Browsing Tag

dhamnagar by election

ଧାମନଗର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସୁପ୍ରିମୋ: କହିଲେ ଆମେ ଜନାଦେଶକୁ ସବୁବେଳେ ସମ୍ମାନ ଦେଇଛୁ

ଭୁବନେଶ୍ୱର (କେନ୍ୟୁଜ): ଜନାଦେଶକୁ ସମ୍ମାନ ଜଣାଉଛି। ଧାମନଗର ଉପନିର୍ବାଚନକୁ ନେଇ ଏହି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆନ୍‌ ଏକ୍ସପ୍ରେସର ଲିଟରାରୀ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଯୋଗଦେଇ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ପ୍ରଶ୍ନର ଉତ୍ତରେ କହିଥିଲେ, ସବୁ ବେଳେ…

ଧାମନଗରରେ ଉଇଁଲା ସୂର୍ଯ୍ୟ…ବାଜି ମାରିନେଲେ ବିଜେପିର ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ(କେନ୍ୟୁଜ୍): ସରିଲା ଗଣତି। ଧାମନଗରରେ ଚମକିଲେ ସୂର୍ଯ୍ୟବଂଶୀ ସୂରଜ। ଉପନିର୍ବାଚନରେ ପୁଣି ଥରେ ଫୁଟିଲା ପଦ୍ମ । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସ୍ଥିତପଜ୍ଞ ସୂରଜ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯ ହଜାର…

ଖୋଲିଲା ଭାଗ୍ୟର ପେଡି, ଆରମ୍ଭ ହେଲା ଗଣତି

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପ ନିର୍ବାଚନରେ କାହାର କେତେ ଦମ୍‌ ? ବିଜେଡିରୁ ଅବନ୍ତୀ ନା ବିଜେପିରୁ ସୂର୍ଯ୍ୟବଂଶୀ ? ନା ଶଙ୍ଖ ଚିହ୍ନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର କୁମାର ଦାସ । ଆରମ୍ଭ ହୋଇଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପେପର ଗଣତି କରାଯାଉଛି । ପରେ ଇଭିଏମ୍‌…

ଆଜି ଖୋଲିବ ଇଭିଏମ୍‌ ପେଡ଼ି, ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ

ଭଦ୍ରକ(କେନ୍ୟୁଜ୍):  ଧାମନଗର ଉପ ନିର୍ବାଚନରେ କାହାର କେତେ ଦମ୍‌ ? ଆଜି ଖୋଲିବ ଇଭିଏମ୍‌ ପେଡ଼ି । ଆରମ୍ଭ ହେବ ଗଣତି । ରେଜଲ୍‌ଟ ଡେ ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ…

ସରିଲା ଧାମନଗର ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ଭାଗ୍ୟ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରବଳ ଉତ୍ସାହର ସହ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ଧାମନଗରବାସୀ। ଦିନ ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । କାଁଭାଁ ଉତ୍ତେଜନା…

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ: ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । କଡ଼ା ସୁରକ୍ଷା ଭିତରେ ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ ହୋଇଛି । ଲାଇନରେ ଆସି ପରିଚୟପତ୍ର ଦେଖାଇ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଧାମନଗର ଭୋଟର…

ରାତି ପାହିଲେ ନିର୍ବାଚନ, ବିଜେପି ଭୋଟରଙ୍କୁ ମତେଇ ଫୁଲରେ ଭୋଟ ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି, ବିଜେପି ଆଇଟି ସେଲ୍‌ ଫେକ୍‌ ଭିଡିଓ ଓ ଅଡ଼ିଓ ତିଆରି କରି ଧାମନଗର ଭୋଟରଙ୍କୁ ଭ୍ରମିତ କରିବାକୁ ଚାହୁଁଛି । ପରାଜୟ ଭୟରେ ବିଜେପି ଏଭଳି କରୁଛି । ଲିଖିତ ଭାବରେ ରାଜ୍ୟ…

ଧାମନଗରରେ ପୋଲିସ କଲା ଫ୍ଲାଗ ମାର୍ଚ୍ଚ, ରାତିରେ କଡ଼ା ପ୍ରହରା

କେନ୍ୟୁଜ୍(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଆଜି ସନ୍ଧ୍ୟାରେ ଧାମନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏଥିରେ ୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସିଆରପିଏଫ ଯବାନ ଯୋଗ ଦେଇଥିଲେ । ସେହିପରି ପୋଲିସ ମୋବାଇଲ ଟିମ ମଧ୍ୟ ଏହି…

କାଲି ମତ ଦେବ ଧାମନଗର: ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ

ଭୁବନେଶ୍ବର(କେନ୍ୟୁଜ୍): ରାତି ପାହିଲେ ଧାମନଗର ଉପନିର୍ବାଚନ । ସରିଛି ସବୁ ପ୍ରସ୍ତୁତି । ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍‌ । ସକାଳ ୭ଟାରୁ ଖୋଲିବ ମତଦାନ କେନ୍ଦ୍ର । ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ । ମତଦାନ କରିବେ ୨ ଲକ୍ଷ…

ଧାମନଗର ଉପନିର୍ବାଚନ ପାଇଁ ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ, ଆଜି ସନ୍ଧ୍ୟାରେ ସରିବ…

ଭଦ୍ରକ(କେନ୍ୟୁଜ୍): ଶେଷ ପର୍ଯ୍ୟାୟରେ ଧାମନଗର ଉପନିର୍ବାଚନ ଲଢେଇ। କ୍ୟାମ୍ପେନିଂରେ କମ୍ପୁଛି ମଇଦାନ । ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ୩ରେ ଭୋଟ୍‌। ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ। ଗତକାଲି ଭର୍ଚୁଆଲରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ଧାମନଗରରେ ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ, ପ୍ରଚାର ଯୁଦ୍ଧରେ ତିନି ରାଜନୈତିକ ଦଳର ହାଇଭୋଲଟେଜ୍‌

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆହୁରି ଜମିବ କ୍ୟାମ୍ପେନିଂ। ଜୋରଦାର ହେବ ପ୍ରଚାର ଯୁଦ୍ଧ। ତିନି ରାଜନୈତିକ ଦଳ ହାଇଭୋଲଟେଜ୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି । ଧାମନଗରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିଛି । ଗାଁ ଗାଁ ବୁଲି ବିଜେଡି…

ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ: ଆଜିଠୁ ଷ୍ଟାର ପ୍ରଚାରକ ଓ ହେଭିୱେଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଭଦ୍ରକ(କେନ୍ୟୁଜ୍):ଧାମନଗର ବ୍ୟାଟଲ ଗ୍ରାଉଣ୍ଡ ପ୍ରସ୍ତୁତ । ଆଜିଠୁ ଜମିବ ପ୍ରଚାର ଲଢ଼େଇ । ଧାମନଗର ଉପନିର୍ବାଚନରେ ଅଛନ୍ତି ୫ ପ୍ରାର୍ଥୀ । ମଇଦାନରେ ଅଛନ୍ତି ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ…