Browsing Tag

diabetes

୭୦୦ ମିଲିୟନ ଲୋକ ମଧୁମେୟରେ ଆକ୍ରାନ୍ତ ହେବେ, ଗ୍ଲିସେମିକ ଇଣ୍ଡେକ୍ସ କମ ଥିବା ଖାଦ୍ୟ ଏଥିରେ ଆଣିବ ନିୟନ୍ତ୍ରଣ

କେନ୍ୟୁଜ୍‌(ବ୍ୟୁରୋ): ମଧୁମେୟ ଏକ ଦ୍ରୁତ ଭାବେ ବଢୁଥିବା ଗ୍ଲୋବାଲ ରୋଗରେ ପରିଣତ ହୋଇସାରିଛି । ଏହି ରୋଗୀଙ୍କ ସଂଖ୍ୟା ୧୯୮୦ରେ ୧୦୮ ମିଲିୟନ ରହିଥିବା ବେଳେ ୨୦୧୪ରେ ୪୨୨ ମିଲିୟନରେ ପହଁଚିଛି । ଏହାସହ ଏହା ଆଖି ଖରାପ ହେବା, କିଡନୀ ଫେଲ ହେବା, ହୃଦରୋଗ ଓ ଗୋଡ଼ ବିନ୍ଧା ଭଳି ସମସ୍ୟାର କାରଣ…

ଡାଇବେଟିସ୍ ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଫଳ, ନିମିଷକେ ବଢାଇଦିଏ ରକ୍ତଶର୍କରା

ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଧୁମେହ ଲୋକଙ୍କୁ ପ୍ରତିଦିନ ବ୍ୟାୟାମ କରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସନ୍ତୁଳିତ ଖାଦ୍ୟ କଥା ଆସିଲେ ଫଳର ନାମ ପ୍ରଥମେ ଆସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କୁ ସବୁ ଫଳ ଖାଇବା କଥା ନୁହେଁ କାରଣ ଅଧିକାଂଶ ଫଳରେ ଶର୍କରାର ପରିମାଣ…

କରୋନା ପରେ ବଢିଛି କ୍ରୋନିକ ରୋଗ, ଏବେଠୁ ସତର୍କ ହେବା ଜରୁରୀ

କେନ୍ୟୁଜ୍‌(ବ୍ୟୁରୋ): ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷର ଥିମ ରହିଛି ‘ହେଲଥ ଫର ଅଲ’ । ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋଇଥିବା ବିକାଶକୁ ଲୋକଙ୍କ ନିକଟରେ ପହଁଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । କିଛି ସପ୍ତାହ ଧରି ଭାରତରେ କରୋନାର ମାମଲା ବୁଢୁଛି । ଆଗ…

ଏହି ପତ୍ରର ଜୁସ୍‌ ପିଇଲେ ଡାଇବେଟିଜ୍‌ ରହିବ କଣ୍ଟ୍ରୋଲ, ଶରୀରରୁ ଆହୁରି ଅନେକ ଗମ୍ଭୀର ରୋଗକୁ ବି କରିବ ଦୂର

ମଧୁମେହ ରୋଗୀ ନିଜ ସ୍ୱାସ୍ଥ୍ୟର ଯତ୍ନ ରଖିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ଏମିତିରେ ହେଲଦି ଲାଇଫଷ୍ଟାଇଲ ଏବଂ ନ୍ୟୁଟ୍ରିସନାଲ୍‌ ଡାଏଟ ଫଲୋ କରିବାର ଆବଶ୍ୟକ ପଡିଥାଏ । ଏମିତିରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଲୋଭେରା ଜୁସ୍‌ ପିଇବାର ପରାମର୍ଶ ଦିଅନ୍ତି । ଏହାର ଗଛ ସାଧାରଣତଃ ଘରେ ବାଡି…

ମଧୁମେହକୁ କଣ୍ଟ୍ରୋଲ୍ କରିବା ପାଇଁ ପିଅନ୍ତୁ ମୁଗ ଡାଲି ପାଣି, ମିଳିବ ଚମତ୍କାର ଫାଇଦା

ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିବ। ଏହା କେବଳ ଖାଇବା ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ । ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ତମ୍ବା, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ…

ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ପାନୀୟ, ନିଜ ଡ୍ରିଙ୍କରେ ସବୁଦିନେ କରନ୍ତୁ ସାମିଲ

ବର୍ତ୍ତମାନ ଅନେକ ଲୋକ ମଧୁମେହ ବା ଡାଇବେଟିସ ରୋଗରେ ପୀଡିତ ହେଇଛନ୍ତି। ଯାହାକି ତାଙ୍କ ଜୀବନ ଶୈଳୀକୁ ସବୁଦିନ ପାଇଁ ବଦଳାଇ ଦେଉଛି। କିନ୍ତୁ ଏହି ରୋଗ ହେବା ପୂର୍ବରୁ ଲକ୍ଷଣ ଜାଣି ଏହାର ଟ୍ରିଟମେଣ୍ଟ କରିବା ଉଚିତ୍। ମଧୁମେହ ରୋଗର ଲକ୍ଷଣ: ଅଧିକ ଶୋଷ ଲାଗିବା, ବାରମ୍ବାର ପରିସ୍ରା…

ଚର୍ମ ରୋଗ ଠାରୁ ଆରମ୍ଭ କରି ମଧୁମେହ ରୋଗୀଙ୍କ ପାଇଁ ବରଦାନ ରକ୍ତ ଚନ୍ଦନ କାଠ, ଜାଣନ୍ତୁ ଏହାର ଉପକାର

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରରେ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ ରଖିବା ଏହି ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ସାମାନ୍ୟ ଅବହେଳା କଲେ ଶରୀରରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ରହିଥାଏ।…

ଡାଇବେଟିସ୍‌ ରୋଗୀ ଅଁଳା ଖାଇ କଣ୍ଟ୍ରୋଲ କରି ପାରିବେ ବ୍ଲଡ୍‌ ସୁଗାର ଲେବଲ! ଜାଣନ୍ତୁ ଫାଇଦା…

ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ କିଛି ନା କିଛି ରୋଗ ବସା ବାନ୍ଧି ରହିଛି। ଏମିତିରେ ବହୁତ କମ୍‌ ଲୋକ ଥିବେ, ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଜୀବନ ଜିଉଁଥିବେ। ବର୍ତ୍ତମାନ ସମୟରେ ଡାଇବେଟିସ୍‌କୁ ଏକ ଗମ୍ଭୀର ରୋଗ ବୋଲି କୁହାଯାଉଛି। ଆମ ଖାଦ୍ୟପେୟ ଏବଂ ପରିବର୍ତ୍ତିତ ଜୀବନଶୈଳୀ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ଲବଙ୍ଗ, ଏହିପରି କରନ୍ତୁ ସେବନ

ଆଜିକା ସମୟରେ ବୃଦ୍ଧବୃଦ୍ଧାଙ୍କ ସହ ଯୁବଗୋଷ୍ଠୀ ବି ଦ୍ରୁତ ଗତିରେ ଡାଇବେଟିସ୍‌ କବଳକୁ ଆସି ଯାଉଛନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଭୁଲ୍‌ ଖାଦ୍ୟପେୟ। ଏହା ଏମିତି ଏକ ରୋଗ, ଯାହାକୁ ମୂଳପୋଛ କରାଯାଇ ପାରିବ ନାହିଁ, କିନ୍ତୁ ଏହାକୁ ନିଶ୍ଚୟ ନିୟନ୍ତ୍ରଣକୁ ଅଣାଯାଇ…

ମଧୁମେହ ଏବଂ ମୋଟାପଣରେ ପୀଡିତ ଲୋକଙ୍କଠାରେ ରକ୍ତ ଚର୍ବି ହେବାର ଅଧିକଥାଏ ଆଶଙ୍କା, ଯାହା ସୃଷ୍ଟି କରାଏ ବଡ଼ ରୋଗ

ବର୍ତ୍ତମାନ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଯାହା ତାଙ୍କ ଜୀବନ ଶୈଳୀ ପାଇଁ ହେଉଛି। ପୁଣି ମଧୁମେହ ଏବଂ ମୋଟାପଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଯାହା ରୋଗୀଙ୍କ କ୍ଷେତ୍ରରେ ଅଧିକ ଗୁରୁତର ହେଉଛି। ତେବେ ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଚର୍ବିର ଅଧିକ ବିପଦ…

ମଧୁମେହ ରୋଗୀ ଜମା ବି ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ କମିବା ବଦଳରେ ବଢ଼ିଯିବ ଡାଇବେଟିସ୍‌

ଡାଇବେଟିସ୍‌ ରୋଗୀଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାହିଁକିନା ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ମଧୁମେହ ରୋଗୀ ସେମାନଙ୍କ…

କେବଳ ଆମ୍ବ ନୁହେଁ ଏହାର କୋଇଲିରେ ବି ଭରି ରହିଛି ଔଷଧୀୟ ଗୁଣ, ପ୍ରତିଦିନ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ୍ବକୁ ଫଳର ରାଜା କୁହାଯାଏ। ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆମ ଦେଶରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଆଉ କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ । ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ…