Below header
Browsing Tag

diabetes

କେବଳ ଆମ୍ବ ନୁହେଁ ଏହାର କୋଇଲିରେ ବି ଭରି ରହିଛି ଔଷଧୀୟ ଗୁଣ, ପ୍ରତିଦିନ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ୍ବକୁ ଫଳର ରାଜା କୁହାଯାଏ। ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆମ ଦେଶରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ। ଆଉ କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ । ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ…

ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର, ଜାମୁକୋଳି ମଞ୍ଜିରେ ତିଆରି ପାଉଡର, କଣ୍ଟ୍ରୋଲ କରିଥାଏ ବହୁ ରୋଗ

ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର ଜାମୁକୋଳି ମଞ୍ଜିରେ ତିଆରି ପାଉଡର | ଏହା ଡାଇବେଟିସ ସହ ବହୁ ରୋଗ କଣ୍ଟ୍ରୋଲ କରିଥାଏ | ଗରମ ଦିନରେ ଆପଣଙ୍କୁ ଜାମୁକୋଳି ଖାଇବା ନିହାତି ଜରୁରୀ | ମଧୁମେହ ରୋଗୀମାନଙ୍କ ପାଇଁ ଜାମୁ କୋଳି ଏବଂ ଏହାର ମଞ୍ଜିରୁ ତିଆରି ପାଉଡର ବହୁତ ଲାଭଦାୟକ ହୋଇଥାଏ | ଖରା ଦିନେ…

ଏହି ୫ଟି ଟିପ୍ସକୁ କରନ୍ତୁ ଅନୁସରଣ ; ଗ୍ରୀଷ୍ମକାଳରେ ବି ମଧୁମେହ ରହିବ କଣ୍ଟ୍ରୋଲ…

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଛି । ଯଦି ଆପଣ ମଧୁମେହ ରୋଗୀ, ତେବେ ଆପଣଙ୍କ ଶରୀର ପାଇଁ ଏହି ଉତ୍ତାପ ଏବଂ ଆର୍ଦ୍ରତାକୁ ସହ୍ୟ କରିବା ଅଧିକ କଷ୍ଟକର। ମଧୁମେହ ରୋଗୀମାନେ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରତି ଅଧିକ ସମ୍ବେଦନଶୀଳ ଅଟନ୍ତି । ଅଧିକ ପରିମାଣରେ ଝାଳ ନିର୍ଗତ କାରଣରୁ ବ୍ଲଡ ସୁଗାର…

ଡାୟାବେଟିସ ପାଇଁ ରାମବାଣ ଚିକିତ୍ସା, କେବଳ ଏହି ଗୋଟିଏ ଜିନିଷ ଖାଇଲେ କଣ୍ଟ୍ରୋଲ ରହିବ ବ୍ଲଡ଼ ସୁଗାର

ଆଜିକାଲି କମ ବୟସରେ ଡାୟାବେଟିସ ହେବ ଏକ ସାଧାରଣ ସମସ୍ୟା | ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ | ଦୁଶ୍ଚିନ୍ତା ଓ ଖାଦ୍ୟ ପାନୀୟର ଅନିୟମିତତା ଶରୀରରେ କେତେ ପ୍ରକାର ରୋଗ ସୃଷ୍ଟି କରେ | ଏବେ ଦେଶର ଏକ ବଡ ଜନସଂଖ୍ୟା ଡାୟାବେଟିସର ଶିକାର | ବ୍ଲଡ଼ ସୁଗାର ପାଇଁ ଡାକ୍ତରଙ୍କ…

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ଡିପ୍ରେସନକୁ ଦୂର କରେ ମାଛ ମୁଣ୍ଡ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ମାଛ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏହା ଆପଣ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଣ୍ଡର ଅଂଶ ମାଛ ଅପେକ୍ଷା ଅଧିକ ପୁଷ୍ଟିକର ଅଟେ। ହଁ, ମାଛର ମୁଣ୍ଡରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ଭରପୂର। ମାଛ ପାଟିକୁ କେବଳ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଏହା…

ବ୍ଲଡ୍‌ ସୁଗାର ଲେବଲ କମାଇବ ଜୁଆଣି, ଜାଣନ୍ତୁ ଖାଇବାର ସଠିକ୍‌ ଉପାୟ

ସମସ୍ତଙ୍କ ରୋଷେଇ ଘରେ ଜୁଆଣି ସହଜରେ ମିଳିଯାଏ। ଏହା କେବଳ ବ୍ୟଞ୍ଜନର ସ୍ୱାଦ ବଢ଼ାଏନି ବରଂ ଶରୀର ପାଇଁ ବି ବେଶ୍‌ ଲାଭଦାୟକ ହୋଇଥାଏ। ସାଧାରଣତଃ ଜୁଆଣି ପାଟିକୁ ରାଗ ଓ କଡ଼ା ଲାଗେ। ଏଣୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି…

ଏହି ସବୁ କାରଣରୁ ହୋଇପାରେ ଡାଇବେଟିସ; ଏବେଠୁ ରୁହନ୍ତୁ ସତର୍କ

ଆଜିକାଲି ପ୍ରତ୍ୟେକ ଘରେ ଡାଇବେଟିସ ବା ମଧୁମେହରେ ପୀଡିତ ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ବୈଜ୍ଞାନିକ ମାନେ ଆଜି ଯାଏଁ ଏହି ରୋଗର କୌଣସି ସମାଧାନ ପାଇନାହାଁନ୍ତି। କିନ୍ତୁ ଆପଣ ମଧୁମେହର କାରଣ ଜାଣିଥିଲେ ଏଥିରୁ ନିଜକୁ ଦୂରେଇ ରଖିପାରିବେ। ମଧୁମେହ ଏଭଳି ଏକ ଗମ୍ଭୀର ରୋଗ ଯାହା ଥରେ କୌଣସି…

ଡାଇବେଟିସ୍‌ ରୋଗୀ ସକାଳୁ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍‌ ପ୍ରବଳ ଖରାପ ହୋଇପାରେ ଦେହ

ଡାଇବେଟିସ୍‌ ଏକ ଏମିତି ରୋଗ, ଯାହାକୁ କଣ୍ଟ୍ରୋଲ ତ କରି ହେବ କିନ୍ତୁ ମୂଳରୁ ଭଲ କରି ହେବ ନାହିଁ। ଡାଇବେଟିସ୍‌ରେ ରୋଗୀଙ୍କୁ ବ୍ଲଡ ସୁଗାର ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ। ଏହା ଏକ ନିର୍ଦ୍ଦିଷ୍ଟ ସୀମା ଠାରୁ କମ୍‌ ହେଲେ କି ବଢ଼ିଲେ ଶରୀର ପାଇଁ ବିପଦ ସୃଷ୍ଟି କରିପାରେ। ଏହି କାରଣରୁ…

ଲଞ୍ଚର ଦୁଇ ଘଣ୍ଟା ପୂର୍ବରୁ ଏହି ଖାଦ୍ୟକୁ ଖାଆନ୍ତୁ, ନିୟନ୍ତ୍ରଣ ରହିବ ସୁଗାର ଲେଭଲ ଓ କୋଲେଷ୍ଟ୍ରଲ

ସୁସ୍ଥ ଜୀବନ ଜିଇଁବାକୁୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହାର୍ଟ ହେଲ୍ଥ ସହ ଡାଇଜେସନ ବା ହଜମ ପ୍ରକ୍ରିୟାକୁ ଠିକ ରଖିବା ପାଇଁ ବାଦାମ ସବୁଠୁ ଜରୁରୀ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାସହିତ ମଧୁମେହ…

ମଧୁମେହ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୪ଟି ପତ୍ର, କଣ୍ଟ୍ରୋଲରେ ରହିବ ବ୍ଲଡ ସୁଗାର

ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବେ। ଖାଦ୍ୟପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଏ। ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ। ଏକ୍ସପର୍ଟଙ୍କ ମୁତାବିକ ତୁଳସୀ ସହ…

ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଏହି ୩ ପ୍ରକାରର ଚା, ନିୟନ୍ତ୍ରଣରେ ରହିବ ବ୍ଲଡସୁଗାର

ମଧୁମେହ ଏମିତି ଏକ ରୋଗ ଯେଉଁଥିପାଇଁ ଆମକୁ ସର୍ବଦା ଆମ ଜୀବନଶୈଳୀକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମଧୁମେହ ରୋଗୀଙ୍କୁ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯଦି ସେମାନେ ଖାଦ୍ୟ ନିୟନ୍ତ୍ରଣ ନକରନ୍ତି ତେବେ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ…

ପାଦରୁ ଜାଣିପାରିବେ ଶରୀରରେ ବ୍ଲଡ ସୁଗାରର ମାତ୍ରା

ଡାଇବେଟିଜ ସମସ୍ୟାରେ ବଢ଼ୁଥିବା ବ୍ଲଡ ସୁଗାର ଲେଭଲ ବିପଜ୍ଜନକ ହୋଇଥାଏ ।ଲଗାତାର ଭାବେ ବ୍ଲଡ ସୁଗାର ବଢ଼ିବା କାରଣରୁ ହାର୍ଟ ଆଟାକ, ଦୃଷ୍ଟି ଶକ୍ତି କମ ହେବା, ଫୁଟ ଅଲସର, ସ୍କିନ ଏବଂ ୟୁରିନ ଇନଫେକସନ୍‌ ଆଦି ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ବ୍ଲଡ ସୁଗାର ମାତ୍ରା ବଢ଼ିଯାଏ ତେବେ ଏହାର ଲକ୍ଷଣ…