Browsing Tag

DNA test

ମୃତଦେହର ହେବ DNA ଟେଷ୍ଟ, ପରୀକ୍ଷା ପାଇଁ ଏମସ୍ କୁ ପଠାଇଲା ସାଇଣ୍ଟିଫିକ ଟିମ୍

ବାଙ୍କି: ଖଣ୍ଡବିଖଣ୍ଡ ମୃତଦେହର ହେବ DNA ଟେଷ୍ଟ। ପରୀକ୍ଷା ପାଇଁ ଏମସ୍ କୁ ପଠାଇଲା ସାଇଣ୍ଟିଫିକ ଟିମ୍ । ଗତକାଲି ସକାଳେ ବାଙ୍କୀ ବୈଦେଶ୍ୱର୍ ଥାନା ଅନ୍ତର୍ଗତ କଳାପଥର ମହାଦେବ ପୋଖରୀ ହୁଡ଼ାର ବୁଦାମୂଳେ ପଡ଼ିଥିଲା ଗୋଟିଏ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ । ଖଣ୍ଡ ଖଣ୍ଡ ହାତ ଓ ଗୋଡ଼ରୁ ମାଂସ…

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା: ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ…

ବିଜୟ ରୂପାନୀଙ୍କ ଡିଏନଏ ମ୍ୟାଚ୍, ସନ୍ଧ୍ୟାରେ ପରିବାରକୁ ହସ୍ତାନ୍ତର କରାଯିବ ପାର୍ଥିବ ଶରୀର

ଅହମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ DNA ମ୍ୟାଚ୍ । ପରିବାରକୁ ଡିଏନଏ ମ୍ୟାଚ୍ ନେଇ ଦିଆଗଲା ସୂଚନା । ଡିଏନଏ ମ୍ୟାଚ୍ ହେବା ନେଇ ଗୃହ ମନ୍ତ୍ରୀ ହରଶ ସଙ୍ଘଭୀ କହିଛନ୍ତି । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୟ…

ଅହମଦାବାଦରେ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, ଚାଲିଛି DNA ମ୍ୟାଚିଂ ପ୍ରକ୍ରିୟା

ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ…

ସାଇବର ଅପରାଧୀଙ୍କ ପାଇଁ ଡିଜିଟାଲ ଅସ୍ତ୍ର ହେବ ମଣିଷ ଡିଏନଏ, ଚେତାବନୀ ଦେଲେ ଗବେଷକ

ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସାଇବର ଆଟାକ୍ । ମୋବାଇଲ ୟୁଜର୍ସ ସାଇବର ଆଟାକ୍ ନାଁ ଶୁଣିଲେ ହିଁ ଚମକି ପଡ଼ନ୍ତି । କିନ୍ତୁ ଏବେ ଆଉ ଏକ ବିପଦ ସାମ୍ନାକୁ ଆସିଛି । ପୂର୍ବରୁ କେବଳ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ଭଳି ଡିଭାଇସ୍ ହ୍ୟାକ୍ ହେଉଥିବା ଆପଣମାନେ ଶୁଣିଥିବେ…

ଜଙ୍ଗଲରୁ ମିଳିଲା ଶିଶୁର ମୃତଦେହ, ୫୦୦ ଝିଅଙ୍କ DNA ଟେଷ୍ଟ ପରେ ଖୋଲିଲା ରାଜ୍

ବ୍ରିଟେନର ଲିଭରପୁଲ ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ।  ଯାହା ପୋଲିସ ଏବଂ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେତେବେଳେ ସ୍ଥାନୀୟ ଲୋକମାନେ ଜଙ୍ଗଲରେ ଥିବା ଦୁଇଟି ଡଷ୍ଟବିନ୍ ପାଖ ଦେଇ ଯାଉଥିଲେ ସେମାନେ ସେଠାରେ ଏକ ଶିଶୁର ମୃତଦେହ ପଡ଼ିଥିବା ଦେଖିଲେ । ଏହା ଦେଖି ସେମାନେ…

ରାଜଧାନୀରେ ସହଦେବ ନାୟକ ହତ୍ୟା ମାମଲା, ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର : ରାଜଧାନୀରେ ସହଦେବ ନାୟକ ହତ୍ୟା ମାମଲାରେ ହେବ ଡିଏନଏ ଟେଷ୍ଟ । ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବ ନାୟକ ହତ୍ୟା ଘଟଣାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ମୃତକଙ୍କ ପୋଷାକରୁ ମିଳିଥିବା ରକ୍ତ, ହତ୍ୟାକାଣ୍ଡ ସ୍ଥାନରୁ ସଂଗୃହୀତ ରକ୍ତ, ହତ୍ୟାରେ ବ୍ୟବହୃତ ଖଣ୍ଡାରେ…

ଗଣଦୁଷ୍କର୍ମ ପୀଡିତା ଜନ୍ମଦେଲେ ଶିଶୁ, ପୋଲିସ ଖୋଜୁଛି ଅସଲ ବାପାର ପରିଚୟ

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଏକ ଶିଶୁ ଜନ୍ମ ଦେଇଛନ୍ତି । ତେବେ ଶିଶୁଟିର ବାପା କିଏ ତାଙ୍କ ପରିଚୟ ଖୋଜିବା ପାଇଁ ଡିଏନଏ ଟେଷ୍ଟ ଯାଞ୍ଚ କରୁଛି ପୋଲିସ । ଏହା ପରେ ହିଁ ଶିଶୁଟିର ବାପାଙ୍କ ପରିଚୟ ଜଣା ପଡିବ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି ।…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲା: ଆଜି ହୋଇପାରେ ଡିଏନଏ ଟେଷ୍ଟ

ଭୁବନେଶ୍ୱର (କେନ୍ୟୁଜ): କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା। ଆଜି ହୋଇପାରେ ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ DNA ଟେଷ୍ଟ। ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ କରାଯିବ ଆବେଦନ।…

ଘରର ଏକମାତ୍ର ସନ୍ତାନ କଲେ ଡିଏନଏ ଟେଷ୍ଟ, ଗୋଟେ ଝଟକାରେ ମିଳିଗଲେ ୬୫ ଭାଇ ଭଉଣୀ: ଜାଣନ୍ତୁ ରୋଚକ କାହାଣୀ

ଜୀବନରେ କେତେ ବେଳେ କ’ଣ ଘଟିଯାଏ, ତାହା କେହି କହିପାରିବେ ନାହିଁ । କିଛି ନୂଆ ଏବଂ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ଘଟିଯାଇପାରେ । ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଜଣେ ଯୁବତୀଙ୍କ ସହିତ ଘଟିଛି । ଯୁବତୀ ଜଣକ ଡିଏନଏ ଟେଷ୍ଟ କରିବା ପରେ ତାଙ୍କର ୬୫ ଜଣ ଭାଇ ଭଉଣୀ ଥିବା ଜଣାପଡିଛି । ବ୍ରେନା…

ଦିଲ୍ଲୀ ଅଗ୍ନି ବିଭୀଷିକା: ଅଙ୍ଗାର ଭିତରୁ ଖୋଜା ଚାଲିଛି ମୃତ ଦେହ, ୩୦ ଟପିଲାଣି ମୃତକଙ୍କ ସଂଖ୍ୟା

ଦିଲ୍ଲୀ ମୁଣ୍ଡକାରେ ଅଗ୍ନି ବିଭୀଷିକା ପରେ ଅଙ୍ଗାର ଭିତରୁ ଖୋଜା ଚାଲିଛି ମୃତ ଦେହ। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି। ଏବେ ବି ଅନେକ ନିଖୋଜ ଅଛନ୍ତି। ସମ୍ପର୍କୀୟଙ୍କୁ ବିକଳ ହୋଇ ଖୋଜୁଛନ୍ତି ଲୋକେ। ୩ ମହଲା ବିଲ୍‌ଡିଂ ସମ୍ପୂର୍ଣ୍ଣ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏହି ବିଲ୍‌ଡିଂରେ…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ କଲେ ସୀମାଞ୍ଚଳଙ୍କ ବାପା ମା’, ଗାଁରେ ପ୍ରତୀକ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ ସାରି ଘରକୁ ଫେରିଛନ୍ତି ସୀମାଞ୍ଚଳଙ୍କ ପରିବାରବର୍ଗ। କ୍ୟାପିଟାଲ ହସପିଟାଲରେ ଡିଏନଏ ଟେଷ୍ଟ ସାରି ଫେରିଲେ ତାଙ୍କ ବାପା ମା'। ବିସ୍ଫୋରଣକୁ ଦଶଦିନ ବିତିଯାଇଥିବା ବେଳେ, ଏ ପର୍ଯ୍ୟନ୍ତ ଗଞ୍ଜାମ…