Browsing Tag

dhenkanal news

ଏ କି ପ୍ରକାରର ମାନସିକତା? ଆଶା କର୍ମୀଙ୍କୁ ମାଡ଼ ମାରି ପୋତି ଦେଲେ ଗୋବର ଗଦାରେ

ଢେଙ୍କାନାଳ(କେନ୍ଯୁଜ୍): ଆଶା କର୍ମୀଙ୍କୁ ମାଡ଼ ମାରି ଗୋବର ଗଦାରେ ପୋତି ଦେଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ପଞ୍ଚାୟତ ଠାକୁରପାଳ ଗାଁରୁ ଆସିଛି ଏହି ଅଭିଯୋଗ । ଏନେଇ ପଡୋଶୀ ତଥା ନାଏବ ସରପଞ୍ଚ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଯୋରନ୍ଦା ଫାଣ୍ଡିରେ ଅଭିଯୋଗ…

ଢେଙ୍କାନାଳ ଭୁବନ ଅଞ୍ଚଳରେ ସୁପର ସ୍ପେଡର ସାଜିପାରେ ଏନଏଚ୍ ୫୩ ସଂପ୍ରସାରଣ ଦ୍ବାୟିତ୍ବରେଥିବା ଠିକାସଂସ୍ଥା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସୁପର ସ୍ପେଡର ସାଜିପାରେ ଜାତୀୟ ରାଜପଥ ୫୩ ସଂପ୍ରସାରଣ ଦ୍ବାୟିତ୍ବ ନେଇଥିବା ଠିକାସଂସ୍ଥା ବାଲାଜୀ ଇଂଜିକନ୍ ଲିମିଟେଡ୍। ଗତକାଲି ଏହି ସଂସ୍ଥାର ରାମକୃଷ୍ଣପୁର କ୍ୟାମ୍ପରେ ଗୋଟିଏ ଦିନରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏହି କ୍ୟାମ୍ପକୁ…

କାଗଜପତ୍ରରେ ହୋଇଯାଇଛି ଅଭିରାମଙ୍କର ମୃତ୍ୟୁ, ବନ୍ଦ କରିଦିଆଗଲା ମିଳୁଥିବା ଚାଉଳ

ଢେଙ୍କାନାଳ (କେନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ବଳରାମପୁର ଗ୍ରାମର ଅଭିରାମ ଜେନା ଜନ୍ମରୁ ଭିନ୍ନକ୍ଷମ। ସରକାରଙ୍କ ପକ୍ଷରୁ ତାଙ୍କୁ ୯୦ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରମାଣପତ୍ର ଦିଆଯାଇଛି। ସେଥିପାଇଁ ସେ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଉଛନ୍ତି। ଏହା ସହିତ ମାସକୁ…

ଅଫିସ ଭିତରେ ମଦନିଶାରେ‌ ଅନୈତିକ କାର୍ଯ୍ୟରେ ଚୁର ଆରଆଇ ବାବୁ, ଆଉ ତା ପରେ ଯାହା ହେଲା ନା !

ଢ଼େଙ୍କାନାଳ (କେନ୍ୟୁଜ) : ଜମା ବି ଭାବନ୍ତୁନି ଏଇଟା କୌଣସି ହୋଟେଲ ନୁହେଁ, ଏ ହେଉଛି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ବା ଆରଆଇ ଅଫିସ। ଦିନଦ୍ଵିପ୍ରହରରେ ଅଫିସ ଭିତରେ ଚାଲିଛି ଅନୈତିକ କାର୍ଯ୍ୟ। ମଦନିଶାରେ ଶୋଇଛନ୍ତି RI ବାବୁ। ଫ୍ୟାନ୍‌ ଚାଲିଛି କବାଟ ଝରକା ଖୋଲା ଅଛି। କ୍ୟାମେରା…

ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି: ଗୋଟିଏ ବାଇକ୍ ଅନ୍ୟଟି ଟ୍ରକ୍, ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି…

ଢେଙ୍କାନାଳ: ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି । ଗୋଟିଏ ବାଇକ ଅନ୍ୟଟି ଟ୍ରକ । ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି ପରିବହନ ବିଭାଗ ପାଖରେ ଖବର ନାହିଁ । ଢେଙ୍କାନାଳ ରାଧାକୃଷ୍ଣ ବଜାରର କବିଚନ୍ଦ୍ର ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ୨୦୦୫ ମସିହାରେ ଏକ ମୋଟର ସାଇକେଲ…

ଝିଅ ଅପହରଣ ହେବାର ୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ମିଳୁନି ପତ୍ତା, ଭୁବନ ପୋଲିସର କାର୍ଯ୍ଯ ଦକ୍ଷତାକୁ ନେଇ ପ୍ରଶ୍ନ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମଠ ନୂଆଗାଁ ଗ୍ରାମର ମିନିପାତ୍ରଙ୍କ ୧୭ବର୍ଷର ଝିଅ କୁନି ପାତ୍ରଙ୍କୁ ଗତ ୫ମାସ ପୂର୍ବେ ତାଙ୍କ ଘରୁ ୨ଜଣ ଯୁବକ ପଶି ରାତିରେ ଉଠାଇ ନେବା ଘଟଣା ସମ୍ପର୍କରେ ପରିବାର ସମ୍ପକୀୟ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି । ଝିଅ ଘରୁ…

ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

ଢେଙ୍କାନାଳ : ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ । ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ଅପରାହ୍ନ ପ୍ରାୟ ଚାରିଟା ବେଳେ ବୋରାପଦା ସ୍ଥିତ ଆଦୃତା ଚିଲଡ୍ରେନ ହୋମ ନିକଟରେ ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା । ଫଳରେ…

ଢେଙ୍କାନାଳ ହସ୍ପିଟାଲରେ ବିଚାରଧୀନ କଏଦୀ ମୃତ, ୨୦୧୩ରୁ ହତ୍ୟା ମାମଲାରେ କାଟୁଥିଲେ ସଜା

ଢେଙ୍କାନାଳ: ଢେଙ୍କାନାଳ ହସ୍ପିଟାଲରେ ବିଚାରଧୀନ କଏଦୀ ମୃତ। ମୃତକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ଗାଁର ବ୍ରହ୍ମାନନ୍ଦ ଦେହୁରୀ। ଗତକାଲି ସକାଳେ ତାଙ୍କ ପେଟ କାଟିବାରୁ ଜେଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ହସ୍ପିଟାଲକୁ…

ଢେଙ୍କାନାଳରେ ଭୟାବହ ଅଗ୍ନିକାଣ୍ଡ: ଚାହୁଁ ଚାହୁଁ ଜଳିପୋଡି ପାଉଁଶ ହୋଇଗଲା ୫ବଖରା ଘର

ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିପୋଡି ପାଉଁଶ ହୋଇଗଲା ୫ବଖରା ଘର । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଲାଉଲଇ ଗାଁରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବାଡି ପଛପଟେ ଲାଗି ରହିଥିବା ଧାନ ଖଳାରେ ମଧ୍ୟ…

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ନାବାଳିକା ଗର୍ଭବତୀ ହେବାପରେ ପ୍ରେମିକ ଫେରାର

କେନ୍ୟୁଜ ବ୍ୟୁରୋ : ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ପ୍ରେମ ଓ ପରେ ପ୍ରତାରଣା । ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛନ୍ତି ଆଦିବାସୀ ନାବାଳିକା । ଏକଥା ଜଣାପଡିବା ପରେ ପ୍ରେମିକ ଫେରାର । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରୁ । ଗତ ଅକ୍ଟୋବର…

ଢେଙ୍କାନାଳ ବନ ବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ, ୭ଆହତ

ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ । ଆକ୍ରମଣରେ ୭ ବନ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତ କର୍ମଚାରୀଙ୍କୁ ବରପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ କରଡାବଣି ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଘଟିଛି । ବେଆଇନ୍ ପଥର…

ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ! କାମାକ୍ଷାନଗର ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର

ଢେଙ୍କାନାଳ: ପୁଣି ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଢେଙ୍କାନାଳ କାମାକ୍ଷାନଗର ଥାନା ଖରଖରି ଗାଁ ମାରାମ୍ବୁରୁ ନାଳ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଓ କଙ୍କଡାହାଡ…