କ୍ରନିକ ଭେନସ୍ ଇନସଫିସିଏନ୍ସୀରେ ପୀଡ଼ିତ ଟ୍ରମ୍ପ,ହ୍ୱାଇଟ୍ ହାଉସ୍ ପକ୍ଷରୁ ହୋଇଛି ସ୍ପଷ୍ଟ
ଟ୍ରମ୍ପଙ୍କ ପାଦ ଫୁଲିଛି । କିନ୍ତୁ ରୋଗ ବିପଦପୂର୍ଣ୍ଣ ନୁହେଁ । କ୍ରନିକ ଭେନସ୍ ଇନସଫିସିଏନ୍ସୀରେ ପୀଡ଼ିତ ଅଛନ୍ତି ଟ୍ରମ୍ପ । ପାଦ ଫୁଲିବା ପରେ ସ୍ବାସ୍ଥ୍ୟ ପରୀକ୍ଷାରୁ ଟ୍ରମ୍ପ କ୍ରନିକ ଭେନସ୍ ଇନସଫିସିଏନ୍ସୀରେ ପୀଡ଼ିତ ଥିବା ଜଣା ପଡ଼ିଛି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି…