Browsing Tag

diarrhea

ପୁରୀ ପୌରାଞ୍ଚଳରେ ଆସୁଛି ଦୂଷିତ ପାଣି! ଝାଡାବାନ୍ତିରେ ଆକ୍ରାନ୍ତଙ୍କ ହୋଇ ଆଖି ବୁଜିଲେ ମହିଳା ସେବାୟତ

ପୁରୀ(କେନ୍ୟୁଜ୍): ପୁରୀ ପୌରାଞ୍ଚଳରେ ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ମୃତ୍ୟୁ । ପୁରୀ ବଡଡାକ୍ତରଖାନାରେ ଆଖି ବୁଜିଲେ ଜଣେ ମହିଳା ସେବାୟତ । ମୃତକ ହେଲେ ବାସନ୍ତୀ ଦାଶ । ପୁରୀ ବିମାନବଡୁ ସାହିର ବସନ୍ତି ଦାସ ଦୁଇତିନି ଦିନ ଧରି ଦୂଷିତ ପାଣି ପିଇ ପେଟ ରୋଗରେ ଆକ୍ରାନ୍ତ ଥିଲେ…

ଝାଡ଼ାବାନ୍ତି ନେଲା ଜୀବନ: ଜେଜେମା’ ପରେ ପରେ ଆଖି ବୁଜିଲା ନାତି

ବଲାଙ୍ଗିର(କେନ୍ୟୁଜ୍): ଜେଜେମା’ ପରେ ପରେ ଆଖି ବୁଜିଲା ନାତି । ଗତକାଲି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଜେଜେମା’ଙ୍କ ମୃତ୍ଯୁ ହୋଇଥିବାବେଳେ,ଆଜି ସକାଳେ ନାତିର ମୃତ୍ଯୁ ହୋଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଏବେ ଗାଁରେ ଖେଳି…

ରାୟଗଡ଼ା ପରେ ଝାରସୁଗୁଡ଼ାରେ ଝାଡାବାନ୍ତି ଆତଙ୍କ, ଅନେକ ଆକ୍ରାନ୍ତ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା(କେନ୍ୟୁଜ୍): ରାୟଗଡ଼ା ପରେ ଝାରସୁଗୁଡ଼ାରେ ଝାଡାବାନ୍ତି ଆତଙ୍କ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗାଁରେ ବ୍ୟାପିଛି ଝାଡାବାନ୍ତି। ବାଦିମାଲ ଗାଁରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା…

ମୋହନା ବ୍ଲକର ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ମୋହନା(କେନ୍ୟୁଜ୍):ରାଜ୍ୟ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢ଼ୀ ଆଜି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ର ଝାଡାବାନ୍ତି ପ୍ରପୀଡ଼ିତ ଅଞ୍ଚଳ ପି. ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ସହ ଜ଼ିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଟିମ୍ ଏବଂ ସ୍ଥାନୀୟ…

ନୂଆପଡା ଜଟଗଡ ଗାଁରେ ଝାଡ଼ାବାନ୍ତିରେ ବୃଦ୍ଧାଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଝାଡାବାନ୍ତି ଆତଙ୍କ । କୋମନା ବ୍ଲକ ଜଟଗଡ ଗାଁରେ ଝାଡ଼ାବାନ୍ତିରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ତରବୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ…

ଜାଣନ୍ତୁ ଡାଇରିଆ ହେବାର ମୁଖ୍ୟ କାରଣ: ଏହା ହେବା ପରେ କ’ଣ ଖାଇବେ ଓ ନଖାଇବେ

ବର୍ଷାଦିନ ଆରମ୍ଭ ହୋଇସାରିଛି। ପୁଣି ଅନେକ ସ୍ଥାନରେ ପାଣି ଜମିବା ସହିତ ଏହା ଅନେକ ରୋଗର କାରଣ ପାଲଟି ଥାଏ। ଏମିତିକି ଋତୁ ବଦଳିବା ସହିତ ଏହା ଡାଇରିଆ, ହଇଜା ବାନ୍ତି ପରି ଅନେକ ସମସ୍ୟା କରାଇଥାଏ। ପୁଣି ବର୍ଷା ଦିନରେ ଡାଇରିଆ ହେବା ସ୍ବାଭାବିକ କଥା। କିନ୍ତୁ ଏହା ଶରୀରରେ ଅତ୍ୟଧିକ…

କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା (କେନ୍ୟୁଜ ): ରାୟଗଡ଼ା ଜିଲ୍ଲା କାଶୀପୁରରେ ଥମୁନି ହଇଜା । ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗତକାଲି ହଇଜା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ହସ୍‌ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି । ଟିକିରି ସ୍ଥିତ ଜଡ଼ିଆ…

ରାୟଗଡ଼ା କାଶୀପୁରରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ, ଆରଏମଆରସି ନମୁନା ପରୀକ୍ଷାରୁ ହେଲା ସ୍ପଷ୍ଟ

ରାୟଗଡ଼ା (କେନ୍ୟୁଜ୍): ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ନେଇଛି ହଇଜାର ରୂପ । ଆରଏମ୍‌ଆରସିକୁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ ହୋଇଛି । ଏହି ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଦୂଷିତ ପାଣିରୁ ଏହା ବ୍ୟାପିଛି । ଲୋକଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ ଲାଇନ…

କାଶୀପୁର ବ୍ଲକରେ ଭୁବନେଶ୍ୱରର RMRC ଡାକ୍ତରୀ ଟିମ୍‌, ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତଙ୍କ ନମୂନା…

ରାୟଗଡ଼ା(କେନ୍ୟୁଜ୍):  ରାୟଗଡ଼ା କାଶୀପୁର ବ୍ଲକରେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ…

ବୃଦ୍ଧି ପାଉଛି ଝାଡାବାନ୍ତିରେ ମୃତ୍ଯୁ ସଂଖ୍ୟା: ଲୋକଙ୍କ ଚିକିତ୍ସା ପାଇଁ କାଶୀପୁର ଅଞ୍ଚଳରେ ପହଞ୍ଚିଲେ ମେଡିକାଲ ଟିମ୍‌

ରାୟଗଡ଼ା (କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତିରେ ମୃତ୍ଯୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏବେବି ରାୟଗଡ଼ା ଜିଲ୍ଲା ମେଡ଼ିକାଲ, କାଶୀପୁର ଓ ଟିକିରି ମେଡ଼ିକାଲରେ ପ୍ରାୟ ୪୨ ଜଣ ଚିକିତ୍ସିତ ହେଉଛନ୍ତି । କାଶୀପୁର ଅଞ୍ଚଳରେ ଜ ଲୋକଙ୍କ ଚିକିତ୍ସା ଜାରି ରଖିଛନ୍ତି ।…

ରାୟଗଡାରେ ଝାଡାବାନ୍ତି ଆତଙ୍କ: ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ରାୟଗଡା(କେନ୍ୟୁଜ୍): ରାୟଗଡାରେ ଝାଡାବାନ୍ତି ଆତଙ୍କ । ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ଆତଙ୍କ । ସମସ୍ତଙ୍କୁ ନିକଟ ମେଡିକାଲରେ ଭର୍ତ୍ତି କରାଯାଇଛି । କାଶୀପୁର ବ୍ଳକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟା,…

ଝାଡାବାନ୍ତିରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଫଟାଟାଙ୍ଗର ସେବା ଶ୍ରାମରେ ପ୍ରାୟ ୨୦୦ ଛାତ୍ରୀ ଥିବା ବେଳେ ଏମାନଙ୍କ ମଧରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ଯନ୍ତ ୪୦ରୁ ଅଧିକ ଡାକ୍ତର ଖାନାରେ ଚିକିତ୍ସା ହେଉ ଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ…