Browsing Tag

dog attack

ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ, ଆସନ୍ତାକାଲିରୁ ଆରମ୍ଭ ହେବ ବନ୍ଧ୍ୟାକରଣ : ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । କୁକୁରଙ୍କ କାରଣରୁ ରାଜଧାନୀରେ ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ…

ଦୋକାନକୁ ବିସ୍କୁଟ କିଣିବାକୁ ଯାଇଥିବା ବେଳେ ୫ ବର୍ଷର କୁନି ଝିଅକୁ ଝୁଣି ପକାଇଲା ବୁଲା କୁକୁର

ବାରିପଦା: କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଅନେକ ସ୍ଥାନରେ ଲୋକେ ଭୟରେ ରାସ୍ତାରେ ଯିବା ଆସିବା ବି କରିଥାନ୍ତି ଏଇ ବୁଲା କୁକୁରଙ୍କ…

ନୋଏଡାରେ ପୁଣି କୁକୁର ଆତଙ୍କ, ଲିଫ୍ଟରେ ପଶି କୁନି ଝିଅକୁ କଲା ଆକ୍ରମଣ : ଦେଖନ୍ତୁ ଭିଡିଓ

ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ହାଉସିଂ ସୋସାଇଟିରେ ପୁଣି କୁକୁର କାମୁଡିବା ଘଟିଛି । କୁକୁରଟି ଲିଫ୍ଟ ଭିତରେ ଏକ ଝିଅକୁ ଆକ୍ରମଣ କରିଛି । ଯାହାର ସିସିଟିଭି ଭିଡିଓ ଭାଇରଲ ହୋଇଛି । ଘଟଣାକୁ ନେଇ ଲୋକ ରାଗିଯାଇଛନ୍ତି । ବାରମ୍ବାର ଏଭଳି ଘଟଣା…

କୁକୁର କାମୁଡାରେ ଚାଲିଗଲା ନାବାଳିକାଙ୍କ ଜୀବନ, ଗାଁରେ ଭୟର ବାତାବରଣ

କାମାକ୍ଷାନଗର(କେନ୍ୟୁଜ): କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ। ଘଟଣା ପରେ ଭୟଭିତ ଗ୍ରାମବାସୀ । ଏକ ପ୍ରକାର ଭୟରେ ବାତାବରଣ ଦେଖାଦେଇଛି ସମଗ୍ର ଗାଁରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମେଡିକାଲ ଗଲେ ବି ମିଳୁନି ଉପଯୁକ୍ତ…

କୁକୁର ଓ ମାଙ୍କଡଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି ଶ୍ରଦ୍ଧାଳୁ ; ସୁରକ୍ଷା କର୍ମୀ ଓ ପୋଲିସ ଯତ୍ନବାନ ହେବାକୁ ଦାବି

ପୁରୀ : ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି କୁକର। ବଢ଼ିଚାଲିଛି କୁକୁରଙ୍କ ଦୌରାତ୍ମ୍ୟ । ବିଶେଷ କରି ଏହି କୁକୁର ଶିଶୁ ମାନଙ୍କ ଉପରେ କରୁଛନ୍ତି ଆକ୍ରମଣ। ପୂର୍ବରୁ ଅନେକ ଥର ଶିଶୁ ମାନେ କୁକୁର ଆକ୍ରମଣର ଶିକାର ହୋଇଥିବା ବେଳେ ଏବେ ପୁଣି ସେହିଭଳି ଚିତ୍ର ଆମ ସାମ୍ନାକୁ ଆସିଛି।…

ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେଢ଼ ବର୍ଷର ଛୁଆକୁ କାମୁଡିଲା ବୁଲା କୁକୁର

ପୁରୀ : ଦେଢ଼ ବର୍ଷର ଛୁଆକୁ କାମୁଡିଲା ବୁଲା କୁକୁର । ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛୁଆକୁ କାମୁଡି ରକ୍ତାକ୍ତ କରିଛି କୁକୁର। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ନିଜର ଦେଢ଼ ବର୍ଷର ଶିଶୁ ପୁତ୍ର ସହ ଜଗା ଦର୍ଶନ କରିବା ପାଇଁ ଆସିଥିଲେ । ଶ୍ରୀମନ୍ଦିର ଭିତରକୁ ଦର୍ଶନ କରିବାକୁ…

ପଡ଼ୋଶୀ କୁକୁର ଆକ୍ରମଣର ଶିକାର ହେଲା ୧୦ ବର୍ଷର କୁନି ଝିଅ, ଶରୀରରେ ଲାଗିଲା ୪୫ ଷ୍ଟିଚ୍‌

ଜର୍ମାନ ସେଫାର୍ଡ଼ ଆକ୍ରମଣରେ ଗୁରୁତର ହୋଇଛି ୧୦ ବର୍ଷର କୁନି ଝିଅ । ଠିକ ଭାବେ ତାଲିମ ଦିଆଯାଇ ନଥିବାରୁ ଜଣେ ନୀରିହ ୧୦ ବର୍ଷର ଶିଶୁକୁ କୁକୁର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ଦୀର୍ଘ ୨ ଘଣ୍ଟାର ଅପରେସନ ପରେ ଝିଅ ଶରୀରର କ୍ଷତକୁ ୪୫ ଟି ଷ୍ଟିଚ୍‌ ମାରି ବନ୍ଦ କରାଯାଇଥିବା…

ଦେଢ଼ ବର୍ଷର ପୁଅକୁ ଝୁଣି ଖାଉଥିଲା କୁକୁର, ଜୀବନ ବଞ୍ଚାଇଲା ବାପା

ଗୁଜରାଟ: ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି କୁକୁର । ସବୁ ସ୍ଥାନରେ ଆତଙ୍କ ଖେଳାଉଛନ୍ତି । ଫଳରେ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ନିକଟରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଯେଉଁ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ । ଦେଢ଼ ବର୍ଷର ପୁଅକୁ କୁକୁର ଝୁଣି ଖାଉଥିବା ବେଳେ…

ପୁଣି ହିଂସ୍ର ହୋଇଉଠିଲା ଜୋ ବାଇଡେନ୍‌ଙ୍କ କୁକୁର, ସିକ୍ରେଟ୍‌ ଏଜେଣ୍ଟଙ୍କୁ କଲା ଆକ୍ରମଣ…ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୨ ବର୍ଷର କମାଣ୍ଡର କୁକୁର ହ୍ଵାଇଟ୍‌ ହାଉସ୍‌ରେ ଜଣେ ସିକ୍ରେଟ୍‌ ସେବା ଏଜେଣ୍ଟଙ୍କୁ କାମୁଡ଼ି ଦେଇଛି। ଜର୍ମାନ ଶେଫର୍ଡ ବ୍ରିଡ୍‌ର ଏହି କୁକୁର ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ କାମୁଡ଼ି ସାରିଲାଣି। ଏକ ରିପୋର୍ଟ ମୁତାବକ, ପୀଡ଼ିତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ବାପା ସିକ୍ୟୁରିଟି ଗାର୍ଡ ଥିବା ବିଲିଡିଂରେ ୫ ବର୍ଷର ପୁଅକୁ ଝୁଣିମାରିଲେ କୁକୁର

ବୁଲା କୁକୁର ଦଳ ପିଲାକୁ ତଳେ ପକାଇ କାମୁଡି ଚାଲିଲେ ଆଉ ଘୋଷାଡି ଚାଲିଲେ । ୫ ବର୍ଷର ପିଲାକୁ ଝୁଣିଦେଲେ ବୁଲା କୁକୁର । ୩ଟି ବୁଲା କୁକୁର ଜଣେ ୫ ବର୍ଷର ପିଲାକୁ ଘେରି ଯାଇ ବାରମ୍ବାର କାମୁଡ଼ିବାରୁ ପିଲାଟିର ମୃତ୍ୟୁ ଘଟିଛି। ପିଲାଟିର ବାପା ଯେଉଁ ସ୍ଥାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ…

ପୋଷା କୁକୁର କାମୁଡ଼ାରୁ କଳି ଘଟଣା: ଆଜି କୁକୁର ମାଲିକଙ୍କୁ ନୋଟିସ୍ କରିବ ଇନ୍‌ଫୋସିଟି ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ସ୍ଥିତ ଇନଫୋସିଟି ଥାନା ଅଞ୍ଚଳରେ ପୋଷା କୁକୁର କାମୁଡ଼ାରୁ କଳି ଘଟଣା। ଆଜି କୁକୁର ମାଲିକଙ୍କୁ ନୋଟିସ କରିବ ଇନ୍‌ଫୋସିଟି ଥାନା ପୋଲିସ। ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ଉଲ୍ଲେଖ କରିବ ପୋଲିସ। କଲୋନୀକୁ କୁକୁରକୁ ଆଗାମୀ ଦିନରେ ନ ଆଣିବାକୁ ମଧ୍ୟ କୁକୁରର…

ପୁଣି କୁକୁର ଆତଙ୍କ: ୨୨ ମିଟର ଯାଏଁ ଘୋଷାଡ଼ି ନେଇ ଗୋଡ଼ରୁ ପୁଳେ ମାଂସ ନେଇଗଲା ରଟ୍‌ଓ୍ଵିଲର ବ୍ରିଡ୍‌ କୁକୁର, କରିବାକୁ…

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁର କାମୁଡ଼ିବା ମାମଲା ଲଗାତର ସାମ୍ନାକୁ ଆସୁଛି। ଏଠାରେ ପ୍ରତିଦିନ କୁକୁର କାମୁଡ଼ିବା ଯୋଗୁ ଲୋକମାନେ ଗୁରୁତର ହେଉଛନ୍ତି। ତେବେ ଏଥରକ ଏଠାରେ କୁକୁର କାମୁଡ଼ିବାର ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସବୁଠୁ ଅଧିକ…