେ ଶୋଇଥିବାର ନଜର ଆସିଲେ…

ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଶ୍ରଦ୍ଧାଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ଏମିତି ସମୟରେ ନା ଶାନ୍ତିରେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି। କିନ୍ତୁ ସେପଟେ ଅଭିଯୁକ୍ତ ଅଫ୍‌ତାବ ଜେଲ ଭିତରେ ଶାନ୍ତିରେ ଶୋଇଥିବାର ନଜର ଆସିଛନ୍ତି। ଏହା ଦେଖି ପ୍ରଶ୍ନ…

ଫ୍ରିଜରେ ଥିଲା ପ୍ରେମିକାର ମୃତଦେହ, ଏପଟେ ଏକାଧିକ ଯୁବତୀଙ୍କୁ ଘରକୁ ଡାକି ଦେହର ଭୋକ ମେଣ୍ଟାଉଥିଲା ପିଶାଚ ପ୍ରେମିକ

ନୂଆଦିଲ୍ଲୀ : ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନରକୁ ବୀଭତ୍ସ ଓ ଲୋମଟାଙ୍କୁରା ହତ୍ୟା ଉପରୁ ପରଦା ହଟୁଛି । ରିମାଣ୍ଡରେ ସତ କହୁଛି ପିଶାଚ ପ୍ରେମିକ । ମର୍ଡର ପ୍ଲଟର ଗୋଟି ଗୋଟି ସତ କହୁଛି ହତ୍ୟାକାରୀ ଅଫତାବ ଅମିନ ପୁନାଓ୍ଵାଲା । ଆଜି ପୋଲିସ ତାକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍…

ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣା; ଗୁଗଲ ସର୍ଚ୍ଚ କରି ପୋଷ୍ଟମର୍ଟମ ଓ ରକ୍ତଛିଟା ହଟାଇବାର କୌଶଳ…

ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣାର ଆହୁରୁ ଗୁମୁର ସବୁ ଫିଟିବାରେ ଲାଗିଛି । ଏ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ବିଷୟରେ ଯିଏ ବି ଶୁଣୁଚି ତାର ଲୋମ ଟାଙ୍କୁରି ଉଠୁଛି । ଦିଲ୍ଲୀରେ ରହୁଥିବା ଆଫତାବ ନାମକ ଯୁବକ ନିଜ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ…

ବିବାହ ପାଇଁ କହିବାରୁ ନିଜ ଲିଭ୍‌-ଇନ୍‌ ସାଥୀଙ୍କୁ ୩୫ ଖଣ୍ଡ କଲେ ଯୁବକ; ୧୫୦୦ କିମି ଦୂରକୁ ଯାଇ ଗଳା ଚିପି କରିଥିଲେ…

ଦିଲ୍ଲୀରେ ୫ ମାସ ତଳେ ଘଟିଥିବା ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଠାରେ ଆଫ୍‌ତାବ ନାମକ ଯୁବକ ନିଜ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ୧୫୦୦ କିଲୋମିଟର ଦୂରକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତା ଯୁବତୀଙ୍କ ନାମ ଶ୍ରଦ୍ଧା। ଦିଲ୍ଲୀ ପୋଲିସ ୫ ମାସ ତଳେ ଘଟିଥିବା…

ସ୍ୱାମୀ ଓ ଦୁଇ ପିଲାଙ୍କ ସାମନାରେ ଶାଶୁ-ଶ୍ୱଶୂରଙ୍କ ଅତି ନିର୍ମମ ଭାବେ ହତ୍ୟା କଲା ବୋହୂ

ଦିଲ୍ଲୀ ସମେତ ସାରା ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ଲକଡାଉନର କାରଣରୁ ଘରୋଇ ହିଂସା ଏବଂ ଅପରାଧ ବୃଦ୍ଧି ପାଇବା ଖବର ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ଦିଲ୍ଲୀର ଛାବଲାରୁ ଆସିଛି। ଏମିତି ଏକ ଘଟଣା ଯାହାକୁ…