Browsing Tag

diabetes

ପାଦରୁ ଜାଣିପାରିବେ ଶରୀରରେ ବ୍ଲଡ ସୁଗାରର ମାତ୍ରା

ଡାଇବେଟିଜ ସମସ୍ୟାରେ ବଢ଼ୁଥିବା ବ୍ଲଡ ସୁଗାର ଲେଭଲ ବିପଜ୍ଜନକ ହୋଇଥାଏ ।ଲଗାତାର ଭାବେ ବ୍ଲଡ ସୁଗାର ବଢ଼ିବା କାରଣରୁ ହାର୍ଟ ଆଟାକ, ଦୃଷ୍ଟି ଶକ୍ତି କମ ହେବା, ଫୁଟ ଅଲସର, ସ୍କିନ ଏବଂ ୟୁରିନ ଇନଫେକସନ୍‌ ଆଦି ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ବ୍ଲଡ ସୁଗାର ମାତ୍ରା ବଢ଼ିଯାଏ ତେବେ ଏହାର ଲକ୍ଷଣ…

ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କେଶ ଜନିତ ସମସ୍ୟା ଦୂର କରେ କଳାଜିରା ତେଲ

କଳାଜିରା ପରି କଳାଜିରା ତେଲର ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଳାଜିରା ତେଲରେ ପ୍ରୋଟିନ୍, ସୋଡିୟମ୍, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫାଇବର ପରି ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ଥାଏ। ଯାହା ଓଜନ ହ୍ରାସ କରିବା ଠାରୁ ଉଚ୍ଚ…

ମଧୁମେହ ରୋଗୀଙ୍କ ପାଇଁ ହୃଦରୋଗ କାହିଁକି ହୋଇଥାଏ ବିପଦ, ଜାଣନ୍ତୁ

ଡାଇବେଟିଜ ବା ମଧୁମେହ ରୋଗୀ ହାର୍ଟକୁ ନେଇ ସବୁବେଳେ ଚିନ୍ତାରେ ଥାନ୍ତି। ରିପୋର୍ଟ ମୁତାବିକ, ଯେଉଁମାନଙ୍କୁ ମଧୁମେହ ସମସ୍ୟା ରହିଛି ସେମାନେ ନିଶ୍ଚିତ ଭାବେ ହାର୍ଟକୁ ନେଇ ସର୍ବଦା ସଜାଗ ରହିବା ଉଚିତ। ଏଥିପାଇଁ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିବା ଉଚିତ। ଆମେରିକାନ ନ୍ୟାସନାଲ ହାର୍ଟ…

ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ହିତକର ମେଥି ଶାଗ

ଶୀତ ଦିନେ ସାଧାରଣତଃ ମେଥି ଶାଗ ବଜାରରେ ଭରପୁର ମାତ୍ରାରେ ମିଳେ । ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ । ଆପଣ ଚାହିଁଲେ ଏହାକୁ…

ଡାଇବେଟିସ୍ ରୋଗୀଙ୍କ ପାଇଁ ଅବ୍ଯର୍ଥ ଔଷଧ ପଣସ ଅଟା, ଖାଦ୍ୟରେ ଚାମୁଚାଏ ପକାଇଲେ ନିୟନ୍ତ୍ରଣକୁ ଆସିଯିବ ସୁଗାର ସ୍ତର

କୋରାପୁଟ:  ପଣସରୁ ଅଟା ! ଶୁଣିକି ଟିକେ ଆଶ୍ଚଯ୍ଯ ଲାଗୁଥିଲେ ବି କଥାଟା ସତ। କୋରାପୁଟରେ ପଣସ ଚିପିସର୍‌ ସଫଳତା ପରେ ଏବେ ପଣସରୁ ତିଆରି ହେବାକୁ ଯାଉଛି ଅଟା । ପଣସର ଅଟା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ ସାବ୍ଯସ୍ତ ହେବ। ମାତ୍ର ଚାମୁଚେ ଅଟା ଖାଦ୍ୟରେ ଖାଇଲେ ଅନ୍ଯ କୌଣସି ଔଷଧର…

ଶରୀରର ବ୍ଲଡ ସୁଗାର ଲେବଲ ବଢ଼ିଲେ କିମ୍ବା କମିଲେ ଦେଖାଦିଏ ଏସବୁ ସମସ୍ୟା, ଆପଣଙ୍କର ହେଉଛି କି ଏଭଳି ଅସୁବିଧା !

ଶରୀରରେ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିବା ନିହାତି ଜରୁରୀ। ସୁଗାର ଲେବଲ ଅଧିକ ହେଲେ ତାହାକୁ ଡାଇବେଟିସ ବୋଲି କୁହାଯାଏ। ସୁଗାର ଲେବଲ ଟିକେ ଏପଟ ସେପଟ ହେଲେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଏ। ଏହା ଫଳରେ ଅନେକ ରୋଗର ଆଶଙ୍କା ବି ବଢ଼ିଯାଏ। ଆସନ୍ତୁ ଜାଣିବା ଶରୀରରେ ବ୍ଲଡ଼ ସୁଗାର…

ଏହି ଯୋଗାସନ କଲେ ଲାଇଫରେ କେବେବି ହେବନାହିଁ ଡାଇବେଟିସ୍‌, ଥରେ ଟ୍ରାଏ କରି ଦେଖନ୍ତୁ

ଡାଇବେଟିସ ଏବଂ କବ୍ଜ ଆଜିକାଲିର ଏକ ବହୁତ ବଡ ସମସ୍ୟା ହୋଇ ଛିଡା ହୋଇଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ଠାରେ ସାଧାରଣ ହୋଇଗଲାଣି ଏହି ଦୁଇ ରୋଗ। ତେବେ ଏଥିପାଇଁ ଏକ ବଢ଼ିଆ ଯୋଗାସନ ରହିଛି, ଯାହାର ନାମ ମୟୁରାସନ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ବ୍ୟକ୍ତି ନିୟମାନୁସାରେ…

ସାବଧାନ! ଏହି ୭ଟି ଅଭ୍ୟାସ ଆପଣଙ୍କୁ କରାଇ ଦେଇପାରେ ଡାଇବେଟିଜର ଶିକାର

ହାର୍ଟ ଭଳି ଡାଇବେଟିଜ(ସୁଗାର) ମଧ୍ୟ ମର୍ଡନ ସୋସାଇଟିରେ ଦେଖିବାକୁ ମିଳୁଥିବା ଏକ ମୁଖ୍ୟ ରୋଗ। ଏହା ନା କେବଳ ବଂଶାନୁଗତିକ, ବରଂ ସ୍ୱାସ୍ଥ୍ୟ ଅନୁକୂଳ ଜୀବନଶୈଳୀରେ ନ ରହିବା ଦ୍ୱାରା ହିଁ ଏହା ହୋଇଥାଏ। ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବୁ। ୧. ମିଠା ଜାତୀୟ ପାନୀୟ: ଏଥିରେ କ୍ୟାଲୋରୀ…

ଯଦି ଆପଣଙ୍କ ମୁହଁରୁ ବି ଆସୁଛି ଦୁର୍ଗନ୍ଧ ତେବେ ସତର୍କ ହୋଇଯାଆନ୍ତୁ, ହୋଇପାରେ ଡାଇବେଟିସ୍‌

ମୁହଁରୁ ଦୁର୍ଗନ୍ଧ ବାହାରିବା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହା ଭୟାନକ ରୋଗର ସଙ୍କେତ ମଧ୍ୟ ଦେଇଥାଏ। ଡାକ୍ତରଙ୍କ କହିବାନୁସାରେ ଶରୀରରେ କିଛି ସମସ୍ୟା ଥିଲେ, ତାହାର ଲକ୍ଷଣ ମଧ୍ୟ ମୁହଁରୁ ଦୁର୍ଗନ୍ଧ ବାହାରିବା ହୋଇପାରେ। ଖାସ୍‌ କରି ଡାଇବେଟିସ୍‌ ରୋଗ ଥିଲେ ମୁଖରୁ ଦୁର୍ଗନ୍ଧ…

ଅଧିକ ଅଣ୍ଡା ଖାଇଲେ ହୋଇପାରେ ଡାଇବେଟିଜ, ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

ଅଣ୍ଡା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ, ସେଥିପାଇଁ ଏହାକୁ ସୁପରଫୁଡ କୁହାଯାଏ। ଏହାକୁ ସିଝାଇ, ପୋଚ କରି, ଫ୍ରାଇ କିମ୍ବା ତରକାରୀ କରି ଖାଇପାରିବେ। ତା’ ଛଡା ପିଲାମାନଙ୍କର ମଧ୍ୟ ବେଶ୍ ପସନ୍ଦ ଥାଏ ଅଣ୍ଡା। ଖୁବଶୀଘ୍ର ପ୍ରସ୍ତୁତ ହୋଇଯାଉଥିବାରୁ ମହିଳାମାନେ ଏହାକୁ କରି ନିଜ ପିଲାମାନଙ୍କୁ…

ନବରାତ୍ର ବ୍ରତ ବେଳେ ଡାଇବେଟିସ୍‌ ରୋଗୀ ଏସବୁ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍‌ ବଢ଼ିପାରେ ସୁଗାର ଲେବଲ

ନବରାତ୍ର ବେଳେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବ୍ରତ ରଖିଥାନ୍ତି। ଏହାର ଧାର୍ମିକ ମହତ୍ତ୍ୱ ରହିଛି। କିନ୍ତୁ ଡାକ୍ତରଙ୍କ ମତରେ ଉପାସ ରହିଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଏ। ତେବେ ଉପାସ ରହିବା ବେଳେ ଡାଇବେଟିସ୍‌ ରୋଗୀଙ୍କୁ ନିଜର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ।…

ଗବେଷକ କହିଲେ, ବ୍ରେକ୍‌ଫାଷ୍ଟ୍‍ ପୂର୍ବରୁ କଫି ଡାଇବେଟିସ୍‌ ଆଶଙ୍କା ବୃଦ୍ଧି କରିଥାଏ

ଲଣ୍ଡନ : ଡାଇବେଟିସ୍‌ ଆଜିର ଦୁନିଆରେ ଏକ ସାଧାରଣ ସମସ୍ୟା । ଖାଦ୍ୟ ପାନୀୟ ଓ ଜୀବନଶୈଳୀ ଏହାର ମୁଖ୍ୟ କାରଣ । ୨୦୧୬ ମସିହାର ଆକଳନ ଅନୁଯାୟୀ ବିଶ୍ୱରେ ୧.୬ ମିଲିୟନ୍‌ ମୃତ୍ୟୁ କେବଳ ଡାଇବେଟିସ୍‌ ଯୋଗୁ ହୋଇଥାଏ । ସକାଳୁ ବେଡ୍‌ରୁ ଉଠିଲେ ଚା’ ବା କଫି ନେବା ଏକ ସାଧାରଣ ଅଭ୍ୟାସ । ତେବେ…