Browsing Tag

dhenkanal news

ଢେଙ୍କାନାଳ: ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର

ଢେଙ୍କାନାଳ: ନାଳକୁ ଖସିପଡିଥିବା ହାତୀ ଛୁଆ ଉଦ୍ଧାର । ଢେଙ୍କାନାଳ ସକଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକ୍ସନ ଗୁୁଣୁଦେଇ ଗାଁ ନିକଟରେ ଘଟିଛି ଘଟଣା । ଏକୋଇଶ ଟିକିଆ ହାତୀ ପଲ ଭିତରେ ଥିବା ହାତୀଛୁଆ ଡ୍ରେନ୍‌ ଅତିକ୍ରମ କରିନପାରି ଖସିପଡିଥିଲା । ଦୁଇଟି ମାଇ ହାତୀ ଅକ୍ଳାନ୍ତ ଚେଷ୍ଟା କରିଥିଲେ…

ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା, ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବ ସମସ୍ତ ଦୋକାନବଜାର

ଢ଼େଙ୍କାନାଳ: କରୋନା ମୁକାବିଲା ନେଇ ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା । ସମସ୍ତ ଦୋକାନବଜାର ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଔଷଧ ଦୋକାନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ଦିଆଯାଇଛି । ସୂଚନା ଥାଉକି, ଗତକାଲି ରାଜ୍ୟ…

ଢେଙ୍ଗାନାଳ କୋରିଆଁ ବାଇପାସ୍‌ ଛକ ନିକଟରୁ ୧୫ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍ଗାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଂଗଲରୁ NH କୁ ପାର ହୋଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ।…

ଘାସ ବିକି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷୁଛି ମାତ୍ର ୧୨ ବର୍ଷର ବାଳକ, ଇଏ ଭାଗ୍ଯର ବିଡମ୍ବନା ନୁହେଁ ତ ଆଉ…

ଢେଙ୍କାନାଳ : ଢେଙ୍କାନାଳ ସହରଠାରୁ ୮ କିଲୋମିଟର ଦୂରରେ ଥିବା ପାଇକ ଦହିକୋର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାତ୍ର ୧୨ ବର୍ଷର ବାଳକ ଆଶିଷ ବେହେରା ଘାସ କାଟି ଓ ସାଇକେଲ ସଜାଡି ଛଅ ପ୍ରାଣୀ କୁଟୁମ୍ବ ପୋଷିବା ପାଇଁ ବାଧ୍ୟ ହୋଇଛି। ଆଶିଷର ବାପା ସଂଜୟ ବେହେରା ହୃଦରୋଗରେ…

କରୋନା ଭୁଲାଇଦେଲା ମାନବିକତା: ସ୍ବାମୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନା ବାହାରେ ନେହୁରା ହେଲେ ମହିଳା, ହେଲେ…

ଢେଙ୍କାନାଳ: ଡାକ୍ତରଖାନା ପିଣ୍ଡାରେ ଚିତ୍କାର କରୁଥାନ୍ତି ମହିଳା ଜଣଙ୍କ। ବାରମ୍ଵାର ତଳେ ପଡିଥିବା ସ୍ବାମୀଙ୍କ ଛାତିକୁ ପମ୍ପିଂ କରୁଥାନ୍ତି। କାଳେ ତାଙ୍କ ସ୍ବାମୀ ଉଠିପଡିବେ କି । ସେ ଜାଣିନଥିଲେ ସେତେବେଳକୁ ସବୁ ସରିଗଲାଣି। ତାଙ୍କ ସ୍ବାମୀ ଆଉ ଏଇ ଦୁନିଆରେ ନାହାନ୍ତି ବୋଲି ଘଟଣାସ୍ଥଳରେ…

ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୩ଟି ସ୍ଥାନରେ ଚାଲିଛି ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ସମବାୟ ସମିତି ସହ ନିବନ୍ଧକଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସମବାୟ ସମିତି ସହ ନିବନ୍ଧକ ବିଦ୍ୟାଧର ବେହେରାଙ୍କ ଘରେ ଭିଜିଲାନ୍ସର ଟିମ୍‌ର ଚଢାଉ  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହେଉଛି । ପୈତୃକ ଘର, ବାସଭବନ…

ଢେଙ୍କାନାଳ ରାସୋଳ ଗାଁ ନିକଟରୁ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର

ଢେଙ୍କାନାଳ: ଏବେ ରାଜ୍ଯରେ ଲାଗି ରହିଛି ବର୍ଷା । ଯାହାଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ । ଏଭଳି ପରିସ୍ଥିତିରେ ସାଧାରଣତଃ ଜୀବ ଜନ୍ତୁଙ୍କ ଆକ୍ରମଣକୁ ନେଇ ଭୟ ଲାଗି ରହିଥାଏ । ବିଶେଷ କରି ସାପକୁ ନେଇ ସତର୍କ ରହିବାକୁ କୁହାଯାଇଥାଏ । ଏହି ଅବସରରେ ଏକ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର…

ଢେଙ୍କାନାଳ ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ, ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ଗୋଟିଏ ଘର ସମ୍ପୂର୍ଣ୍ଣ ଧ୍ୱଂସ । ଏହାସହିତ ଏହି ଘଟଣାରେ ଜଣେ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଆହତ ଜଣଙ୍କ ସୁଜିତ ସାମଲ। ସେ ହାତୀ…

ଢେଙ୍କାନାଳ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୯୬ ଜଣ ପ୍ରବାସୀଙ୍କ ଘର ବାହୁଡା

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ କାକୁଡ଼ିଭାଗ ପଞ୍ଚାୟତର ଦୁଇଟି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା । ପାଖାପାଖି ୯୬ ଜଣ ପ୍ରବାସୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସମସ୍ତଙ୍କର କରୋନା ନେଗେଟିଭ ଆସିବା ପରେ ସମସ୍ତଙ୍କୁ ମିଠା ଖୁଆଇ ବିଦାୟ ଦିଆଯାଇଛି। ଏହି…

ଢେଙ୍କାନାଳ ଗିରିଧରପ୍ରସାଦ ପଞ୍ଚାୟତରେ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ : କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ନେଇ ସରପଞ୍ଚଙ୍କୁ ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦ ପଞ୍ଚାୟତରେ ମାରଣାସ୍ତ୍ରରେ ସରପଞ୍ଚଙ୍କ ଉପରେ ଆକ୍ରମଣ ହୋଇଛି। ଗିରିଧରପ୍ରସାଦର ଖଣ୍ଡତିରି ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସେହି ଗାଁର ୨୩ଜଣ…

ଢେଙ୍କାନାଳରେ ସାମାଜିକ ଦୂରତା ନରଖି ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍

ଢେଙ୍କାନାଳ: ସାମାଜିକ ଦୂରତା ନରଖି ସିଲ ହେଲା ଦୋକାନ । ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ସହ ଦୋକାନ ସିଲ କରାଯାଇଛି। ଲକଡାଉନ ବେଳେ ଢେଙ୍କାନାଳରେ ନିୟମକୁ କଡ଼ାକଡ଼ା ପାଳନ କରାଯାଉଛି। ତେବେ ସରକାରୀ ନିୟମର ଉଲ୍ଲଙ୍ଘନ କରିବାରୁ ମୀନାବଜାର ଠାରେ ସ୍ମାର୍ଟ ଚଏସ ନାମକ ଏକ ଷ୍ଟେସନାରୀ ଦୋକାନକୁ…